୩ କୋଟିରୁ ଅଧିକ ସରକାରୀ ଟଙ୍କା ହଡ଼ପ ଅଭିଯୋଗ, ଡିଜିଟାଲ୍ ଟ୍ରାକିଂରେ ଧରାପଡ଼ିଲେ ଫେରାର ରାଜସ୍ୱ ସହାୟକ
କଟକ/ଡେରାବିଶ,୧୨।୧୧(ପ୍ରଭୁକଲ୍ୟାଣ ପାଲ୍/ବେବର୍ତା ଅଜୟ ଦାସ): HRMS ପୋର୍ଟାଲରେ ଜାଲ୍ ବିଲ୍ କରିବା ପଡିଲା ମହଙ୍ଗା । ୩.୦୩ କୋଟି ଟଙ୍କା ହଡ଼ପ ଅଭିଯୋରେ ଗିରଫ ହେଲେ କେନ୍ଦ୍ରାପଡା ଡେରାବିଶ ବ୍ଲକର ବରିଷ୍ଠ ରାଜସ୍ୱ ସହାୟକ ଶଶିକାନ୍ତ ରଣା ।ଅବସରପ୍ରାପ୍ତ ଓ ମୃତ…

