ଉତ୍ତରପ୍ରଦେଶ ସରକାର ନେଲେ ବଡ଼ ପଦକ୍ଷେପ, ହଲାଲ ଖାଦ୍ୟ ସାମଗ୍ରୀ ଉପରେ ଲାଗିଲା ପ୍ରତିବନ୍ଧକ ନୂଆଦିଲ୍ଲୀ,୧୮ା୧୧: ଏକ ବଡ଼ ନିଷ୍ପତ୍ତି କ୍ରମେ ଶନିବାର ଉତ୍ତରପ୍ରଦେଶ ସରକାର ରାଜ୍ୟରେ ହଲାଲ ଟ୍ୟାଗ ଖାଦ୍ୟ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଖାଦ୍ୟ ଉତ୍ପାଦନ କମିଶନଙ୍କ କାର୍ଯ୍ୟାଳୟ ଏକ ଆଦେଶରେ କହିଛନ୍ତି, “ତୁରନ୍ତ ପ୍ରଭାବ ସହିତ ଉତ୍ପାଦଗୁଡ଼ିକର ଉତ୍ପାଦନ, ସଂରକ୍ଷଣ,...