୪୦ କେଜି ସୁନା, ୬ କେଜି ରୂପା ସହ ନଗଦ ୫.୪୩ କୋଟି ଟଙ୍କା ଜବତ, ୧୨ ଗିରଫ ନୂଆଦିଲ୍ଲୀ,୭ା୩: ଅର୍ଥନୈତିକ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ବିପୁଳ ପରିମାଣର ସୁନା, ରୂପା ଏବଂ ନଗଦ ଟଙ୍କା ଜବତ କରି ୧୨ ଜଣଙ୍କୁ ଗିରଫ କରିଛି। ମିଡ଼ିଆ ରିପୋର୍ଟ ଅନୁଯାୟୀ ଏଜେନ୍ସି ଆରାରିଆ, ମୁମ୍ବାଇ, ମଥୁରା ଏବଂ ଗୁରୁଗ୍ରାମରେ ତିନୋଟି ପ୍ରମୁଖ...