ମିଳୁନି ଇନ୍ଧନ, ୨୦ ହଜାରରୁ ଅଧିକ ବିମାନ ରଦ୍ଦ, ଟିକେଟ ବୁକିଂ ପୂର୍ବରୁ ଜାଣି ନିଅନ୍ତୁ… ବର୍ଲିନ,୨୩।୪: ଆମେରିକା-ଇରାନ ବିବାଦ ମଧ୍ୟରେ, ବିଶ୍ୱବ୍ୟାପୀ ଇନ୍ଧନ ଅଭାବ ସ୍ପଷ୍ଟ ଦେଖାଯାଉଛି। ଫଳରେ, ଇନ୍ଧନ ମୂଲ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ଏହାର ପ୍ରଭାବ ଏବେ ବିମାନ ଶିଳ୍ପ ମଧ୍ୟରେ ଅନୁଭବ ହେବା ଆରମ୍ଭ କରିଛି। ଏକ ବିମାନ କମ୍ପାନୀରେ ସମ୍ଭାବ୍ୟ…