୯୩ ବର୍ଷରେ ପିଏଚ୍ଡି ଡିଗ୍ରୀ ହାସଲ କରି ଚମକାଇଲେ ବୃଦ୍ଧା ହାଇଦ୍ରାବାଦ,୧।୧୧: ଅଧ୍ୟୟନ ପ୍ରତି ଆଗ୍ରହ ଏବଂ ଡିଗ୍ରୀ ହାସଲ କରିବାର ଇଚ୍ଛା ଜଣେ ୯୩ ବର୍ଷୀୟା ବୃଦ୍ଧାଙ୍କୁ ଲୋକପ୍ରିୟ କରାଇପାରିଛି। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ବାସିନ୍ଦା ରେଭାଥୀ ଥାଙ୍ଗାଭେଲୁ ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୯୦ରେ ସେ ଅବସର ନେଇଥିଲେହେଁ… Posts pagination Newer posts 1 2