Tag Archives: ganjam

ବିବାହ ବନ୍ଧନରେ ଆବଦ୍ଧ ହେଲେ ଧରାକୋଟ ରାଜକୁମାରୀ

ଧରାକୋଟ,୭।୧୧: ଧରାକୋଟର ରାଜକୁମାରୀ ସୁଲକ୍ଷଣା ଗୀତାଞ୍ଜଳି ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ବର୍ତ୍ତମାନ ଧରାକୋଟ ବ୍ଲକ ଚେୟାରମ୍ୟାନ୍‌ ଭାବେ କାର୍ଯ୍ୟ କରୁଛନ୍ତି। ରାଜମାତା ସାହେବ ନନ୍ଦିନୀ ଦେବୀ, ରାଜା ସାହେବ କିଶୋର ଚନ୍ଦ୍ର ସିଂ ଦେଓଙ୍କ ବଡ଼ ଝିଅ,…

କାର୍ତ୍ତିକ ପୂର୍ଣ୍ଣମୀ ଲାଗି ଚଳଚଞ୍ଚଳ ପ୍ରୟୋଗି: ଏ ଆଖି କାନ୍ଦୁଛି ତୋରି ପାଇଁ ଦେଖିବାକୁ …

ଗଞ୍ଜାମ,୭।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ପ୍ରୟୋଗି ଗ୍ରାମସ୍ଥିତ ବାବା ଅଳେଶ୍ୱର ଶୈବ ପୀଠରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଉପଲକ୍ଷେ ଏ ଆଖି କାନ୍ଦୁଛି ତୋରି ପାଇଁ ନାଟକ ମଞ୍ଚସ୍ତ ହୋଇଛି। ୪ ଗ୍ରାମ୍ୟ କମିଟି ସଭାପତି ଅଶୋକ କୁମାର ଦଳାଇ,ସମ୍ପାଦକ…

ଠିକା କାମକୁ ନେଇ ଦିଗପହଣ୍ଡିରେ ଗୋଷ୍ଠୀ ସଂଘର୍ଷ, ସରପଞ୍ଚଙ୍କ ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ, ୫ ଆହତ…

ଦିଗପହଣ୍ଡି,୫ା୧୧(ଅଶେଷ ନାଥ ମିଶ୍ର)- ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତର ବିଭିନ୍ନ ଗ୍ରାମରେ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଚାଲିଥିବା ଠିକା କାମକୁ ନେଇ ଦୀର୍ଘଦିନ ଧରି ଲାଗି ରହିଥିବା ବିବାଦ ଏବେ ହିଂସାକାଣ୍ଡରେ ପରିଣତ ହୋଇଛି। ବୁଧବାର ଦୁଇ…

ବିଶ୍ଵପ୍ରସିଦ୍ଧ ଡେରା ବେଶରେ ଉତ୍ସବମୁଖର ବଡକୋଦଣ୍ଡା

ଭଞ୍ଜନଗର,୫।୧୧(ବାବୁଲା ପ୍ରଧାନ)- କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବୁଧବାର ଭଞ୍ଜନଗର ଅଞ୍ଚଳର ବିଭିନ୍ନ ଶୈବ ପୀଠ ଗୁଡ଼ିକରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା। ଭଞ୍ଜନଗର ବେଲେଶ୍ୱର ପୀଠ ଏବଂ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନରେ ଆଜି ଅସମ୍ଭାଳ ଭିଡ ଥିଲା। ଏଥିସହ…

ଘରଠାରୁ ୫ ଶହ ମିଟର ଦୂରରେ  ଚାହିଁ  ରହିଥିଲା ମୃତ୍ୟୁ:  ଚାଲିଗଲା ଯୁବକଙ୍କ ଜୀବନ

ଭଞ୍ଜନଗର,୪।୧୧(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଦଶପଲ୍ଲା ମୁଖ୍ୟ ରାସ୍ତାର କୁଲାଡ ଉପର ବାଗ୍‌ଦେବୀ ମନ୍ଦିର ସମ୍ମୁଖରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବାଇକ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ  କୁଲାଡର ଶଙ୍କର ମହାରଣା (୪୦) ମୃତ୍ୟୁବରଣ କରିଛନ୍ତି । ଭଞ୍ଜନଗର…

ବାତ୍ୟାରେ ମାଛ ଧରୁଛନ୍ତି ମତ୍ସ୍ୟଜୀବୀ: ଆରଡିରେ ଝୁଲୁଛି ତାଲା

ଭଞ୍ଜନଗର,୨୮ା୧୦(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବାତ୍ୟା ‘ମୋନ୍ଥା’ ପାଇଁ ମଙ୍ଗଳବାର ଦିନ ତମାମ କୋହଲା ପାଗ ରହିଛି। ବେଳେବେଳେ ଝିପଝିପି ବର୍ଷା ହେଉଥିଲା। ସନ୍ଧ୍ୟାରୁ ବର୍ଷା ପରିମାଣ ବଢ଼ିଛି। ତେବେ ବାତ୍ୟା ପାଇଁ ମତ୍ସ୍ୟଜୀବୀମାନେ ଚିନ୍ତାରେ ରହିଛନ୍ତି। ଭଞ୍ଜନଗର ଉପଖଣ୍ଡ…

କାଉନ୍ସିଲରଙ୍କ ଘର କାନ୍ଥ ଭୁଶୁଡିବା ଘଟଣା: ପରିବାରକୁୁ ଭେଟିଲେ ବିଧାୟକ

ଗଞ୍ଜାମ,୨୮।୧୦(ବିଦ୍ୟାଧର ସାହୁ ): ବାତ୍ୟା ପ୍ରଭାବରେ ଗଞ୍ଜାମ ବ୍ଲକ ଅଞ୍ଚଳରେ ବର୍ଷା ଜାରି ରହିଛି । ତୁହାକୁତୁହା ବର୍ଷା ଯୋଗୁ ମଙ୍ଗଳବାର ଗଞ୍ଜାମ ଏନ୍‌ଏସି ୱାର୍ଡ ନମ୍ବର ୯ ବରପଲ୍ଲୀ ଗ୍ରାମର କାଉନ୍ସିଲର ସ୍ବାଗତ ଆଶିଷ ନାୟକଙ୍କ ଘର କାନ୍ଥ ଭୁଶୁଡି…

ଜିଲା ପାଇଁ ଗୌରବ ଆଣିଲା କରପଡା ସର୍ଚ୍ଚ ଓ ରେସକ୍ୟୁ ଟିମ୍‌: ରାଜ୍ୟ ସ୍ଥରୀୟ ପ୍ରତିଯୋଗିତାରେ…

ଗଞ୍ଜାମ,୨୭।୧୦(ବିଦ୍ୟାଧର ସାହୁ ): ଓଡ଼ିଶା ସରକାରଙ୍କ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ଆନୁକୂଲ୍ୟରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡିଶା ଅଗ୍ନିଶମ ଓ ବିପର୍ଯ୍ୟୟ ପ୍ରଶିକ୍ଷଣ ଏକାଡେମି, ଭୁବନେଶ୍ୱରତ୍‌ଠାରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।…

ବାତ୍ୟା ଆଶ୍ରୟସ୍ଥଳ ବୁଲି ଦେଖିଲେ ବିଧାୟକ

ଛତ୍ରପୁର,୨୭ା୧୦(ଦିଲ୍ଲୀପ ସାମଲ): ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ସୋମବାର ଆର୍ଯ୍ୟପଲ୍ଲୀ ଓ ଅଗସ୍ତି ନୂଆଗାଁ ପଞ୍ଚାୟତରେ ଥିବା ବାତ୍ୟା ଆଶ୍ରୟସ୍ଥଳଗୁଡିକ ବୁଲି ଦେଖିଛନ୍ତି। ଏଥିସହ ସମୁଦ୍ରକୂଳକୁ ଯାଇ ମତ୍ସ୍ୟଜୀବୀମାନଙ୍କୁ ସଚେତନ କରାଇଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଆବଶ୍ୟକ ସରଞ୍ଜାମ…

ଉଠା ପନିପରିବା ଦୋକାନୀଙ୍କ ମନମାନି: ପରିବା ଦରରେ ରହୁନି ନିୟନ୍ତ୍ରଣ

ଗଞ୍ଜାମ,୨୬।୧୦(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ବଡ଼ ବଜାରଠାରୁ ଆରମ୍ଭ କରି ସାନ ବଜାର ପର୍ଯ୍ୟନ୍ତ ମାଳମାଳ ଉଠା ପନିପରିବା ବେପାରୀ । ପବିତ୍ର କାର୍ତିକ ମାସ ଚାଲିଥିବା ହେତୁ ଉଠା ପନିପରିବା ଦୋକାନ ଗୁଡିକରେ ନାହିଁ ନ ଥିବା ଭିଡ଼…

ଗୁଳି କରି ହତ୍ୟା ମାମଲା: ସାକ୍ଷ୍ୟ ପ୍ରମାଣ ଅଭାବରୁ ବିକ୍ରମ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ)-୨୦୦୮ ମସିହା  ଜୁନ ୧୮ ତାରିଖରେ ଗଞ୍ଜାମ ଜିଲା ଭଞ୍ଜନଗର ଥାନା ସମ୍ମୁଖରେ ଆସିକାର ବିପିନ ଭୋଳଙ୍କୁ ବିକ୍ରମ ମଲ୍ଲିକ ଏବଂ ଅନ୍ୟମାନେ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଉକ୍ତ ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ଭଞ୍ଜନଗର…

ସମ୍ଭାବ୍ୟ ବାତ୍ୟା ପାଇଁ ଛୁଟି ବାତିଲ: ୩୦ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡ଼ିବେ ନାହିଁ ସରକାରୀ କର୍ମଚାରୀ

ଛତ୍ରପୁର,୨୫।୧୦(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ପାଇଁ ଗଞ୍ଜାମ ଜିଲାରେ ଛୁଟି ବାତିଲ କରାଯାଇଛି। ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ଜିଲାପାଳ। ପରିସ୍ଥିତି ନିଯନ୍ତ୍ରଣାଧୀନ ହେବା ପର୍ଯ୍ୟନ୍ତ ଛୁଟି ବାତିଲ ହୋଇଛି। ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri