ସ୍ଵର୍ଣ ମନ୍ଦିରରୁ ମିଳିଲା ଦଣ୍ଡ, ବାଥରୁମ ସଫା କରି ଅଇଁଠା ବାସନ ଧୋଇବେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ,୨।୧୧: ପଞ୍ଜାବର ଅମୃତସରର ସୁବର୍ଣ୍ଣ ମନ୍ଦିରରେ ଅକଲ ତଖତା ସାହେରା ଡେରା ସଚ୍ଚା ସୌଦା ସିରସା ମୁଖ୍ୟ ରାମ ରହୀମଙ୍କୁ କ୍ଷମା କରି ସୁଖବୀର ସିଂ ବାଦଲଙ୍କୁ ବଳିଦାନ ମାମଲାରେ ଦଣ୍ଡିତ କରିଛନ୍ତି। ସୁଖବୀର ବାଦଲଙ୍କୁ ଏକ ଘଣ୍ଟା ପାଇଁ...