୫ ଦିନ ଧରି ଭୋକ ଉପାସରେ ବିଲରେ ପଡ଼ି ରହିଥିଲେ ବୃଦ୍ଧ, ଭଞ୍ଜନଗର ପୋଲିସ ଉଦ୍ଧାର କରି…
ଭଞ୍ଜନଗର,୯।୯(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଖମାରେଡି ଗ୍ରାମରେ ଆଜକୁ ୫ ଦିନ ହେବ ଅନାହାରରେ ପଡିରହିଥିବା ଜଣେ ବୃଦ୍ଧଙ୍କୁ ମଙ୍ଗଳବାର ସାରେ ଗ୍ରାମବାସୀ ଏବଂ ପୋଲିସ ମିଶି ଉଦ୍ଧାର କରିଛନ୍ତି । ଏହାପରେ ପୋଲିସ ବୃଦ୍ଧଙ୍କୁ ଚିକିତ୍ସା…
ହୋଟେଲରେ ବିକୁଛନ୍ତି ବାସିଖାଦ୍ୟ, ଟ୍ରେଡ୍ ଲାଇସେନ୍ସ ନାହିଁ: ଚଢ଼ାଉ ଜୋରଦାର କଲା ଭଞ୍ଜନଗର NAC , ୭ ଦୋକାନ…
ଭଞ୍ଜନଗର,୬।୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଏନ୍ଏସି ପକ୍ଷରୁ ଶନିବାର ଶତାଧିକ ଦୋକାନ ଉପରେ ଅତର୍କିତ ଚଢ଼ାଉ କରାଯାଇଛି। ବେନିୟମ ଭାବେ ଦୋକାନ ଖୋଲିବା, ହୋଟେଲରେ ନିମ୍ନ ମାନର ଖାଦ୍ୟ ବିକ୍ରି କରିବା, ଟ୍ରେଡ ଲାଇସେନ୍ସ ନ ରଖିବା, ପଲିଥିନ ବ୍ୟବହାର କରିବା…
ଘରେ ପଶି ଗର୍ଭବତୀଙ୍କୁ ଆକ୍ରମଣ, ସ୍ବାମୀ ପହଞ୍ଚିବା ପରେ ବନ୍ଧୁକ ଧରି ହତ୍ୟା ଉଦ୍ୟମ; ଜେଲ ଗଲେ…
ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ରାଇଗୁଡା ଗ୍ରାମରେ ପୂର୍ବ ଶତ୍ରୁତାରୁ ଘଟିଥିବା ହତ୍ୟା ଉଦ୍ୟମ ଘଟଣାରେ କେ. ନୂଆଗାଁ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ରାଇଗୁଡା ଗ୍ରାମର…
ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ଠକେଇ, ଅଭିଯୋଗ ପରେ ମାପ ଓ ଓଜନ ବିଭାଗ ଚଢ଼ାଉ କରି…
ଦିଗପହଣ୍ଡି,୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକୟାଁ ଛକରେ ଥିବା ସାଇକୃପା ପେଟ୍ରୋଲ ପମ୍ପରେ ବୁଧବାର ଦିନ ବୈଧ ମାପ ଓ ଓଜନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ତଦନ୍ତ କରାଯାଇଛି। ବିଭାଗର ଯୁଗ୍ମ ନିୟନ୍ତ୍ରକ ସୁରସେନ ଜାନି, ନୀରିକ୍ଷିକା…
ଗଞ୍ଜାମ ଜିଲା ପୋଲିସର ସାଗର କବଚ-୨ ସମରାଭ୍ୟାସ, ଶତ୍ରୁପକ୍ଷ ଆସିଲେ…
ଛତ୍ରପୁର,୩ା୯(ଦିଲ୍ଲୀପ ସାମଲ /ସନ୍ତୋଷ ପାଢ଼ୀ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ସମୁଦ୍ରତଟ ସୁରକ୍ଷା ନେଇ ୨ଦିନିଆ ସାଗର କବଚ ସମରାଭ୍ୟାସ ଚାଲିଛି। ସମୁଦ୍ର ନିକଟ ଥାନା ଆର୍ଯ୍ୟପଲ୍ଲୀ, ଗଞ୍ଜାମ, ଛତ୍ରପୁର, ରମ୍ଭା, ଚମାଖଣ୍ଡି ପୋଲିସ ପକ୍ଷରୁ ଏହି ସମରାଭ୍ୟାସ କରାଯାଉଛି। ଜଳପଥ…
ମାଳି ଜଗନ୍ନାଥପୁରରେ ଅଘଟଣ: ଗଣେଶ ଭସାଣି ବେଳେ ଛିଣ୍ଡିଲା ବିଦ୍ୟୁତ ତାର, ୩ ଜଣ…
ଗଞ୍ଜାମ,୨।୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତ ମାଳି ଜଗନ୍ନାଥପୁର ରେଡି ସାହିରେ ମଙ୍ଗଳବାର ସନ୍ଧ୍ୟାରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ହଠାତ ବିଦ୍ୟୁତ ତାର ଛିଣ୍ଡି ପଡିଲା। ସାହିର ତିନି ଜଣଙ୍କ ଉପରେ ତା’ର ଛିଡି ପଡିଯିବା…
ଅନ୍ କରିବା ମାତ୍ରେ ହୁତୁହୁତୁ ହୋଇ ଜଳି ବ୍ଲାଷ୍ଟ ହେଲା ଗ୍ୟାସ୍ ଟାଙ୍କି, ପୋଡ଼ିଯାଇ ମହିଳା…
ଛତ୍ରପୁର, ୩୧।୮(ଦିଲୀପ ସାମଲ): ରୋଷେଇ କରିବାକୁ ଯାଇଥିବା ବେଳେ ଫାଟିଲା ଗ୍ୟାସ ଟାଙ୍କି। ପୋଡ଼ି ହୋଇ ଜଣେ ମହିଳା ଗୁରୁତର। ଏଭଳି ଏକ ଦୁର୍ଘଟଣା ରବିବାର ଛତ୍ରପୁର ବ୍ଲକ ଅନ୍ତର୍ଗତ ହଂସପୁର ଗ୍ରାମରେ ଘଟିଛି । ଗୁରୁତର ମହିଳା ଜଣଙ୍କ ହେଲେ…
ଛତ୍ରପୁର ଏନ୍ଏସିକୁ ମ୍ୟୁନିସିପାଲିଟି ଘୋଷଣା କଲେ ସରକାର, ଖୁସିବ୍ୟକ୍ତ କରିବା ସହ…
ଛତ୍ରପୁର,୩୧।୮(ଦିଲୀପ ସାମଲ/ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁରବାସୀଙ୍କ ବହୁ ପ୍ରତିକ୍ଷୀତ ଆଶା ଆଜି ସଫଳ ହୋଇଛି। ଜିଲାର ସଦର ମହକୁମା ଛତ୍ରପୁର ଏନ୍ଏସିକୁ ରବିବାର ମୋହନ ସରକାର ମୁନିସିପାଲଟି ଭାବେ ଘୋଷଣା କରିଛନ୍ତି । ଏଥିପାଇଁ ଛତ୍ରପୁରବାସୀ ବହୁତ ଖୁସି ଥିବା…
ସ୍ବାୟତ୍ତ ଶାସନ ସପ୍ତାହ ଅବସରରେ ଜନ ସଚେତନତା, ଲୋକନୃତ୍ୟ ମାଧ୍ୟମରେ…
ଦିଗପହଣ୍ଡି,୨୯।୮(ଅଶେଷ ନାଥ ମିଶ୍ର): ପବିତ୍ର ସ୍ବାୟତ୍ତ ଶାସନ ସପ୍ତାହ ପାଳନ ଅବସରରେ ଦିଗପହଣ୍ଡି ଏନ୍ଏସି ପକ୍ଷରୁ ଶୁକ୍ରବାର ଅପରାହ୍ନରେ ଦିଗପହଣ୍ଡି ସହରର ବଜାର ଗାନ୍ଧୀଛକ, ବସଷ୍ଟାଣ୍ଡ, ପୁଞ୍ଜିକୟାଁ ଛକ ଆଦି ଜନଗହଳି ସ୍ଥାନ ମାନଙ୍କରେ ଲୋକନୃତ୍ୟ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ…
ଯୁବତୀଙ୍କୁ ଅପହରଣ କରି ବଳାତ୍କାର, ବ୍ଲକ ପଛପଟ ଏକ ଘରୁ ଉଦ୍ଧାର ପରେ…
ଦିଗପହଣ୍ଡି, ୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ଯୁବତୀଙ୍କୁ ସୋମବାର ଅପହରଣ ପରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ବାପା ଏନେଇ ପାଟପୁର ଥାନାରେ ଏତଲା ଦେବା ପରେ ଏତଲାକୁ ଭିତ୍ତିକରି…
ଗଞ୍ଜାମ ଆର୍ଟିଓ ଭାବେ ଦାୟିତ୍ୱ ଗ୍ରହଣ କଲେ ଦେବାଶିଷ ସ୍ବାଇଁ
ଛତ୍ରପୁର,୨୦।୮(ଦିଲୀପ ସାମଲ): ଗଞ୍ଜାମ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍ଟିଓ) ଭାବେ ଇଂ ଦେବାଶିଷ ସ୍ବାଇଁ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି l ସେ ପୂର୍ବରୁ ଢେଙ୍କାନାଳ ଏମ୍ଭିଆଇ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ। ଏବେ ତାଙ୍କ ଗଞ୍ଜାମ ଆଞ୍ଚଳିକ ପରିବହନ ଅଧିକାରୀ ପଦୋନ୍ନତି…
ଅଶ୍ଳିଳ କମେଣ୍ଟ ପରେ କେହି ନ ଥିବାର ସୁଯୋଗ ନେଇ ମହିଳାଙ୍କୁ ବଳାତ୍କାର, ବନ୍ଧା ହେଲେ SI
ଫୁଲବାଣୀ, ୧୪।୮(ରାକେଶ କୁମାର ରାଉତ)-ଖାକିରେ ଲାଗିଛି ଦାଗ। ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ କନ୍ଧମାଳ ଜିଲା କୋଟଗଡ ଥାନାରେ କାର୍ଯ୍ୟରତ ଜଣେ ପୋଲିସ ସବ୍ ଇନ୍ସପେକ୍ଟର(ଏସ୍ଆଇ) ଗୁରୁବାର ଗିରଫ ହୋଇଛନ୍ତି। ସେ ହେଲେ ସ୍ମୃତି ସାଗର ସାମଲ। ତାଙ୍କ ଘର କଟକରେ।…
Archives


