Tag Archives: Gujarat Titans

ଟାଇଟଲ ପାଇଁ ଏବେଠୁ ଅଣ୍ଟା ଭିଡିଲାଣି MI, ଗୁଜରାଟ ଟିମ୍‌ରୁ ଏହି ଖେଳାଳିଙ୍କୁ ବଡ଼ ଡିଲ୍‌ରେ କଲା ଟ୍ରେଡ୍‌

ନୂଆଦିଲ୍ଲୀ,୧୩।୧୧: ଆଇପିଏଲ ୨୦୨୬ ପାଇଁ ରିଟେନ୍‌ସନ ଘୋଷଣା ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ନିଜ ଟିମ୍‌କୁ ମଜବୁତ କରିବା ଆରମ୍ଭ କରିଛି। ଗୁରୁବାର ଲକ୍ଷ୍ନୌ ସୁପର ଜାୟଣ୍ଟସ୍‌(ଏଲ୍‌ଏସ୍‌ଜି)ରୁ ଶାର୍ଦ୍ଦୁଳ ଠାକୁରଙ୍କୁ ୨ କୋଟିରେ ଟ୍ରେଡ କରିବା ପରେ, ମୁମ୍ବାଇ...

ଦିନେ ପୁଅ ପାଇଁ ଜମି ବିକ୍ରି କରିଦେଇଥିଲେ ବାପା: ଜାଣନ୍ତୁ ବିସ୍ମୟ କ୍ରିକେଟର୍‌ ବୈଭବଙ୍କ ବିଷୟରେ କିଛି ଅଜଣା କଥା

ନୂଆଦିଲ୍ଲୀ,୨୯।୪: ରାଜସ୍ଥାନ ରୟାଲ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଏକପାଖିଆ ମ୍ୟାଚ ଜିତିଛି। ବୈଭବ ସୂର୍ଯ୍ୟବଂଶୀ ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଇନିଂସ ମ୍ୟାଚକୁ ସମ୍ପୂର୍ଣ୍ଣ ଭାବରେ ରାଜସ୍ଥାନ ସପକ୍ଷରେ ଆଣି ଦେଇଥିଲା। ଏହି ମ୍ୟାଚ୍‌ରେ ବହୁ ବର୍ଷର ପୁରୁଣା ରେକର୍ଡ ଭାଙ୍ଗି...

IPL 2025: ମ୍ୟାଚ୍ ମଝିରେ ଆହତ ହେଲେ ଗୁଜରାଟ ଟାଇଟାନ୍ସ ଷ୍ଟାର, ଯନ୍ତ୍ରଣାରେ ଛଟପଟ ହୋଇ ପଡିଆ ଛାଡ଼ିଲେ

ହାଇଦ୍ରାବାଦ,୬।୪: ସନରାଇଜର୍ସ ହାଇଦ୍ରାବାଦ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଚଳିତ ସିଜିନ୍ ର ୧୯ ତମ ମୁକାବିଲା ଖେଳାଯାଉଛି। ଏହି ମୁକାବିଲାରେ ଟସ୍ ଗୁଜରାଟ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ପାୱାରପ୍ଲେ ସମୟରେ ଦଳକୁ ବଡ଼ ଝଟକା ଲାଗିଛି।...

ପ୍ରଥମେ ସିରାଜ ପରେ ବଟଲରଙ୍କ ଝଡ଼, ବାଙ୍ଗାଲୋରକୁ ୮ ୱିକେଟରେ ପରାସ୍ତ କଲା ଗୁଜୁରାଟ

ବେଙ୍ଗାଲୁରୁ,୨।୪: ଗୁଜୁରାଟ ଟାଇଟାନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ୱିକେଟରେ ପରାସ୍ତ କରିଛି। ଆଇପିଏଲ ୨୦୨୫ରେ, ଆରସିବି ପ୍ରଥମ ଥର ପାଇଁ ତାର ଘରୋଇ ଗ୍ରାଉଣ୍ଡ ଅର୍ଥାତ୍ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳୁଥିଲା, କିନ୍ତୁ ସେଠାରେ ନିରାଶାର ସମ୍ମୁଖୀନ ହେବାକୁ...

