୨୦୨୪ରେ ଏସବୁ ଜିନିଷ ଗୁଗଲରେ ଅଧିକ କରାଯାଇଛି ସର୍ଚ୍ଚ, ଟ୍ରେଣ୍ଡରେ ରହିଛି ଆମ୍ବ ଆଚାର ନୂଆଦିଲ୍ଲୀ,୧୦।୧୨: ଚଳିତ ବର୍ଷ ଇଣ୍ଟରନେଟ୍ରେ ଅଧିକ ସର୍ଚ୍ଚ କରାଯାଇଥିବା ଜିନିଷକୁ ଗୁଗଲ ଜାରି କରିଛି। ୨୦୨୪ରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ବିଷୟ ଓ ଜିନିରେ ବିବରଣୀ ବିଷୟରେ ଏଥିରେ ତଥ୍ୟ ଦିଆଯାଇଛି। ଭାରତୀୟ ୟୁଜର୍ସମାନେ ଇଣ୍ଟରନେଟରେ ଫିଲ୍ମ, କ୍ରିକେଟ...