୨୪ ଘଣ୍ଟା ପରେ ଆହୁରି ଖସିବ ପାରଦ ନୂଆବର୍ଷରୁ ରାଜ୍ୟକୁ ପୁଣି ଫେରିବ ଶୀତ ।୨୪ ଘଣ୍ଟା ପରେ ରାଜ୍ୟରେ ଆହୁରି ଖସିବ ପାରଦ । ଏବେ ପାରଦ ଖସିବା ସହ ଅନୁଭୂତ ହେଉଛି ଶୀତ । ଆଜି ଓ ଆସନ୍ତାକାଲି ସକାଳ ପାଇଁ ୬ ଜିଲାକୁ ୟେଲୋ...