ଗାଡ଼କଣରେ ଗୃହ ନିର୍ମାଣ: ୧୩୪.୮୫କୋଟିର ଟେଣ୍ଡରକୁ ମଞ୍ଜୁରୀ ଭୁବନେଶ୍ୱର,୨୩।୨: ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ଦ୍ୱାରା ଭୁବନେଶ୍ୱରର ଗାଡ଼କଣ ମୌଜାଠାରେ ସୁଲଭ ମୂଲ୍ୟରେ ଗୃହ ନିର୍ମାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହି ପ୍ରକଳ୍ପରେ ମୋଟ ୩୫୧ ଗୃହ ନିର୍ମାଣ ହେବ। ସେଥିରେ ୨୧୬ଟି ମଧ୍ୟମ ଆୟକାରୀ ବର୍ଗଙ୍କ ପାଇଁ...