ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ବନ୍ୟା-ଭୂସ୍ଖଳନ ବିଭୀଷିକା: ୧୫ ନିଖୋଜଙ୍କ ମଧ୍ୟରୁ ଜଣେ ଜୀବିତ ଉଦ୍ଧାର, ଜାରି ରହିଛି…
ଭଞ୍ଜନଗର, ୩୧।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାନ୍ତବର୍ତ୍ତୀ ଡାଙ୍ଗେଶୀ ଏବଂ ଗିଡ଼ିପାବାଲି ଅଞ୍ଚଳରେ ଗୁରୁବାର ରାତିରେ ଘଟିଥିବା ଭୟାବହ ବନ୍ୟା ଓ ଭୂସ୍ଖଳନ ଯୋଗୁ ୧୫ରୁ ଊର୍ଦ୍ଧ୍ୱ ଲୋକ ନିଖୋଜ ହୋଇଥିଲେ। ଏହି ହୃଦୟବିଦାରକ ଘଟଣାରେ ଶୁକ୍ରବାର କନ୍ଧମାଳ…

