ବଜ୍ରପାତରେ ଜଳିଗଲା ଘର: ଅଗ୍ନିବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲେ ବିଭିନ୍ନ ସଂଗଠନର କର୍ମକର୍ତ୍ତା
ଧର୍ମଶାଳା,୨୨ା୯(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ବଡ଼କାଏମା ପଞ୍ଚାଯତର ଦାସ ସାହି ଗ୍ରାମର ଅଗ୍ନିବିପନ୍ନ ବାରିଣିଙ୍କ ପରିବାର ପାଖେ ବିଭିନ୍ନ ସଂଗଠନ ପହଞ୍ଚି ସହାୟତା ପ୍ରଦାନ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଦାସସାହି ଗ୍ରାମର ବଟକୃଷ୍ଣ ଦାସଙ୍କ ଚାଳ…
ଗ୍ୟାରେଜରେ ବାଇକ୍ ଖୋଲି ଚେକ୍ କରୁଥିଲେ ମାଲିକ, ହଠାତ୍ ଲାଗିଲା ନିଆଁ, ଆଉ ତା’ ପରେ…
କେସିଙ୍ଗା,୧୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କାଣ୍ଡେଲ ଗ୍ରାମରେ ଥିବା ମାଝୀ ଗ୍ୟାରେଜ୍ରେ ମାଲିକ ବାଇକ୍ ଖୋଲି ଚେକ୍ କରୁଥିଲେ। ଏହି ସମୟରେ ଶଟ୍ସର୍କିଟ୍ ଯୋଗୁ ନିଆଁ ଲାଗି ବାଇକ୍ ଦୁଇଟି ସମ୍ପୂର୍ଣ୍ଣ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ସୂଚନାଯୋଗ୍ୟ,…
ଟ୍ରକ୍ରେ ଲାଗିଗଲା ନିଆଁ, ଗାଡ଼ି ଧରି ଡ୍ରାଇଭର ସିଧା ପହଞ୍ଚିଲେ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟରେ, ପରେ କ’ଣ ଘଟିଲା ଦେଖନ୍ତୁ ଭିଡିଓ…
ପ୍ରାୟତଃ ଦେଖାଯାଏ ଯେ, ରାସ୍ତାରେ ଯାଉଥିବା ସମୟରେ ଗାଡ଼ିଗୁଡ଼ିକରେ ହଠାତ୍ ନିଆଁ ଲାଗିଯାଏ। ଏପରି ପରିସ୍ଥିତିରେ ଡ୍ରାଇଭର ଭୟଭୀତ ହୋଇଯାଆନ୍ତି। ଏପରି ପରିସ୍ଥିତିରେ ଡ୍ରାଇଭରମାନେ ପ୍ରାୟତଃ ଗାଡ଼ିକୁ ଅଟକାଇ ବାହାରକୁ ପଳାଇଯାଆନ୍ତି ଏବଂ ପରେ ନିଆଁ ଲିଭାଇବାର ଉପାୟ ଚିନ୍ତା କରନ୍ତି,…
ଟେକଅପ ସମୟରେ ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ
ନୂଆଦିଲ୍ଲୀ,୩୧।୮: ଦିଲ୍ଲୀରୁ ଇନ୍ଦୋର ଯାଉଥିବା ଏୟାର ଇଣ୍ଡିଆର ବିମାନ AI2913 ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଦିଲ୍ଲୀ ଫେରିବାକୁ ପଡିଲା। ବିମାନର କକପିଟ କ୍ରୁଙ୍କୁ ଡାହାଣ ଇଞ୍ଜିନରେ ନିଆଁ ଲାଗିବାର ସଙ୍କେତ ମିଳିଥିଲା, ଯାହା ପରେ ମାନକ ପ୍ରକ୍ରିୟା…
ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇଦେଲେ ଆଇନଜୀବୀ, ଛାତ ଉପରୁ ମିଳିଲା…
ଭୁବନେଶ୍ୱର,୨୯ା୮: ରାଜଧାନୀର ପାଣ୍ଡରା ଅଞ୍ଚଳରେ ଗୁରୁବାର ରାତି ଅଧରେ ଘଟିଯାଇଛି ଏକ ଛାତିଧରା ଘଟଣା। ଜଣେ ଆଇନଜୀବୀ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି…
ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ଟ୍ୟାଙ୍କର
ଅତାବିରା,୧୦ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ସମ୍ବଲପୁର ୫୩ ନଂ ଜାତୀୟ ରାଜପଥ ଉପରେ ହୁତୁହୁତୁ ହୋଇ ଜଳିଗଲା ଆଲୁମିନିୟମ ବୋଝେଇ ଟ୍ୟାଙ୍କର। ରବିବାର ସକାଳୁ ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ସରଣ୍ଡା ଛକରେ ଏକ ବଡ଼ ଅଘଟଣ ଦେଖିବାକୁ ମିଳିଛି l…
ଜଳିଗଲା ୮ ବଖରା: ନଗଦ ଟଙ୍କା ସହ ସବୁ ଆସବାବପତ୍ର ପୋଡ଼ି ପାଉଁଶ
ଖଲ୍ଲିକୋଟ,୨୭ା୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁର ପଞ୍ଚାୟତର ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ରବିବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ୮ ବଖରା ଘର ନଷ୍ଟ ହେବା ସହ ଲକ୍ଷାଧିକ ଟଙ୍କା ଏବଂ ଆସବାବପତ୍ର ପୋଡ଼ି…
କ୍ଲାସ୍ ଚାଲିଥିବାବେଳେ ଇଞ୍ଜିନିୟରିଂ କଲେଜରେ ଲାଗିଲା ନିଆଁ: ୬୦ରୁ ଅଧିକ ଛାତ୍ରୀଛାତ୍ର…
ଭୁବନେଶ୍ୱର,୧୮ା୭: ରାଜଧାନୀର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଶୁକ୍ରବାର ପୂର୍ବାହ୍ନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ତେବେ ଅଗ୍ନିକାଣ୍ଡ ପରେ ୬୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। କ୍ଲାସ୍ରୁମ୍ରେ କ୍ଲାସ୍ ଚାଲିଥିବାବେଳେ ଏସି କମ୍ପ୍ରେସର ଫାଟିଯିବାରୁ ଏହି ଅଗ୍ନିକାଣ୍ଡ ଘଟିଥିଲା।…
ହୁତୁହୁତୁ ହୋଇ ଜଳିଗଲା ଶପିଂ ମଲ୍, ଜୀବନ୍ତ ଜଳିଗଲେ ୫୦ରୁ ଊର୍ଦ୍ଧ୍ୱ, ଭାଇରାଲ ହେଉଛି ଭିଡ଼ିଓ
ବାଗଦାଦ,୧୭।୭: ଇରାକର ଏକ ଶପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡରେ ଅତି କମରେ ୫୦ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ରିପୋର୍ଟ ମିଳିଛି। ସମ୍ବାଦ ସରବରାହ ସଂସ୍ଥା AFP ଅନୁଯାୟୀ, ଇରାକର ଅଲ-କୁଟରେ ଥିବା ଏକ ସୁପରମାର୍କେଟରେ ଏହି ଘଟଣା ଘଟିଥିବା କୁହାଯାଉଛି।…
ସୁପରଫାଷ୍ଟ୍ ଏକ୍ସପ୍ରେସ ବଗିରେ ଲାଗିଲା ନିଆଁ, ଯାତ୍ରୀମାନେ ଭୟରେ…
କେସିଙ୍ଗା,୨୮ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେଳ ଷ୍ଟେଶନରେ ଏକ ବଡ଼ ଧରଣର ଅଘଟଣ ଘଟିଛି । ଅହମଦାବାଦଠାରୁ ପୁରୀ ଅଭିମୁଖେ ଯାଉଥିବା ଦ୍ରୁତଗାମୀ ଟ୍ରେନ୍ଟି ଟିଟିଲାଗଡ଼ରୁ କେସିଙ୍ଗା ଦେଇ ଟ୍ରେନ୍ ନଂ – ୧୨୮୪୪ ଅହମ୍ମଦାବାଦରୁ ପୁରୀକୁ ଯାଉଥିବା ସୁପର…
ନେମାଳ ଅଚ୍ୟୁତାନନ୍ଦ ପୀଠରେ ଅଗ୍ନିକାଣ୍ଡ, ଦୀପରୁ ନିଆଁ ଲାଗି…
ନିଶ୍ଚିନ୍ତକୋଇଲି,୧୧ା୬(ଅଶୋକ ମହାପାତ୍ର): କଟକ ଜିଲା ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠରେ ଅଗ୍ନିକାଣ୍ଡ। ବୁଧବାର ପୂର୍ବାହ୍ନରେ ମହାପୁରୁଷଙ୍କ ପୀଠରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଲକ୍ଷାଧିକ ଭକ୍ତଙ୍କ ସମାବେଶ ହୋଇଥିଲା। ପ୍ରଶାସନିକ ଅବହେଳା ପାଇଁ ଦୀପରୁ ଅଗ୍ନିକାଣ୍ଡ ଘଟି ପୀଠ ଉପରେ ନିଆଁ ଲାଗିଯାଇଥିଲା।…
ଗୋଦାମରେ ଲାଗିଲା ନିଆଁ: ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ବ୍ରହ୍ମପୁର,୧୩ା୪(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବ୍ରହ୍ମପୁରର ବଡ଼ବଜାର ଥାନା ବାଛୁବାରୀ ସାହିରେ ରବିବାର ଭୋର୍ରୁ ଏକ ପନିପରିବା ଟ୍ରେ’ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ଖବର ମିଳିବା ପରେ ବ୍ରହ୍ମପୁର ଅଗ୍ନିଶମ ବିଭାଗ ପକ୍ଷରୁ ଯାଇ ନିଆଁକୁ ଆୟତ୍ତ କରାଯାଇଛି। ଏ…
Archives


