ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ
ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା (ମାଟିଆଗୁଣ୍ଡି) ଆଦି ରୋଗପୋକ ଉପଦ୍ରବ ବଢ଼ି ଯାଇଛି। ଏହି ରୋଗପୋକ ବ୍ୟାପିବାରେ ଲାଗିଛି।…
ଦାରିଙ୍ଗବାଡ଼ି ଅଞ୍ଚଳରେ ଝିପିଝିପି ବର୍ଷା: ଚିନ୍ତାରେ ଚାଷୀ
ଦାରିଙ୍ଗବାଡ଼ି,୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପାଣିପାଗରେ ପରିବର୍ତ୍ତନ ଆସିଛି। ସୋମବାର ଭୋର ସମୟରୁ ଝିପିଝିପି ବର୍ଷା ଲାଗିରହିଥିବା ସହ ପ୍ରବଳ ଶୀତ ଅନୁଭୂତ ହୋଇଛି। ରାତ୍ରକାଳୀନ ଥଣ୍ଡାରେ ହ୍ରାସ ପାଇଥିବା ବେଳେ ଦିନରେ କୋହଲା ପାଗ ଓ ମେଘୁଆ…

