Tag Archives: hemant soren

ଏନଡିଏରେ ମିଶିବେ କି ହେମନ୍ତ ସୋରେନ? ଛାଡିବେ ରାହୁଲଙ୍କ ହାତ! ରାଜନୀତିରେ ଚହଳ

ନୂଆଦିଲ୍‌ଲୀ,୩।୧୨: ଝାଡ଼ଖଣ୍ଡରେ ବଦଳିବ ରାଜନୈତିକ ସମୀକରଣ? ଇଣ୍ଡିଆ ମେଣ୍ଟ ଛାଡ଼ିବେ କି ମୁଖ୍ୟମନ୍ତ୍ରୀ ସୋରେନ!  ଭାଜପାର ୨ ଡେପୁଟି ସିଏମ ନେଇ ଚାଲିଛି ଅଙ୍କକଷା । ବିହାର ପରାଜୟ ପରେ ବିରୋଧୀ ଶିବିର ଏକପ୍ରକାର ଅସ୍ଥିର ହୋଇପଡ଼ିଛି । ମେଣ୍ଟ...

ହେମନ୍ତଙ୍କ ପାଇଁ ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇପାରେ ମୈଆ ଯୋଜନା

ନୂଆଦିଲ୍ଲୀ,୧୨।୧୧: ଝାଡ଼ଖଣ୍ଡ ନିର୍ବାଚନରେ ମାଗଣା ଯୋଜନା ସମସ୍ତ ପାର୍ଟି ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଇବାକୁ ଯାଉଛି। ଓଡ଼ିଶା ମଡେଲରେ ସେଠାରେ ସୁଭଦ୍ରା ଭଳି ‘ଗୋ ଗୋ ଦିଦି’ ଯୋଜନା ମାଧ୍ୟମରେ ମହିଳା ମାନଙ୍କୁ ୨୧୦୦ ଟଙ୍କା ଦେଇ ଭୋଟ ହାତେଇବାକୁ...

ମୁଖ୍ୟମନ୍ତ୍ରୀଙ୍କୁ ବଡ଼ ଅନୁରୋଧ କଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, କଲେ ଏହି ଦାବି

ଭୁବନେଶ୍ୱର,୧୭।୯: ରାଞ୍ଚିର ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ମାମଲାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ଲୋଡ଼ି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି। ରାଞ୍ଚିର ୧୯ ବର୍ଷ ବୟସରେ ଅଭିଷେକ ରବିଙ୍କ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ୨୧ରୁ ୫୦ ବର୍ଷ ବୟସର ମହିଳାଙ୍କୁ ମଳିବ ପ୍ରତି ମାସରେ ୧୦୦୦

ରାଞ୍ଚି, ୨୨।୦୭: ରାଜ୍ୟରେ ୨୧ ରୁ ୫୦ ବର୍ଷ ବୟସର ୪୦ ଲକ୍ଷ ମହିଳାଙ୍କୁ ପ୍ରତି ମାସରେ ୧ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇଦେବା ଯୋଜନା ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ। ଏନେଇ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ...

‘ହେମନ୍ତ ସରକାର ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ’: ଅମିତ ଶାହା

ନୂଆଦିଲ୍ଲୀ, ୨୦ା୭: ଆଗକୁ ରାଜ୍ୟରେ ବିଧାନସଭା ନର୍ବାଚନ ଥିବା ବେଳେ ଶନିବାର ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସରକାର ଉପରେ ସଣ୍ଡୁଆସି ଆକ୍ରମଣ କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ବେଳେ ରାଜ୍ୟର ନକ୍ସା...

ମୁଖ୍ୟମନ୍ତ୍ରୀଙ୍କ ବଢ଼ିଲା ଚିନ୍ତା, ସୁପ୍ରିମ୍‌କୋର୍ଟ ଗଲା ଇଡି

ନୂଆଦିଲ୍ଲୀ, ୦୮।୦୭: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଜାମିନ୍‌ ବିରୋଧରେ ସୁପ୍ରିମ୍‌କୋର୍ଟର ଦ଼୍ବାରସ୍ଥ ହୋଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ଇଡି ଏନେଇ କହିଛି ଯେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଯେଉଁ ଜାମିନ୍‌ ପ୍ରଦାନ କରିଛନ୍ତି...

ଇସ୍ତଫା ଦେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ,

ରାଞ୍ଚି,୩।୭: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଛନ୍ତି ଚମ୍ପାଇ ସୋରେନ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସଭାପତି ହେମନ୍ତ ସୋରେନ ଜେଲ୍ରୁ ଫେରିବା ପରେ ପୁନର୍ବାର ମୁଖ୍ୟମନ୍ତ୍ରୀ ହେବା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିଛନ୍ତି। ଜେଲ୍ରୁ ଫେରିବା...

ଝାଡ଼ଖଣ୍ଡରେ ବଡ଼ ପରିବର୍ତ୍ତନ, ହେମନ୍ତ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ

ରାଞ୍ଚି, ୨୯।୦୬: ଝାଡ଼ଖଣ୍ଡ ହାଇକୋର୍ଟ ତଥାକଥିତ ଜମି ଘୋଟାଲା ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଶୁକ୍ରବାର ଜାମିନ୍‌ ପ୍ରଦାନ କରିଛନ୍ତି । ଫଳରେ ହେମନ୍ତ ସୋରେନ୍‌ ପୁଣିଥରେ ସକ୍ରିୟ ରାଜନୀତିକୁ ଓହ୍ଲାଇବା ନେଇ ଜଣାପଡ଼ିଛି । ଆଗକୁ ଆସୁଥିବା...

ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା, ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ବି ମିଳିଲା ନାହିଁ ଜାମିନ୍‌

ରାଞ୍ଚି,୨୭।୪: ଜମି ଦୁର୍ନୀତି ମାମଲାରେ ଜେଲରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା। ତାଙ୍କୁ ନିଜ ବଡ଼ବାପା ରାଜାରାମ ସୋରେନଙ୍କ ଅନ୍ତିମ ସଂସ୍କାର ଏବଂ ଶ୍ରାଦ୍ଧରେ ସାମିଲ ହୋଇପାରିବେ ନାହିଁ। ତାଙ୍କୁ ଅନ୍ତରୀଣ ଜାମିନ ଦେବାକୁ...

ହେମନ୍ତ ସୋରେନ ଗିରଫ ପରେ ୪ ବିଧାୟକଙ୍କ ମୋବାଇଲ ସୁଇଚ୍ ଅଫ, ଝାଡ଼ଖଣ୍ଡରେ ବଡ଼ ରାଜନୈତିକ ହଲଚଲ ଆଶଙ୍କା

ନୂଆଦିଲ୍ଲୀ,୧।୨: ଝାଡ଼ଖଣ୍ଡର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଇସ୍ତଫା ପରେ ଝାଡ଼ଖଣ୍ଡର ରାଜନୈତିକ ଦୃଶ୍ୟପଟ୍ଟ ଅନିଶ୍ଚିତା ଆଡକୁ ଠେଲି ହୋଇଯାଇଛି। ଶାସକ ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ଏହାର ବିଧାୟକଙ୍କ ଘୋଡା କାରବାର ଭୟରେ ୪୩ ବିଧାୟକଙ୍କୁ ହାଇଦ୍ରାବାଦ...

ସରକାରୀ ଜମି କବଜା କରୁଥିବା ବଡ଼ ସିଣ୍ଡିକେଟରେ ସାମିଲ ଥିଲେ ହେମନ୍ତ ସୋରେନ, ଇଡି ଡକ୍ୟୁମେଣ୍ଟରୁ ହେଲା ଖୁଲାସା

ନୂଆଦିଲ୍ଲୀ,୧।୨: ଝାଡ଼ଖଣ୍ଡର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିବା ପରେ ଜମି ଘୋଟାଲା ନେଇ ବଡ଼ ଖୁଲାସା ହୋଇଛି। ଇଡି ଡକ୍ୟୁମେଣ୍ଟରୁ ଜଣାପଡିଛି ଯେ ହେମନ୍ତ ସୋରେନ ଏକ ବଡ଼ ସିଣ୍ଡିକେଟର ଅଂଶ ଯାହାକି ସରକାରୀ...

ଆଜି ଝାଡ଼ଖଣ୍ଡ ବନ୍ଦ ଡାକରା ଦେଇଛନ୍ତି ଆଦିବାସୀ ସଂଗଠନ

ରାଞ୍ଚି,୧।୨: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିବାକୁ ବିରୋଧ କରି ଗୁରୁବାର ଅନେକ ଆଦିବାସୀ ସଂଗଠନ ପକ୍ଷରୁ ରାଜ୍ୟବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦରେ ୧୫-୨୦ ଆଦିବାସୀ ସଂଗଠନ ସାମିଲ ହେବେ। ଯାଞ୍ଚରେ ସୋରେନ୍‌ ସହଯୋଗ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri