Bank Holidays November: ନଭେମ୍ବର ବିଭିନ୍ନ ପର୍ବରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ ନୂଆଦିଲ୍ଲୀ,୨୮/୧୦: ଆସନ୍ତା ନଭେମ୍ବର ମାସରେ ଅନେକ ରାଜ୍ୟରେ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ। ଅନେକ କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ, କାରଣ ପ୍ରତ୍ୟେକ ରାଜ୍ୟରେ ଭିନ୍ନ ଆଧାରରେ ଛୁଟି ମିଳିଥାଏ। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ନଭେମ୍ବରରେ ସମସ୍ତ ରବିବାର ଦ୍ୱିତୀୟ...