Tag Archives: Gujarat

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍ ଏବଂ ଅନ୍ୟାନ୍ୟ ସମାନ ସାମଗ୍ରୀର ବିକ୍ରି, ସଂରକ୍ଷଣ, ବିତରଣ, ବିଜ୍ଞାପନ, ପ୍ରଚାର ଏବଂ ପ୍ରଦର୍ଶନ…

ସହକର୍ମୀଙ୍କ ସହ ପ୍ରେମ ସମ୍ପର୍କ ପାଇଁ ସ୍ତ୍ରୀ ପିଲାଙ୍କୁ ହତ୍ୟା କଲେ ଗୁଜୁରାଟ ଅଧିକାରୀ

ନୂଆଦିଲ୍ଲୀ,୨୧।୧୧: ଗୁଜୁରାଟର ଜଣେ ବନ ଅଧିକାରୀ ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ହତ୍ୟା କରି ଘର ନିକଟରେ ଥିବା ଏକ ଗାତରେ ପୋତି ଦେଇଥିବା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୋଲିସ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତ ବନ…

ନିଜ ମାଟିରୁ ପାକିସ୍ତାନକୁ ଚେତାବନୀ ଦେଲେ ମୋଦି: ଯିଏ ମା’-ଭଉଣୀଙ୍କ ସିନ୍ଦୂର ପୋଛିବ, ତାହାର ବିନାଶ ନିଶ୍ଚିତ

ଗାନ୍ଧୀନଗର,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଗୁଜରାଟର ଦାହୋଦରେ ଅନେକ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ଅବସରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି, ଆଜି ଦେଶ ହତାଶାରୁ ବାହାରି ଆସିଛି ଏବଂ ଆତ୍ମବିଶ୍ୱାସର ଆଲୋକରେ ତ୍ରିରଙ୍ଗା ଉତୋଳନ…

ମୋ ସ୍ବାମୀଙ୍କୁ ଗୁଳି ମାରିବା ପରେ ହସୁଥିଲେ ଆତଙ୍କବାଦୀ: ସେଦିନର ହୃଦୟଥରା କାହାଣୀ ବଖାଣିଲେ ଶୀତଲବେନ

ଅହମଦାବାଦ,୨୪।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଗୁଜରାଟର ସୁରଟର ବାସିନ୍ଦା ଶୈଲେଶ କାଲଥିଆଙ୍କ ସମେତ ୨୬ ଜଣ ପ୍ରାଣ ହରାଇଛନ୍ତି। ଏହି ଆକ୍ରମଣରେ ଗୁଜରାଟର ଅନ୍ୟ ଦୁଇ ଜଣ ବାସିନ୍ଦା, ଭାବନଗରର ଯତୀଶ ପରମାର ଏବଂ ତାଙ୍କ…

କଂଗ୍ରେସର ଅଧା ନେତା ଭାଜପା ଯୋଗାଯୋଗରେ ଅଛନ୍ତି: ଚାଞ୍ଚଲ୍ୟକର ଖୁଲାସା କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୮।୩: ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁଜରାଟ ଗସ୍ତରେ ଅଛନ୍ତି। ରାହୁଲ ତାଙ୍କ ଗସ୍ତର ଦ୍ୱିତୀୟ ଦିନରେ ଅହମ୍ମଦାବାଦରେ କଂଗ୍ରେସ କର୍ମୀଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ, କଂଗ୍ରେସ ଗତ ୩୦ ବର୍ଷ ଧରି…

ନିଦ ହଜାଇଛି ଜିନ୍ନତ: ପୁଣି ଓଡ଼ିଶା ଆସିବାକୁ ଯାଉଛନ୍ତି ଆଉ ଦୁଇ ବାଘ

ଭୁବନେଶ୍ୱର,୨୬ା୧୨: ମହାରାଷ୍ଟ୍ରରୁ ଓଡ଼ିଶା ଆସିଥିବା ବାଘୁଣୀ ଜିନ୍ନତ ତିନି ରାଜ୍ୟ ବନ ବିଭାଗର ନିଦ ହଜାଇଛି। ଏହାରି ମଧ୍ୟରେ ଆଉ କିଛି ବାଘ ପୁଣି ଓଡିଶା ଆସିବାକୁ ଯାଉଛନ୍ତି। ବନ୍ୟପ୍ରାଣୀ ବଦଳ ଯୋଜନାରେ ମଧ୍ୟ ପ୍ରଦେଶ ସରକାର ଓଡ଼ିଶା ସମେତ ରାଜସ୍ଥାନ…

