Tag Archives: ganjam

ଲଗାଣ ବର୍ଷାରେ ଚାଷ ଜମି ଜଳମଗ୍ନ

ଗଞ୍ଜାମ,୧୩।୧୧(ଡି.ଏନ୍‌.ଏ.): ଗତ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସହର ବାସୀ l ଏଥି ସହିତ ଦିନ ଓ ରାତି ତମାମ ବର୍ଷା ଫଳରେ ଧାନ ଚାଷ ଜମି ଗୁଡିକ ଜଳମଗ୍ନ ରହିଥିବା…

ଅନ୍ତରଙ୍ଗ ସିନ୍‌ ବେଳେ ନିୟନ୍ତ୍ରଣ ହରାନ୍ତି ଏହି ଲୋକପ୍ରିୟ ଅଭିନେତା: କଟ୍‌ କହିଲା ପରେ ବି ଦେଇଚାଲନ୍ତି ଚୁମ୍ବନ

ଅନେକ ବଲିଉଡ୍‌ ଅଭିନେତା ଚୁମ୍ବନ ଦୃଶ୍ୟ କିମ୍ବା ଅନ୍ତରଙ୍ଗ ଦୃଶ୍ୟ କରିବା ସମୟରେ ଅନିୟନ୍ତ୍ରିତ ହୋଇଯା’ନ୍ତି। ଏଥିମଧ୍ୟରୁ ବିନୋଦ ଖାନ୍ନା ଅନ୍ୟତମ, ଯିଏ ଏହିପରି ଅନ୍ତରଙ୍ଗ ଦୃଶ୍ୟ କରିବା ସମୟରେ ଅନେକ ଥର ନିୟନ୍ତ୍ରଣ ବାହାରକୁ ଚାଲିଯାନ୍ତି। ମାଧୁରୀ ଦୀକ୍ଷିତଙ୍କ ସହ…

ଖୁବ୍‌ଶୀଘ୍ର ରିଲିଜ୍‌ ହେବ ସିଡ୍‌ନାଜଙ୍କ ଅସମାପ୍ତ ମ୍ୟୁଜିକ୍‌ ଭିଡିଓ ‘ଅଧୁରା’

ସିଦ୍ଧାର୍ଥ ଶୁକ୍ଳା ଏବଂ ଶେହନାଜ ଗିଲଙ୍କ ପ୍ରଶଂସକଙ୍କ ଦୀର୍ଘ ଦିନର ଅନୁରୋଧ ଶୀଘ୍ର ପୂରଣ ହେବାକୁ ଯାଉଛି। ‘ସାରେଗାମା’ ଏହି ଦୁଇ କଳାକାରଙ୍କୁ ନେଇ ଏକ ମ୍ୟୁଜିକ୍‌ ଭିଡିଓ ରିଲିଜ୍‌ କରିବ, ଯାହାକି ସାରେଗାମା ମ୍ୟୁଜିକ୍‌, ୟୁଟ୍ୟୁବ୍‌ ଓ ଅନ୍ୟ ପ୍ରମୁଖ…

ବିଦେଶ ମାଟିରେ ଶାରଦୀୟ ଦୁର୍ଗା ପୂଜା

ଫ୍ଲୋରିଡା,୧୩।୧୦: ଆମେରିକାର ଫ୍ଲୋରିଡା ରାଜ୍ୟରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ଅନୁଷ୍ଠାନ ‘ଫ୍ଲୋରିଆ’ ତରଫରୁ ଟାମ୍ପା ସହରରେ ଶାରଦୀୟ ଦୁର୍ଗା ଉତ୍ସବର ଭବ୍ୟ ଆୟୋଜନ କରାଯାଇଛି । ସ୍ଥାନୀୟ ଆୟାପ୍ପା ମନ୍ଦିରରେ ଅକ୍ଟୋବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ…

ପ୍ରଦୂଷଣ କମାଇବ ବାଉଁଶ

ମଣିଷ ସଭ୍ୟତା ଆରମ୍ଭରୁ ବାଉଁଶର ଯାତ୍ରା ଆରମ୍ଭ ହୋଇଛି। ଯେବେଠୁଁ ମଣିଷ ସ୍ଥାୟୀ ଭାବେ ଘର କରି ରହିବା ଆରମ୍ଭ କଲା, ସେବେଠାରୁ ବାଉଁଶ ଆବଶ୍ୟକ ସାମଗ୍ରୀ ମଧ୍ୟରେ ସାମିଲ ହୋଇ ଯାଇଥିଲା। ଶିକାର କରିବାରେ ବାଉଁଶ ଧନୁତୀର ସହିତ ଅନ୍ୟାନ୍ୟ…

ବି କରଡାବାଡି ପଞ୍ଚାୟତକୁ ନିଷିଦ୍ଧାଞ୍ଚଳ ଘୋଷଣା କଲେ ସରପଞ୍ଚ

ବୁଗୁଡା,(ଡି.ଏନ.ଏ)-ବୁଗୁଡା ବ୍ଳକ ଅନ୍ତର୍ଗତ ବି କରଡାବାଡି ପଞ୍ଚାୟତ କୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି ସରପଞ୍ଚ। ଉକ୍ତ ପଞ୍ଚାୟତ ର ଆଖପାଖ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ଜିଲାପାଳ କ୍ଷମତା ପ୍ରଯୋଗ କରି ସରପଞ୍ଚ…

