ସବୁଜ ଜର୍ସି ଛାଡ଼ିବ ପାକିସ୍ତାନ କ୍ରିକେଟ ଟିମ୍, ଏଥର ଏହି ରଙ୍ଗର ଜର୍ସି ପିନ୍ଧିବ; ଜାଣନ୍ତୁ ଏହାର କାରଣ
ନୂଆଦିଲ୍ଲୀ,୧୯।୧୦: କ୍ରୀଡ଼ା କ୍ଷେତ୍ରରେ, ଜର୍ସି ଏକ ଦଳର ପରିଚୟ ପାଲଟିଥାଏ। ଉଦାହରଣ ସ୍ବରୂପ, ଭାରତୀୟ କ୍ରିକେଟ ଦଳ ଏହାର ନୀଳ ରଙ୍ଗର ଜର୍ସି ଯୋଗୁ ‘ମେନ ଇନ ବ୍ଲୁ’ (ନୀଳ ପୋଷାକଧାରୀ) ଭାବରେ ଜଣାଶୁଣା। ସେହିଭଳି, ପାକିସ୍ତାନ ଦଳ ଏହାର ସବୁଜ…