କୃଷି ଅଭିବୃଦ୍ଧିରେ ଗୁଜରାଟ ଏକ ମଡେଲ: ପି.କେ. ମିଶ୍ର

ଭି.ଭି.ନଗର,୪ା୯: ଗତ ୨୫ ବର୍ଷରେ ଗୁଜରାଟର କୃଷି କ୍ଷେତ୍ର ଏକ ନବପ୍ରବର୍ତ୍ତନ, ନମନୀୟ ଓ ଅଭିବୃଦ୍ଧିର ମଡେଲ ଭାବେ ଉଭା ହୋଇଛି। ଗୁଜରାଟ ଏକ ବଜାରଭିତ୍ତିକ କୃଷି କ୍ଷେତ୍ରର ଅର୍ଥନୀତି ରୂପେ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଦୃଷ୍ଟାନ୍ତ ପାଲଟିଛି। ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ…

ଗେମିଂ ଜୋନ୍‌ରେ ନିଆଁ: ୨୦ ମୃତକଙ୍କ ମଧ୍ୟରେ ଅଛନ୍ତି ୧୨ ଶିଶୁ

ଗାନ୍ଧୀନଗର,୨୫ା୫: ଗୁଜରାଟର ରାଜକୋଟସ୍ଥିତ ଏକ ଗେମିଂ ଜୋନ୍‌ରେ ଶନିବାର ନିଆଁ ଲାଗିବାରୁ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ତେବେ ୨୦ ମୃତକଙ୍କ ମଧ୍ୟରେ ୧୨ ଜଣ ଶିଶୁ ରହିଥିବା ଜଣାପଡ଼ିଛି।…

ଋଣ ଭାର ହେଲା ଅସହ୍ୟ, ଜୀବନ ହାରିଲେ ଗୋଟିଏ ପରିବାର ୩ ଶିଶୁ ସମେତ ୭ ସଦସ୍ୟ

ସୁରଟ,୨୮/୧୦: ଶନିବାର ଗୁଜରାଟର ସୁରଟ ଅଞ୍ଚଳରେ ଋଣ ଭାରରେ ଆତ୍ମହତ୍ୟା ଜନିତ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରର ତିନି ଶିଶୁ ସମେତ ସାତ ଜଣ ଆତ୍ମହତ୍ୟା କରିଛନ୍ତି, ଆଉ ଚିଠିରେ କହି ଯାଇଛନ୍ତି ମୃତ୍ୟୁର କାରଣ। ପରିବାର ସଦସ୍ୟ ବିପୁଳ…

ଦାଣ୍ଡିଆ ନାଚରେ ଆସୁଛି ହାର୍ଟ ଆଟାକ୍, ୨୪ ଘଣ୍ଟାରେ ୧୦ ଜଣ ହରାଇଲେ ଜୀବନ

ସୁରଟ, ୨୨/୧୦: ଜଗତଜନନୀ ମା’ ଦୁର୍ଗାଙ୍କ ଆଗମନରେ ସମଗ୍ର ଦେଶରେ ଏବେ ଉତ୍ସବର ମାହୋଲ। ଏହି ଉତ୍ସବକୁ ଆହୁରି ଟିକିଏ ରୋଚକ କରିବାକୁ ବିଭିନ୍ନ ସ୍ଥାନରେ ଦାଣ୍ଡିଆ ନାଚ ଆୟୋଜିତ ହେଉଥିଲା ବେଳେ ଏଠାରୁ ଆସିଛି ଦୁଖଦଃ ଖବର। ଗୁଜରାଟରେ ଗତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri