ଚାରି ମାସ ତଳେ ଘର ଛାଡ଼ି ଚାଲି ଆସିଥିଲେ, ପ୍ରେମିକ ହତ୍ୟା କରି ନଦୀରେ ପକାଇଦେଲା ଭୁବନେଶ୍ୱର,୮।୪: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ପ୍ରେମିକାକୁ ହତ୍ୟା କରି ଦୟା ନଦୀରେ ପକାଇଦେଲା ପ୍ରେମିକ। ସୋମବାର ଧଉଳି ଥାନା ଅନ୍ତର୍ଗତ ଦୟା ନଦୀ କୂଳରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ହତ୍ୟା ପରେ ପ୍ରେମିକ ଯୁବତୀଙ୍କ...