ଆଗକୁ ଆସିପାରନ୍ତି ନୂଆ ଆଇଏଏସ୍ ଅଫିସର, ଅନୁ ଗର୍ଗ…
ଭୁବନେଶ୍ୱର,୬ା୧(ସୁନିତ୍ ମିଶ୍ର): ୧୯୯୧ ବ୍ୟାଚ୍ ଆଇଏଏସ୍ ଅଫିସର ଅନୁ ଗର୍ଗ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ କରିବା ପରେ କେତେଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଫଳରେ ଜଣେ…
ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ
ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ…
ପଦବୀ ପୂରଣ ହେଉନି, କେନ୍ଦ୍ରରୁ ଫେରୁନାହାନ୍ତି: ଓଡ଼ିଶାରେ ୩୬% ଆଇଏଏସ୍, ୪୮% ଆଇପିଏସ୍ ଅଫିସର ପଦବୀ ଖାଲି
ଭୁବନେଶ୍ୱର, ୧ା୪(ସୁନିତ୍ ମିଶ୍ର): ରାଜ୍ୟରେ ଯେତିକି ମଞ୍ଜୁରୀପ୍ରାପ୍ତ ଉଚ୍ଚପଦସ୍ଥ ସରକାରୀ ପଦପଦବୀ ରହିଛି ତାହା ପୂରଣ ହେଉନାହିଁ। ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍), ଭାରତୀୟ ପୋଲିସ ସେବା (ଆଇପିଏସ୍)ଠାରୁ ଆରମ୍ଭ କରି ଭାରତୀୟ ବନ ସେବା (ଆଇଏଫ୍ଏସ୍), ଓଡ଼ିଶା ପ୍ରଶାସନିକ ସେବା…

