Tag Archives: hill

ପାହାଡ଼ ପାଦଦେଶରେ ବେଆଇନ ଗୃହ ନିର୍ମାଣ ଅଭିଯୋଗ: ତଦନ୍ତ ନିର୍ଦ୍ଦେଶ ଦେଲେ ତହସିଲଦାର

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତରେ ରହିଥିବା ଐତିହ୍ୟ ତୀର୍ଥକ୍ଷେତ୍ର ଋଷିମାଳରେ ସଂରକ୍ଷିତ ଜଙ୍ଗଲକୁ ସାଧାରଣ ଲୋକଙ୍କ ପକ୍ଷରୁ ଜବରଦଖଲ କରାଯାଉଥିବା ନେଇ ଟ୍ରଷ୍ଟ ପକ୍ଷରୁ ତହସିଲଦାର ଧୀରଜ ପାତ୍ରଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ…

ରାସ୍ତାରେ ଧସିଲା ପାହାଡ଼, ଭାଙ୍ଗିଲା ବିରାଟ ଗଛ

ଧରାକୋଟ,୩ା୧୦: ଚଳିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଧରାକୋଟ ବ୍ଲକର ଜନଜୀବନ ବେଶ୍‌ ପ୍ରଭାବିତ ହୋଇଛି। ଗୁରୁବାର ରାତିରେ ଜାତୀୟ ରାଜପଥ ୫୯ର ଧରାକୋଟ ବ୍ଲକ ଅନ୍ତର୍ଗତ ଖାରିଗୁମା ନିକଟସ୍ଥ ହନୁମାନ ମନ୍ଦିର ନିକଟରେ ରାସ୍ତା ଉପରେ ବିରାଟ ଗଛ ପଡ଼ିଯିବାରୁ…

ଧସିଲା ପାହାଡ଼, ରାସ୍ତାରେ ଗଡ଼ିଲା ବଡ଼ବଡ଼ ପଥରଖଣ୍ଡ

ଗଜପତି,୪ା୯(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକଠାରେ ପାହାଡ଼ ଧସି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି। ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ବୁଧବାର ସନ୍ଧ୍ୟାରେ ହୋଇଥିବା ଲଗାଣ ବର୍ଷା ଯୋଗୁ ଗୁମ୍ମା ବ୍ଲକର ନାମନଗଡ଼ଠାରୁ ଅଜୟଗଡ଼ ଯିବା…

ଲଣ୍ଡା ପାହାଡ଼ ପାଲଟିଲା ସବୁଜ ବନାନୀ, ବଢ଼ିଲାଣି କାଠଚୋରି

ଭଞ୍ଜନଗର,୨ା୬(ବାବୁଲା ପ୍ରଧାନ): ସରକାର ଜନସାଧାରଣଙ୍କ ହିତକୁ ଦେଖି ଯୋଜନା କରିଥାନ୍ତି। କିନ୍ତୁ ତଳସ୍ତରରେ କାର୍ଯ୍ୟରତ ଅଧିକାରୀ ଏବଂ କର୍ମଚାରୀଙ୍କ ଉପରେ ଯୋଜନାର ସୁଫଳ ନିର୍ଭର କରୁଛି। କିଛି ଯୋଜନା ସଫଳ ହେଉଥିବା ବେଳେ ଆଉ କିଛି ଯୋଜନା ବିଫଳ ମଧ୍ୟ ହେଉଛି।…

ସାଙ୍ଗମାନଙ୍କ ସହ ପାହାଡ଼ ଉପରକୁ ବୁଲିବା ପାଇଁ ଯାଇଥିଲେ ଯୁବକ, ଖସିପଡ଼ି ଚାଲିଗଲା ଜୀବନ

ରାଇକିଆ,୨୧ା୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନା ମଣ୍ଡାସରଠାରୁ ୫ କିମି ଦୂର ମଣ୍ଡକୁଟି ପାହାଡ଼ ଉପରୁ ଖସିପଡ଼ି ଯୁବକଙ୍କ ଜୀବନ ଯାଇଛି। ମୃତ ଯୁବକ ଜଣକ ହେଲେ ରାଇକିଆ ବଡ଼ାପଟା ସାହିର ବନ୍ଦନ ପ୍ରଧାନ। ସାଙ୍ଗମାନଙ୍କ ସହ ବୁଲିବା ପାଇଁ…

ବିପୁଳ ପରିମାଣର ବିସ୍ଫୋରକ ଜିଲୋଟିନ୍‌ ଜବତ

ବାଲେଶ୍ୱର,୨୭ା୫(ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ଖଞ୍ଜାମାହାଲ ପଥର ଖାଦାନଗୁଡ଼ିକରେ ପଥର ବିସ୍ଫୋରଣ ସାମଗ୍ରୀ ଜିଲୋଟିନ୍‌ ପୋଲିସ ଜବତ କରିଛି। ବାଲେଶ୍ୱର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ସୋର ଆଇଆଇସି ପ୍ରଭାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱର ଏକ ଟିମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?