IPLରେ ଏଣ୍ଟ୍ରି କରିବାକୁ ଚାହୁଁଛନ୍ତି ଗୌତମ ଆଦାନୀ: କିଣିବେ ଗୁଜରାଟ ଟାଇଟାନ୍ସ

ନୂଆଦିଲ୍ଲୀ, ୧୯।୭: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଫ୍ରାଞ୍ଚାଇଜ ଗୁଜରାଟ ଟାଇଟାନ୍ସ’କୁ କିଣିବାକୁ ଚାହୁଁଛନ୍ତି ଶିଳ୍ପପତି ଗୌତମ ଆଦାନୀ। ସିଭିସି କ୍ୟାପିଟାଲ ମାଲିକାନାରେ ଥିବା ଗୁଜରାଟ ଟାଇଟାନ୍ସକୁ ସହଯୋଗୀ ଟୋରେଣ୍ଟ ସହିତ ମିଶି ଆଦାନୀ ସମୂହ କିଣିବାକୁ ଯାଉଥିବା ଏକ...

ଆଇପିଏଲ ପୂର୍ବରୁ ଗୁଜରାଟ ଟାଇଟାନ୍ସକୁ ବଡ଼ ଝଟ୍‌କା: ଦୁର୍ଘଟଣାର ଶିକାର ହେଲେ ୩.୬ କୋଟି ଟଙ୍କାର ଖେଳାଳି

ନୂଆଦିଲ୍ଲୀ,୩।୩: ଆଇପିଏଲ ୨୦୨୪ ପୂର୍ବରୁ ଗୁଜରାଟ ଟାଇଟାନ୍ସକୁ ଝଟ୍‌କା ଲାଗିଛି। ଦଳର ଷ୍ଟାର ଖେଳାଳି ରବିନ ମିଞ୍ଜ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଗୁଜରାଟ ମିନି ନିଲାମରେ ଆଇପିଏଲ ୨୦୨୪ ପାଇଁ ୩.୬ କୋଟି ଟଙ୍କା ଦେଇ ରବିନ କିଣିଥିଲା।...

ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗେ ଦେବେ ହାର୍ଦ୍ଦିକ ପାଣ୍ଡ୍ୟା, ଡିଲ୍ ଫାଇନାଲ

ମୁମ୍ବାଇ,୨୬।୧୧: ଆଗାମୀ ଆଇପିଏଲ ସିଜିନ୍ ପାଇଁ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେବେ ହାର୍ଦ୍ଦିକ ପାଣ୍ଡ୍ୟା। କ୍ରିକବଜ୍ ରିପୋର୍ଟ ଅନୁଯାୟୀ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହା ଏକ ନଗଦ ଚୁକ୍ତି ଏବଂ...

ସବୁ ଚର୍ଚ୍ଚାର ଘଟିଲା ଅନ୍ତ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ରଖିଲା ଗୁଜରାଟ ଟାଇଟାନ୍ସ

ମୁମ୍ବାଇ,୨୬।୧୧: ସମସ୍ତେ ଅପେକ୍ଷାର ଅନ୍ତ ଘଟାଇ ବଡ଼ ଘୋଷଣା କରିଛି ଗୁଜରାଟ ଟାଇଟାନ୍ସ। ହାର୍ଦ୍ଦିକ ପାଣ୍ଡ୍ୟା ଦଳ ସହିତ ରହିବେ ବୋଲି ଘୋଷଣା କରିଛି ଗୁଜରାଟ ଟାଇଟାନ୍ସ। ଏହା ସହିତ ହାର୍ଦ୍ଦିକଙ୍କୁ ଦଳରେ ରଖି ରଖି ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri