କେମିତି ଅଛନ୍ତି ଲାଲ କୃଷ୍ଣ ଆଡଭାନୀ? ହସ୍ପିଟାଲ ପକ୍ଷରୁ ଜାରି ହେଲା ହେଲଥ ବୁଲେଟିନ
ନୂଆଦିଲ୍ଲୀ,୧୯।୧୦: ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ଆଜି, ସୋମବାର ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ। ଛାତିରେ ସଂକ୍ରମଣ (chest infection) କାରଣରୁ ଲାଲ କୃଷ୍ଣ ଆଡଭାନୀଙ୍କୁ ଅକ୍ଟୋବର ୧୬ ରେ…