ଅମାନିଆଙ୍କଠାରୁ ୪୫ ହଜାର ଜରିମାନା ଆଦାୟ

ବ୍ରହ୍ମପୁର ଅଫିସ ,୨୩।୬: ଲକ୍‌ଡାଉନ ସମୟରେ ଅମାନିଆଙ୍କୁ ପୋଲିସ ଅଟକାଇ ପ୍ରତିଦିନ ଯାଞ୍ଚ କରି ଜରିମାନା ଆଦାୟ କରୁଛି। ଏପରିକି ଜନସାଧାରଣଙ୍କୁ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯିବା ସହ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଉଛିଦ୍‌। ସୋମବାର ସକାଳୁ ମଙ୍ଗଳବାର ସକାଳ ୬ଟା…

ପୁରୁଷୋତ୍ତମପୁରରେ ରଥଯାତ୍ରା ବନ୍ଦ: ଦେବନୀତିରେ ପୂଜା ପାଇଲେ କଳାଠାକୁର

ପୁରୁଷୋତ୍ତମପୁର, ୨୩।୬(ଡି.ଏନ.ଏ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ସମେତ ଆଖପାଖ ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ସମ୍ପୁର୍ଣ୍ଣ ରୂପେ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି। ମାତ୍ର ବିଧି ପରମ୍ପରା ରକ୍ଷା କରି କେବଳ ସୀମିତ ସେବାୟତ ଜଗନ୍ନାଥ ମନ୍ଦିର ମଧ୍ୟରେ…

ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ୧୦ ଏକର ଜମି ଲିଜ୍‌ ମଞ୍ଜୁର କଲେ ସରକାର

ଛତ୍ରପୁର,୧୬।୬(ଡି.ଏନ.ଏ)-ଗଞ୍ଜାମ ଜ଼ିଲା ଛତ୍ରପୁର ତହସିଲ ଅଧୀନ ଆର୍ଯ୍ୟପଲି ମୋଜାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୧୦ ଏକର ଜମି ଲିଜ୍‌ ମଞ୍ଜୁୁର କରାଯାଇଛି। ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏହି ଲିଜ ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ…

କରୋନା ନେଇ ସରପଞ୍ଚଙ୍କ ସହ ଆଲୋଚନା କଲେ ଗଞ୍ଜାମ ଜ଼ିଲ୍ଲାପାଳ

ଛତ୍ରପୁର, ୧୫।୬(ଡି.ଏନ.ଏ.)-ଗଞ୍ଜାମ ଜ଼ିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପର୍ଯ୍ୟନ୍ତ ୬ ଜଣଙ୍କ କରୋନାରେ ମୃତ୍ୟୁ ହେଲାଣି। ସୋମବାର କରୋନା ନେଇ ଗଞ୍ଜାମ ଜିଲାର ସମସ୍ତ ସରପଞ୍ଚଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ବର୍ତ୍ତମାନ…

ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କଲେ ବ୍ରହ୍ମପୁର ଉପଜିଲାପାଳ

ଦିଗପହଣ୍ଡି,୮।୬(ଡି.ଏନ.ଏ.): ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ଦିଗପହଣ୍ଡି ବ୍ଲକ ଗସ୍ତରେ ଆସି ସିଦ୍ଧେଶର, ଗୋକର୍ଣ୍ଣପୁର ଏବଂ ବି.ତୁରୁବୁଡି ପଞ୍ଚାୟତେ ଥିବା ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଘରୋଇ ସଙ୍ଗରୋଧରେ ରହୁଥିବା ପ୍ରବାସୀ ଫେରନ୍ତାମାନେ ଘରେ ନରହି ବାହାରେ ବୁଲାବୁଲି…

କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ କାର୍ଯ୍ୟ କରୁଥିବା ଶିକ୍ଷକଙ୍କ ସୁରକ୍ଷାକୁ ନେଇ ବିଡ଼ିଓଙ୍କୁ ଭେଟିଲେ ଶିକ୍ଷକ ସଂଘ କର୍ମକର୍ତ୍ତା

ଶେରଗଡ଼,୨୬।୫(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକର ଶିକ୍ଷକ ସଙ୍ଘର କର୍ମକର୍ତ୍ତାମାନେ ମଙ୍ଗଳବାର ଏକ ଦାବି ପତ୍ର ବିଡ଼ିଓ ସୁରଞ୍ଜନ କୁମାର ସାହୁ ଓ ବିଇଓ ଭାସ୍କର ଲେଙ୍କାଙ୍କୁ ଭେଟି ପ୍ରଦାନ କରିଛନ୍ତି। କରୋନା ମୁକାବିଲାରେ ଶିକ୍ଷକମାନେ ନିଜ ଜୀବନକୁ ପାଣି ଛଡାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?