କାନ୍ଥ ଖୋଳି ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି
ମୁନିଗୁଡ଼ା,୧୪ା୧୧(ନନ୍ଦକିଶୋର ପଟ୍ଟନାୟକ): ମୁନିଗୁଡ଼ାର ବସଷ୍ଟାଣ୍ଡ ନିକଟ ଶହୀଦ ଲକ୍ଷ୍ମଣ ନାୟକ ଛକ ନିକଟସ୍ଥ ମୁରଲୀ ଜୁଏଲର୍ସ ନାମକ ଏକ ସୁନା ଦୋକାନରୁ ଗତକାଲି ବିଳମ୍ବିତ ରାତ୍ରରେ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଚୋରି ହୋଇଥିବା ସୂଚନା ମିଳିଛି। ଏହି ଚୋରିକୁ…

