Tag Archives: Elon Musk

ଗ୍ରୋକ୍‌ ଏଆଇକୁ ନେଇ ଏଲନ ମସ୍କଙ୍କ ବଡ଼ ନିଷ୍ପତ୍ତି, ରାଗରେ ନିଆଁବାଣ ହେବେ ବ୍ୟବହାରକାରୀ…

ନୂଆଦିଲ୍ଲୀ,୯।୮: ଯଦି ଆପଣ ପ୍ରତିଦିନ ଗ୍ରୋକ ଏଆଇ ବ୍ୟବହାର କରୁଛନ୍ତି ଏବଂ ଏହା ଆପଣଙ୍କର ପ୍ରିୟ ଏଆଇ ଟୁଲ, ତେବେ ଆପଣଙ୍କ ପାଇଁ ଏକ ଖରାପ ଖବର ରହିଛି। ଏଲନ ମସ୍କ ଗ୍ରୋକ ଏଆଇକୁ ନେଇ ଏକ ବଡ଼ ନିଷ୍ପତ୍ତି...

ଭାରତରେ ଶୀଘ୍ର ଆରମ୍ଭ ହେବ ଷ୍ଟାରଲିଙ୍କ ସେବା: ଜାଣନ୍ତୁ ମାସିକ ପ୍ଲାନ, ମୂଲ୍ୟ

ନୂଆଦିଲ୍ଲୀ,୩।୮: ଏଲନ୍ ମସ୍କଙ୍କ ଷ୍ଟାରଲିଙ୍କକୁ ଭାରତରେ ସାଟେଲାଇଟ ଇଣ୍ଟରନେଟ ସେବା ପ୍ରଦାନ ପାଇଁ ଲାଇସେନ୍ସ ମିଳିଛି, ଯାହା ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ ସଂଯୋଗୀକରଣରେ ନୂଆ ଅଧ୍ୟାୟ ଆରମ୍ଭ କରିବ। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର...

ଭାରତରେ ସଟେଲାଇଟ ଇଣ୍ଟରନେଟ ପାଇଁ ଏଲନ ମସ୍କଙ୍କ ଷ୍ଟାରଲିଙ୍କକୁ ଅନୁମୋଦନ

ନୂଆଦିଲ୍ଲୀ,୯।୭: ଭାରତର ଡିଜିଟାଲ ସଂଯୋଗୀକରଣ ଲକ୍ଷ୍ୟକୁ ଏକ ବଡ଼ ପ୍ରୋତ୍ସାହନ ମିଳିଛି। ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଓ ଅନୁମୋଦନ କେନ୍ଦ୍ର (ଆଇଏନ-ସ୍ପେସ) ନୂଆଦିଲ୍ଲୀସ୍ଥିତ ଏମ/ଏସ ଷ୍ଟାରଲିଙ୍କ ସାଟେଲାଇଟ କମ୍ୟୁନିକେସନ୍ସ ପ୍ରାଇଭେଟ ଲିମିଟେଡ (ଏସଏସସିପିଏଲ)କୁ ଷ୍ଟାରଲିଙ୍କ ଜେନ୧ ଲୋ ଆର୍ଥ...

ସ୍କୁଲ ଖୋଲିଲେ ଏଲନ ମସ୍କ, ପଢିପାରିବେ ସାରା ବିଶ୍ୱର ପିଲା, ଘଣ୍ଟାକୁ ଫି ରହିଛି…

ଓ୍ବାଶିଂଟନ,୭।୭: ଆଜିକାଲି ସ୍କୁଲଗୁଡ଼ିକରେ ପାଠପଢ଼ା ସମ୍ପର୍କରେ ଅନେକ ପ୍ରକାରର ପରୀକ୍ଷଣ କରାଯାଉଛି। ପିଲାମାନଙ୍କୁ ପାଠପଢ଼ାରେ ଧ୍ୟାନ ଦେବା ପାଇଁ ଖେଳ ଏବଂ ମଜା ଭଳି ଉପାଦାନ ଯୋଡାଯାଉଛି। ଏହା ସହିତ, ବର୍ତ୍ତମାନ ତତ୍ତ୍ୱ ଶିକ୍ଷା ଅପେକ୍ଷା ବ୍ୟବହାରିକ ଶିକ୍ଷା ଉପରେ...

ନୂଆ ରାଜନୈତିକ ଦଳ ଘୋଷଣା କଲେ ଏଲନ ମସ୍କ, ଟ୍ରମ୍ପଙ୍କ ସହ ବିବାଦ ପରେ ବଡ଼ ଘୋଷଣା

ନୂଆଦିଲ୍ଲୀ,୬।୭: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲା ଓ ସ୍ପେସଏକ୍ସର ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ ଏଲନ ମସ୍କ ଆମେରିକାରେ ଏକ ନୂଆ ରାଜନୈତିକ ଦଳ ‘ଆମେରିକା ପାର୍ଟୀ’ ଗଠନ କରିଛନ୍ତି। ଆଜି ଏହାକୁ ସେ ସରକାରୀ ଭାବେ ଘୋଷଣା...

ଟ୍ରମ୍ପଙ୍କୁ ପୁଣି ଧମକ ଦେଲେ ମସ୍କ: କହିଲେ, ଏଥର ହଟାଇଦେବି

ଓ୍ବାଶିଂଟନ୍‌,୧।୭: ବିଶ୍ୱର ସବୁଠାରୁ ଧନୀ ଶିଳ୍ପପତି ଏଲନ ମସ୍କ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବିବାଦ ଚାଲିଛି। ମସ୍କ ରାଷ୍ଟ୍ରପତି ଟ୍ରମ୍ପଙ୍କ ସୁଇପିଂ ବଜେଟ ବିଲ୍‌(Sweeping Budget Bill)କୁ ସମର୍ଥନ କରୁଥିବା ସାଂସଦମାନଙ୍କୁ ହଟାଇବା ପାଇଁ ପ୍ରତିଶ୍ରୁତି...

ଏଲନ ମସ୍କଙ୍କ ୟୁଟର୍ନ…ପୁଣି ଟ୍ରମ୍ପ୍‌ଙ୍କ ସହ ଏକାଠି ହେବେ ବୋଲି ଚର୍ଚ୍ଚା

ଓ୍ବାଶିଂଟନ,୮ା୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କ ଏକଦା ଅତି ଘନିଷ୍ଠ ସହଯୋଗୀ ରହିଥିବାବେଳେ ଏବେ ସେମାନଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଯାଇଛି। ସେମାନେ ପରସ୍ପର ବିରୋଧରେ ପୋଷ୍ଟ କରିବା ସହ ଧମକ...

ଶେଷ ହେଲା ମସ୍କ-ଟ୍ରମ୍ପଙ୍କ ମଧ୍ୟରେ ଥିବା ମଧୁର ସମ୍ପର୍କ! ଆମେରିକା ରାଷ୍ଟ୍ରପତି ବିକ୍ରି କରିପାରନ୍ତି ଲାଲ କାର

ଓ୍ବାଶିଂଟନ,୭।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଟେସଲା ମୁଖ୍ୟ ଏଲୋନ ମସ୍କଙ୍କ ମଧ୍ୟରେ ବନ୍ଧୁତାରେ ଫାଟ ସୃଷ୍ଟି ହୋଇଛି। ଉଭୟଙ୍କ ମଧ୍ୟରେ ବାକ ଯୁଦ୍ଧ ଆଜିକାଲି ଆଲୋଚନାର ବିଷୟ ପାଲଟିଛି। ଏହି ସମୟରେ, ଖବର ଆସିଛି ଯେ ଡୋନାଲ୍ଡ...

ଟ୍ରମ୍ପ-ମସ୍କ କଳିରେ ଭାରତର ଏଣ୍ଟ୍ରି? ବିଶ୍ୱରେ ଚହଳ

ଓାଶିଂଟନ, ୭।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ପ୍ରସ୍ତାବିତ ‘ବିଗ ବ୍ୟୁଟିଫୁଲ ବିଲ’ ନୀତି ଆମେରିକୀୟ ରାଜନୀତିରେ ଏକ ବଡ଼ ବିବାଦ ସୃଷ୍ଟି କରିଛି। ଏହି ବିଲ୍‌ରେ ଟ୍ୟାକ୍ସ କମେଇବା, ସୀମା ସୁରକ୍ଷା ବୃଦ୍ଧି ଏବଂ ମେଡିକେଡ ଓ...

ପୁଟିନ୍‌ଙ୍କ ସାଙ୍ଗରେ ହାତ ମିଳାଇବେ ମସ୍କ? ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା

ଓ୍ବାଶିଂଟନ୍‌,୭।୬: ବିଶ୍ୱର ସବୁଠାରୁ ପ୍ରସିଦ୍ଧ କୋଟିପତି ଏଲନ ମସ୍କ ଏବେ ଆମେରିକା ଛାଡିବାକୁ ଯାଉଛନ୍ତି! ତେବେ ସେ କ’ଣ ରୁଷିଆରେ ଶରଣ ପାଇବେ? ଡୋନାଲ୍ଡ ଟ୍ରମ୍ପ ଏବଂ ମସ୍କଙ୍କ ମଧ୍ୟରେ ତୀବ୍ର ବାକ୍‌ ଯୁଦ୍ଧ ମଧ୍ୟରେ, ରୁଷିଆରୁ ଏକ ଆଶ୍ଚର୍ଯ୍ୟଜନକ...

ମାସକୁ କେତେ ଦରମା ପାଆନ୍ତି ଏଲନ ମସ୍କ, ଟ୍ରମ୍ପଙ୍କ ସରକାରରୁ ଇସ୍ତଫା ଦେଲେ ବି…

ନୂଆଦିଲ୍ଲୀ,୬।୬: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଅନ୍ୟତମ ତଥା ଟେସଲା ଓ ସ୍ପେସଏକ୍ସର ମାଲିକ ଏଲନ ମସ୍କ ୨୦୨୩ ଏବଂ ୨୦୨୪ ମସିହାରେ ଟେସଲାରୁ କୌଣସି ଦରମା, ବୋନସ କିମ୍ବା ଷ୍ଟକ ଆୱାର୍ଡ ଗ୍ରହଣ କରି ନ ଥିଲେ।...

‘ଲଭ, ଏକ୍ସ ଆଉ ଧୋକା…’, ମସ୍କ-ଟ୍ରମ୍ପଙ୍କ ବନ୍ଧୁତାରେ ଫାଟ ପରେ ଭାଇରାଲ ହେଉଛି ୩୪ ବର୍ଷ ପୁରୁଣା ଭିଡିଓ

ଓ୍ବାଶିଂଟନ,୬।୬: ସମୟ ବଦଳିବାକୁ ବହୁତ ଦିନ ଲାଗେ ନାହିଁ। ପ୍ରକୃତରେ ଏହା କେବଳ ଏକ କଥା ନୁହେଁ, ଏହା ଏକ ବାସ୍ତବତା। ଆପଣଙ୍କ ଚାରିପାଖରେ କେବେ କିଛି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ ତାହା ପୂର୍ବାନୁମାନ କରିବା ସମ୍ଭବ ନୁହେଁ। ଆମେରିକାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri