Tag Archives: farmer

କୃଷକ ସଂଗଠନର ବଡ଼ ଘୋଷଣା, ପୁଣି କରିବେ ଆନ୍ଦୋଳନ

ନୂଆଦିଲ୍ଲୀ, ୨୨।୦୭: ଏମ୍‌ଏସ୍‌ପି ଗ୍ୟାରେଣ୍ଟି ଆଇନ୍‌ ସମେତ ଅନ୍ୟ କେତେକ ଦାବିକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ପୁଣିଥରେ ରାସ୍ତାକୁ ଓହ୍ଲାଇବେ କୃଷକ । ଏନେଇ ରାଜଧାନୀ ଦିଲ୍ଲୀରେ ବଡ଼ ଘୋଷଣା କରିଛନ୍ତି କୃଷକ ସଂଗଠନ । ଦିଲ୍ଲୀର ଏକ କ୍ଲବରେ…

୨୫ ଥର ଆବେଦନ ପରେ ବି ଶୁଣିଲାନି ପ୍ରଶାସନ, ଜିଲାପାଳଙ୍କ ଅଫିସରେ କାନ୍ଦିକାନ୍ଦି ଗଡ଼ିଲେ ଚାଷୀ

ଭୋପାଳ,୧୭ା୭: ମଧ୍ୟପ୍ରଦେଶର ଜଣେ ଚାଷୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ପ୍ରକୃତରେ, ଜଣେ ଚାଷୀ ତାଙ୍କ ଜମି ଫେରାଇବା ପାଇଁ କଲେକ୍ଟରଙ୍କ କାର୍ଯ୍ୟାଳୟରେ ୨୫ଥର ଆବେଦନ କରିଥିଲେ, କିନ୍ତୁ ଯେତେବେଳେ ଶୁଣାଣି ହୋଇ ନ ଥିଲା, ସେ କଲେକ୍ଟରଙ୍କ ଦୃଷ୍ଟି ଆକର୍ଷଣ…

ଅନ୍ୟର ଜମିରେ ଚାଷ କରୁଛନ୍ତି କି? ଜାଣନ୍ତୁ କ’ଣ ଏଭଳି ଭାଗଚାଷୀଙ୍କୁ ମିଳିବ ପିଏମ୍‌ କିଷାନ ଟଙ୍କା…

ନୂଆଦିଲ୍ଲୀ,୫।୭: ଦେଶର କୃଷକମାନଙ୍କୁ ଆର୍ଥିକ ଭାବେ ସହାୟତା କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା’ ଚାଲୁ ରହିଛି। ଏହି ଯୋଜନା ଅଧୀନରେ ସରକାର କୃଷକଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ଦେଉଛି। ଏହି ଟଙ୍କା ୩…

ଚାଷୀଙ୍କୁ ଦଲାଲ ମୁକ୍ତ କରାଯିବ: ମୁଖ୍ୟମନ୍ତ୍ରୀ

ଚମ୍ପୁଆ/ଝୁମ୍ପୁରା,୨୫।୬ (ମହେଶ୍ୱର ଦାସ/ଶଶିଭୂଷଣ ସାହୁ): ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ନିଜ ଜିଲା କେନ୍ଦୁଝରକୁ ମୋହନ ଚରଣ ମାଝୀ ୨ ଦିନିଆ ଗସ୍ତରେ ଆସିଛନ୍ତି। ସୋମବାର ଦ୍ୱିତୀୟ ଦିନରେ ନିଜ ଜନ୍ମମାଟି ରାଇକଳାକୁ ଯାଇଛନ୍ତି। ଏହି ଅବସରରେ ଝୁମ୍ପୁରା…

୧୨ କୋଟି କୃଷକଙ୍କ ପାଇଁ ଖୁସି ଖବର, ସରକାର ଗଠନ ପରେ ମିଳିବ ଟଙ୍କା !

ନୂଆଦିଲ୍ଲୀ,୨।୬: ଦେଶରେ ସରକାର ଗଠନ ହେବା ପରେ କୃଷକଙ୍କୁ ମିଳିପାରେ ଖୁସିଖବର। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି(ପିଏମ୍‌ କିଷାନ) ଯୋଜନାରେ ପଞ୍ଜୀକୃତ ୧୨ କୋଟି କୃଷକଙ୍କ ଆକାଉଣ୍ଟକୁ ଆସିପାରେ ଟଙ୍କା। ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ନୂଆ ସରକାର ଗଠନ ହେବ।…

କର୍ନେଲରୁ ଅବସର ନେବା ପରେ କୃଷକ ସାଜିଛନ୍ତି ଏହି ବ୍ୟକ୍ତି, ପରିବା ଚାଷ କରି ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା

ଲକ୍ଷ୍ନୌ,୩ା୩: ଉତ୍ତରପ୍ରଦେଶର ବାରବାଙ୍କିର ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କି ପ୍ରଥମେ ଦେଶ ସେବା କରିବା ପରେ ଏବେ ନିଜ ଦେଶର ମାଟିରେ ବିଭିନ୍ନ ପ୍ରକାରର ଚାଷକାର୍ଯ୍ୟ କରିଛନ୍ତି। ବାସ୍ତବରେ ଆମେ କର୍ନେଲ ହରିଚନ୍ଦ୍ରଙ୍କ ବିଷୟରେ କହୁଛୁ। ଯିଏ କି…

”ପ୍ରଧାନମନ୍ତ୍ରୀ ପୁଣି ପଞ୍ଜାବ ଆସିଲେ ରକ୍ଷା ପାଇବେ ନାହିଁ”, ଖୋଲା ଧମକ ଦେଲେ ଆନ୍ଦୋଳନରତ କୃଷକ

ନୂଆଦିଲ୍ଲୀ,୧୪।୨: ଚାଲିଥିବା କୃଷକ ଆନ୍ଦୋଳନ ମଧ୍ୟରେ ଜଣେ କୃଷକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି। ସେ କହିଛନ୍ତି ‘ଯଦି ପ୍ରଧାନମନ୍ତ୍ରୀ ପୁଣି ପଞ୍ଜାବ ପରିଦର୍ଶନ କରନ୍ତି ତେବେ ପ୍ରଧାନମନ୍ତ୍ରୀ ଏଥର ରକ୍ଷା ପାଇବେ ନାହିଁ।’ ପୁନର୍ବାର ପଞ୍ଜାବ ଆସିଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri