ପୁଟିନ୍ଙ୍କ ସହ ସାକ୍ଷାତ ବାତିଲ୍ କଲେ ଟ୍ରମ୍ପ, କହିଲେ ପୁଟିନଙ୍କ ସହ…
ଓ୍ୱାଶିଂଟନ୍,୨୨।୧୦: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହ ତାଙ୍କର ଯୋଜନା ହୋଇଥିବା ବୈଠକକୁ ସ୍ଥଗିତ ରଖିଛନ୍ତି। ଏହାକୁ ସେ “ସମୟର ଅପଚୟ” ବା “ଅକାମୀ ବୈଠକ” ହେବାକୁ ଦେବାକୁ ଚାହୁଁନାହାନ୍ତି ବୋଲି ମଙ୍ଗଳବାର କହିଛନ୍ତି।...
ପୁଣି ଟାରିଫ୍ ବମ୍ ପକାଇଲେ ଟ୍ରମ୍ପ, ଏହି ଦେଶଗୁଡ଼ିକୁ ଲାଗିବ ଝଟ୍କା
ଓ୍ବାଶିଂଟନ,୧୮ା୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନଭେମ୍ବର ୧ରୁ ଆମଦାନୀ ହେଉଥିବା ମଧ୍ୟମ ଏବଂ ଭାରୀ ଟ୍ରକ ଏବଂ ଏହାର ପାର୍ଟସ ଉପରେ ନୂଆ ୨୫% ଶୁଳ୍କ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମଦାନୀ ହେଉଥିବା ବସ୍ ଉପରେ ମଧ୍ୟ...
ରୁଷିଆଠାରୁ ଭାରତ ତେଲ କିଣିବ କି ନାହିଁ ହେଲା ସ୍ପଷ୍ଟ, ପୁଣି ଥରେ ଧରାପଡ଼ିଗଲା ଟ୍ରମ୍ପଙ୍କ ମିଛ
ନୂଆଦିଲ୍ଲୀ,୧୬ା୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରି କହିଛନ୍ତି ଯେ, ଭାରତ ଆଉ ରୁଷିଆରୁ ତେଲ କିଣିବ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ବିଷୟରେ ଆଶ୍ୱାସନା ଦେଇଛନ୍ତି। ଟ୍ରମ୍ପଙ୍କ...
ବିଳିବିଳେଇ ହୋଇ ଏମିତି କଥା କହିଦେଲେ ଟ୍ରମ୍ପ: ସାରା ବିଶ୍ୱରେ ହଲଚଲ
ଓ୍ବାଶିଂଟନ୍,୧୬।୧୦: ଆମେରିକାର ରାଷ୍ଟ୍ରପତି ବହୁତ ଦିନ ଧରି ନୋବେଲ ପୁରସ୍କାର ପାଇବାକୁ ଚାହିଁ ରହିଥିଲେ, କିନ୍ତୁ ତାଙ୍କୁ ଏହା ମିଳି ନ ଥିଲା। ଟ୍ରମ୍ପ ଗଭୀର ନିରାଶ ହୋଇଥିଲେ। ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଦାୟୀ...
ଚାଇନା କଲା ଏମିତି କାମ, ରାଗିକି ନିଆଁବାଣ ହୋଇଗଲେ ଟ୍ରମ୍ପ, କହିଲେ ଶେଷ କରିଦେବୁ…
ଓ୍ବାଶିଂଟନ,୧୫।୧୦: ଆମେରିକା ଏବଂ ଚାଇନା ମଧ୍ୟରେ ଟାରିଫ୍ ଯୁଦ୍ଧ ଆକ୍ରମଣାତ୍ମକ ରୂପ ନେବା ପରି ମନେ ହେଉଛି। ଚାଇନା ପୂର୍ବରୁ ସୋୟାବିନ ନ କିଣିବା ନିଷ୍ପତ୍ତି ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚକିତ କରିଥିଲା। ଏବେ, ଟ୍ରମ୍ପ ବେଜିଂକୁ ରନ୍ଧନ...
ଟ୍ରମ୍ପଙ୍କୁ ବଡ଼ ଝଟକା ଦେଲେ ଜିନପିଙ୍ଗ, ଜାଣନ୍ତୁ କେତେ କ୍ଷତିଗ୍ରସ୍ତ ହେବ ଆମେରିକା
ବେଜିଂ,୧୫।୧୦: ଟାରିଫ୍ ଯୋଗୁଁ ଆମେରିକା ଏବଂ ଚାଇନା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଚାଇନା ପୂର୍ବରୁ ସୋୟାବିନ ଏବଂ ସେମିକଣ୍ଡକ୍ଟର୍ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା, କିନ୍ତୁ ଏବେ ଏହା ଆମେରିକାକୁ ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ ଆଘାତ ଦେଇଛି। ରାଷ୍ଟ୍ରପତି...
ଚାଇନାକୁ ଟାର୍ଗେଟ କରି ପୋଷ୍ଟ କଲେ ଟ୍ରମ୍ପ, ପ୍ରତି ଶବ୍ଦ ପିଛା ୪ ବିଲିୟନ ଡଲାର ହରାଇଲା ଆମେରିକା
ନୂଆଦିଲ୍ଲୀ,୧୨।୧୦: ଅମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ସୋସିଆଲ୍ ମିଡିଆରେ ଚାଇନାକୁ ନିଶାନା କରି ଏକ ପୋଷ୍ଟରୁ ଅମେରିକୀୟ ଶେୟାର ବଜାରରେ ୨ ଟ୍ରିଲିୟନ୍ ଡଲାର (ପ୍ରାୟ ୧୬୮ ଲକ୍ଷ କୋଟି ଟଙ୍କା) ବୁଡ଼ିଯାଇଛି। ଶୁକ୍ରବାର ବଜାର ନୂତନ ରେକର୍ଡ୍ କରିବାରେ...
ଭାରତୀୟଙ୍କ ସମେତ ୫୦ ସଂସ୍ଥା ଉପରେ କଟକଣା ଲଗାଇଲା ଆମେରିକା
ଓ୍ବାଶିଂଟନ,୧୧ା୧୦: ଇରାନ ଉପରେ ସର୍ବାଧିକ ଅର୍ଥନୈତିକ ଚାପ ପକାଇବା ପାଇଁ ଆମେରିକା ଭାରତୀୟ କମ୍ପାନୀ ଓ ବ୍ୟକ୍ତିବିଶେଷଙ୍କ ସମେତ ବିଭିନ୍ନ ଦେଶର ମୋଟ ୫୦ଟି ସଂସ୍ଥା ଓ ଜାହାଜ ଉପରେ କଟକଣା ଲଗାଇଛି। ଏହିସବୁ ସଂସ୍ଥା ଇରାନ ସହ ତୈଳ,...
ଆରମ୍ଭ ହେଲା ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ: ଚାଇନା ବିରୁଦ୍ଧରେ ବଡ଼ ଘୋଷଣା କରିଦେଲେ ଟ୍ରମ୍ପ, ନଭେମ୍ବର ୧ରୁ…
ଓ୍ବାଶିଂଟନ,୧୧।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଚାଇନା ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ନଭେମ୍ବର ୧, ୨୦୨୫ରୁ ସମସ୍ତ ଚାଇନା ଆମଦାନୀ ଉପରେ ୧୦୦% ଅତିରିକ୍ତ ଟାରିଫ୍ ଘୋଷଣା କରିଛନ୍ତି। ସେ ଆମେରିକାରେ ନିର୍ମିତ ଗୁରୁତ୍ୱପୂର୍ଣ୍ଣ ସଫ୍ଟୱେର୍...
‘ଶାନ୍ତି ଉପରେ ରାଜନୀତିକୁ ଗୁରୁତ୍ୱ’: ଟ୍ରମ୍ପଙ୍କୁ ଅଣଦେଖା କଲା ନୋବେଲ କମିଟି, ଅସନ୍ତୋଷ ପ୍ରକାଶ କଲା ହ୍ୱାଇଟ ହାଉସ
ୱାଶିଂଟନ,୧୦।୧୦: ନୋବେଲ ଶାନ୍ତି ପୁରସ୍କାର ୨୦୨୫ ଭେନେଜୁଏଲାର ମୁଖ୍ୟ ବିରୋଧୀ ନେତ୍ରୀ ମାରିଆ କୋରିନା ମାଚାଡୋଙ୍କୁ ପ୍ରଦାନ କରାଯାଇଛି, ଯାହାକୁ ନେଇ ହ୍ୱାଇଟ ହାଉସ ନୋବେଲ କମିଟିଙ୍କୁ ତୀବ୍ର ସମାଲୋଚନା କରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଯିଏ ଆଠଟି...
ନୋବେଲ ଶାନ୍ତି ପୁରସ୍କାର ୨୦୨୫: ଟ୍ରମ୍ପ ପାଇଲେ ନାହିଁ, କିନ୍ତୁ ୨୦୨୬ ପାଇଁ ଆଶା ଦୃଢ
ନୂଆଦିଲ୍ଲୀ,୧୦।୧୦: ଶୁକ୍ରବାର ଓସଲୋରେ ନୋବେଲ କମିଟି ୨୦୨୫ ନୋବେଲ ଶାନ୍ତି ପୁରସ୍କାର ଭେନେଜୁଏଲାର ରାଜନେତ୍ରୀ ମାରିଆ କୋରିନା ମାଚାଡୋଙ୍କୁ ପ୍ରଦାନ କରିଛି। ତାଙ୍କୁ ଗଣତନ୍ତ୍ର ପାଇଁ ପ୍ରୋତ୍ସାହନ ଓ ଏକଛତ୍ରବାଦ ବିରୋଧରେ ଲଢ଼େଇ ପାଇଁ ଏହି ସମ୍ମାନ ମିଳିଛି। ଆମେରିକା...
ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ଟ୍ରମ୍ପ ନୁହେଁ, ଏହି ବ୍ୟକ୍ତି ହେଲେ ବିଜେତା
ନୂଆଦିଲ୍ଲୀ,୧୦।୧୦: ନୋବେଲ ଶାନ୍ତି ପୁରସ୍କାର ୨୦୨୫ ଘୋଷଣା କରାଯାଇଛି। ଏହି ବର୍ଷର ବିଜେତା ହେଉଛନ୍ତି ଭେନେଜୁଏଲାର ମାରିଆ କୋରିନା ମାଚାଡୋ। ଶାନ୍ତି ପ୍ରତିଷ୍ଠା ଏବଂ ବିଶ୍ୱ ବିବାଦ ହ୍ରାସ କରିବାରେ ତାଙ୍କର ଅବଦାନ ପାଇଁ ସମ୍ମାନିତ କରାଯାଇଛି। ଆମେରିକା ରାଷ୍ଟ୍ରପତି...
Archives


