Tag Archives: Entertainment

କାହା ଟାର୍ଗେଟରେ ସଲମାନ୍‌? କେବେ ଧମକ ତ କେବେ ଗୁଳିମାଡ଼…

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ସଲମାନଙ୍କ ଘର ଉପରକୁ ଗୁଳି ମାଡ଼। କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଭୋର ସମୟରେ ଦୁଇ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତିନି ରାଉଣ୍ଡ ଗୁଳି ଚଳାଇଥିଲେ। ଏହାପରେ ସେମାନେ ଫେରାର ହୋଇଯାଇଥିଲେ। ଘଟଣାରେ କେହି ମୃତାହତ…

ଶିଖରଙ୍କ ସହ ପ୍ରେମସମ୍ପର୍କକୁ ଖୋଲାଖୋଲି ସ୍ବୀକାର କଲେ ଜାହ୍ନବୀ, ଜାଣନ୍ତୁ ସେ କିଏ?

ବମ୍ବେ: ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଶ୍ରୀଦେବୀ ଲଳନା ତଥା ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର। ଦୀର୍ଘଦିନ ଧରି ଖୋଲାଖୋଲି ଭାବେ ଡେଟିଂକୁ ନେଇ ମୁହଁ ଖୋଲୁ ନ ଥିଲେ। ହେଲେ ଏବେ ସେ ସମ୍ପର୍କ ଉପରେ ମୋହର ମାରିଛନ୍ତି। ମଙ୍ଗଳବାର…

ବଲିଉଡ୍‌ରେ ଡେବ୍ୟୁ କରିବେ ଉର୍ଫି, ହାତରେ ଲାଗିଛି ବଡ଼ ଅଫର୍‌…

ବମ୍ବେ: ବଲିଉଡ୍‌ରେ ଡେବ୍ୟୁ କରିବେ ସୋସିଆଲ ମିଡିଆ ସେନସେଶନ ଉର୍ଫି ଜାଭେଦ। ନିଜର ଅଜବ ପୋଷାକ ପରିଧାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ସେ। ହେଲେ ଏବେ ସେ ନିଜର ଅଭିନୟର ଯାଦୁ ଦେଖାଇବାକୁ ପ୍ରସ୍ତୁତ। ୧୪ ବର୍ଷ ପୂର୍ବେ ଆସିଥିବା ଫିଲ୍ମ…

ସ୍ବାମୀଙ୍କ ପାଦ ଛୁଇଁ ଟ୍ରୋଲ ହେଉଛନ୍ତି ରୁପାଲି

ବମ୍ବେ: ଟେଲିପରଦାର ଲୋକପ୍ରିୟ ଅଭିନେତ୍ରୀ ରୁପାଲି ଗାଙ୍ଗୁଲି ‘ଅନୁପମା’ ଜରିଆରେ ଘରେ ଘରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିଜର ଅଭିନୟରେ ସେ ମହିଳାସଶକ୍ତିକରଣକୁ ପ୍ରୋତ୍ସାହିତ କରିଆସିଛନ୍ତି। ଦର୍ଶକେ ତାଙ୍କର ବଳିଷ୍ଠ ଅଭିନୟକୁ ପସନ୍ଦ କରିଥାନ୍ତି। ହେଲେ ଏବେ କିଛି…

ଶାହାରୁଖଙ୍କୁ ‘ଅଙ୍କଲ୍‌’ ଡାକିଲେ ଅମ୍ବାନୀଙ୍କ ଭାବି ବୋହୂ, ଭାଇରାଲ ହେଉଛି Video

ବମ୍ବେ: ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖଙ୍କ କ୍ରେଜ୍‌ ଆଜି ବି ରହିଛି। ମହିଳା ପ୍ରଶଂସକମାନେ ତାଙ୍କୁ ଫିଲ୍ମ ପରଦାରେ ଦେଖିବାକୁ ଅପେକ୍ଷା କରି ରହିଥାନ୍ତି। ହେଲେ ଅମ୍ବାନୀଙ୍କ ପ୍ରି-ଓ୍ବେଡିଂରେ ଏକ ଭିନ୍ନ ଘଟଣା ଘଟିଛି। ଭାବି ବୋହୂ ଶାହାରୁଖଙ୍କୁ ‘ଅଙ୍କଲ’ ବୋଲି…

ଝଲକ୍‌ ଜିତିଲେ ବିହାର ଝିଅ ମନିଷା

ବମ୍ବେ: ଶେଷ ହୋଇଛି ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ଶୋ’ ‘ଝଲକ ଦିଖ୍‌ଲା ଯା’ର ୧୧ତମ ସିଜନ୍‌। ଶନିବାର ଏହାର ଫିନାଲେରେ ବିହାର ଝିଅ ମନିଷା ରାନୀଙ୍କୁ ବିଜେତା ଘୋଷିତ କରାଯାଇଛି। ଚ୍ୟନେଲ ତରଫରୁ ମନିଷା ଏବଂ ତାଙ୍କ କୋରିଓଗ୍ରାଫରଙ୍କୁ ୩୦ ଲକ୍ଷ…

ରାହୁଲ ମୋଦି କିଏ? ଯାହାଙ୍କ ସହ ଅନନ୍ତ ଅମ୍ବାନୀଙ୍କ ବିବାହରେ ପହଞ୍ଚିଛନ୍ତି ଶ୍ରଦ୍ଧା କପୁର…

ବମ୍ବେ: ଲଭ୍‌ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ବଲିଉଡ୍‌ର ଚୁଲବୁଲି ନାୟିକା ଶ୍ରଦ୍ଧା କପୁର। ଏବେ ସେ ଅମ୍ବାନୀ ପରିବାରର ଅତିଥି ସାଜି ଅନନ୍ତଙ୍କ ବିବାହରେ ଯୋଗ ଦେବାକୁ ସେ ଜାମନଗରରେ ଅଛନ୍ତି। ଅନେକ ସେଲିବ୍ରିଟିଙ୍କ ଗହଳି ସତ୍ତ୍ୱେ ଶ୍ରଦ୍ଧା ରାହୁଲ ମୋଦିଙ୍କ…

ବଡ଼ ପରଦାକୁ ଫେରୁଛନ୍ତି ବର୍ଷା, ୭ରେ ରିଲିଜ ହେବ ‘ବସ୍‌’

ଭୁବନେଶ୍ୱର: ଦୀର୍ଘ ଦିନର ବ୍ୟବଧାନ ପରେ ବଡ଼ ପରଦାକୁ ଫେରୁଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଫିଲ୍ମ ‘ବସ୍‌’ରେ ସେ ନାୟିକା ଭାବେ ନଜର ଆସିବେ। ଏହାର ଟ୍ରେଲର ରିଲିଜ କରାଯାଇଥିବା ବେଳେ ଫିଲ୍ମରେ ଅଭିନେତ୍ରୀଙ୍କ ଦମ୍‌ଦାର ଲୁକ୍‌ କିମିଆଁ କରୁଛି।…

ପାଦରେ ଆଘାତ, ହାତରେ ବାସି ରୁଟି; ଧର୍ମେନ୍ଦ୍ରଙ୍କ ଏଭଳି ଅବସ୍ଥା ଦେଖି ଚିନ୍ତାରେ ପ୍ରଶଂସକ

ବମ୍ବେ: ଗୋଡରେ ଲାଗିଛି ଆଘାତ, ହାତରେ ବାସି ରୁଟି। ଅଧାରାତିରେ ଫଟୋ ଶେୟାର କରିବା ପରଠାରୁ ଚର୍ଚ୍ଚାରେ ଲୋକପ୍ରିୟ ଅଭିନେତା ଧର୍ମେନ୍ଦ୍ର। ତାଙ୍କୁ କ’ଣ ହୋଇଛି, ଏଭଳିକି କ’ଣ ପାଇଁ ସେ ଏଭଳି ଦୟନୀୟ ଅବସ୍ଥାରେ ନଜର ଆସୁଛନ୍ତି ତାହା ଜାଣିବାକୁ…

ଜାଣନ୍ତୁ ଅନନ୍ତ ଅମ୍ବାନୀଙ୍କ ବିବାହ କରିବାକୁ ଯାଉଥିବା ଏହି ପଣ୍ଡିତଜଣଙ୍କ କିଏ? ନିଅନ୍ତି କେତେ ପାଉଣା…

ବିବାହ ବନ୍ଧନରେ ଆବଦ୍ଧ ହେବେ ଅମ୍ବାନୀ ପରିବାରର ସାନ ପୁଅ ଅନନ୍ତ ଅମ୍ବାନୀ। ରାଧିକା ମର୍ଚାଣ୍ଟଙ୍କ ହାତ ଧରିବେ ସେ। ମାର୍ଚ୍ଚ ୧ ଅର୍ଥାତ ଆଜିଠାରୁ ଗୁଜରାଟ ଜାମନଗରରେ ପ୍ରି-ଓ୍ବେଡିଂ ସେଲିବ୍ରେଶନ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରୁ ଖ୍ୟାତନାମା…

ଆଜିର ଦିନରେ କୋହଲି କହିଥିଲେ-‘ମୁଁ ହେଉଛି କିଙ୍ଗ୍‌’

ନୂଆଦିଲ୍ଲୀ,୨୮।୨: ବିରାଟ କୋହଲି ବର୍ତ୍ତମାନ କ୍ରିକେଟରେ ଏକ ବଡ ନାମ। ଗତ ବର୍ଷ ଏହି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଦିନିକିଆରେ ଅଧିକାଂଶ ଶତକ ହାସଲ କରିବାର ରେକର୍ଡ ଭାଙ୍ଗିଥିଲେ। ବର୍ତ୍ତମାନ ଦିନିକିଆରେ କୋହଲିଙ୍କ ଶତକ ସଂଖ୍ୟା ସର୍ବାଧିକ। ଏଣୁ କୋହଲିଙ୍କୁ…

ରାମଭକ୍ତଙ୍କୁ କ୍ଷମା ମାଗିଲେ ଅଭିନେତା ବିକ୍ରାନ୍ତ

ବମ୍ବେ: ନିଜର ଫିଲ୍ମ ‘12th Fail’ର ସଫଳତାକୁ ନେଇ ପ୍ରଶଂସିତ ହୋଇଆସୁଥିବା ଅଭିନେତା ବିକ୍ରାନ୍ତ ମେସି ଭିନ୍ନ କାରଣକୁ ନେଇ ବିବାଦରେ। ନିକଟରେ କିଛି ଟ୍ରୋଲର୍ସ ଅଭିନେତାଙ୍କ ପୁରୁଣା ଟୁଇଟ୍‌କୁ ନେଇ ତାଙ୍କୁ ଘେରିଥିଲେ। ଶେଷରେ ସେ ସମସ୍ତଙ୍କୁ କ୍ଷମା ମାଗିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri