Tag Archives: donald trump

ପୁଣି ଅଜା ହେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ: ସାନ ଝିଅ ହେବେ ମା’

ଓ୍ବାଶିଂଟନ୍‌,୮।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଝିଅ ଟିଫାନି ଟ୍ରମ୍ପ ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି। ୩୧ ବର୍ଷୀୟା ଟିଫାନି ଚଳିତ ବର୍ଷ ଏପ୍ରିଲରେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଟିଫାନିଙ୍କ ସନ୍ତାନ ହେବ...

ବଡ଼ କ୍ଷତି ସହିଲେ ଏଲନ ମସ୍କ, ଟ୍ରମ୍ପଙ୍କ ଟାରିଫ୍ ମାଡ଼ ପରେ ପଥମଥର ୩୦୦ ବିଲିଅନ ଡଲାର ତଳକୁ ଖସିଲା ସମ୍ପତ୍ତି

ନୂଆଦିଲ୍ଲୀ,୮।୪: ନଭେମ୍ବର ପରେ ପ୍ରଥମ ଥର ପାଇଁ ଟେସଲା ମୁଖ୍ୟ ଏଲନ୍ ମସ୍କଙ୍କ ସମ୍ପତ୍ତି ୩୦୦ ବିଲିୟନ ଡଲାର ତଳକୁ ଖସିଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଲାଗୁ ହେବା ଫଳରେ ତାଙ୍କ ନିକଟତମ ଲୋକ ମଧ୍ୟ ଦଶା...

ଚାଇନା ଉପରେ ଅତିରିକ୍ତ ୫୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୮।୪: ଆମେରିକାର ୩୪% ପାରସ୍ପରିକ ଶୁଳ୍କ ଜବାବରେ ଚାଇନା ସମାନ ପରିମାଣର ଜବାବୀ ଶୁଳ୍କ ଲଗାଇଥିଲା। ବେଜିଂ ଏହି ଟାରିଫ୍‌ ଘୋଷଣା କରିବାର ୨୪ ଘଣ୍ଟା ନ ପୂରୁଣୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଚାଇନା ସାମଗ୍ରୀ ଉପରେ ଅତିରିକ୍ତ...

ଟ୍ରମ୍ପଙ୍କ ଟାରିଫ୍‌ ବୋମାରେ ଦୋହଲିଲା ଗ୍ଳୋବାଲ ମାର୍କେଟ୍‌: ଭାରତ ସମେତ ସାରା ବିଶ୍ୱର ଷ୍ଟକ ମାର୍କେଟ୍‌ରେ ହାହାକାର

ନୂଆଦିଲ୍ଲୀ,୭।୫: ଭାରତ ସମେତ ସାରା ବିଶ୍ୱର ଷ୍ଟକ ମାର୍କେଟ୍‌ରେ ସୋମବାର ହାହାକାର ଖେଳିଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲାଗୁ ହୋଇଥିବା ଟାରିଫ୍‌ ଏବଂ ଚୀନର ତୀବ୍ର ପ୍ରତିଶୋଧ ସାରା ବିଶ୍ୱର ଶେୟାର ବଜାରକୁ ଦୋହଲାଇ ଦେଇଥିଲା। ଚାଇନା...

ଟ୍ରମ୍ପଙ୍କ ‘ଟାରିଫ୍ ଆକ୍ରମଣ’ରୁ ବର୍ତ୍ତି ପାରିଲା ନାହିଁ ଆମେରିକାର ଷ୍ଟକ୍ ମାର୍କେଟ, ଖୋଲିବା ମାତ୍ରେ କ୍ରାସ୍ ହେଲା

ନୂଆଦିଲ୍ଲୀ,୭ା୪: ସୋମବାର ଖୋଲିବା ମାତ୍ରେ ଆମେରିକୀୟ ଷ୍ଟକ୍ ବଜାର କ୍ରାସ୍ ହୋଇଛି, ଯାହା ପ୍ରାୟ 5 ପ୍ରତିଶତ ହ୍ରାସ ରେକର୍ଡ କରାଯାଇଥିଲା। ୱାଲ ଷ୍ଟ୍ରିଟରେ ଏକ ବଡ଼ ହ୍ରାସ ସହିତ କାରବାର ଆରମ୍ଭ ହୋଇଥିଲା ଏବଂ ସମସ୍ତ ପ୍ରମୁଖ ଷ୍ଟକ୍ ସୂଚକାଙ୍କ...

US strikes on Houthi: ମାତ୍ର ୨୫ ସେକେଣ୍ଡରେ ହୁତିଙ୍କୁ ଧ୍ବଂସ କରିଦେଲା ଆମେରିକା! ଭିଡ଼ିଓ ଶେୟାର କଲେ ଟ୍ରମ୍ପ

ଓ୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ଭିଡିଓ ଶେୟାର କରିଛନ୍ତି। ଏଥିରେ ୟେମେନରେ ହୁତି ବିଦ୍ରୋହୀଙ୍କ ଉପରେ ଆମେରିକାର ବିମାନ ଆକ୍ରମଣ ଦର୍ଶାଯାଇଛି। ଏହି ଭିଡିଓ କେବଳ ରାଜନୈତିକ ଦୃଷ୍ଟିକୋଣରୁ ନୁହେଁ ବରଂ ବିଶ୍ୱ ରଣନୀତି ଦୃଷ୍ଟିକୋଣରୁ ମଧ୍ୟ...

ଆମେରିକାକୁ ପାନେ ଦେଲା ଚାଇନା: ଆପଣାଇଲା ଯେସାକୁ ତେସା ନୀତି

ବେଜିଂ,୫।୪:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଚାଇନାରୁ ଆମଦାନୀ ସାମଗ୍ରୀ ଉପରେ ୩୪ ପ୍ରତିଶତ ପାରସ୍ପରିକ ଶୁଳ୍କ ଲଗାଇବାକୁ ଘୋଷଣା କରିବାର ଦିନକ ପରେ ବେଜିଂ ମଧ୍ୟ ଯେସାକୁ ତେସା ନୀତି ଗ୍ରହଣ କରିଛି। ଆମେରିକାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ...

ମଣିଷ ନ ଥାଇ ଟିକସ

ଓ୍ବାଶିଂଟନ,୪ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବୁଧବାର ଭାରତ ସମେତ ଅନେକ ଦେଶ ଉପରେ ରେସିପ୍ରୋକଲ ଟାରିଫ୍‌ ବା ଟିକସ ଲଗାଇଛନ୍ତି। ତେବେ ଟ୍ରମ୍ପ୍‌ ଆଣ୍ଟାର୍କଟିକା ନିକଟ ମେନ୍‌ଲାଣ୍ଡ ଅଷ୍ଟ୍ରେଲିଆର ହର୍ଡ ଆଣ୍ଡ୍‌ ମାକ୍‌ଡୋନାଲ୍ଡ ଦ୍ୱୀପରେ ମଧ୍ୟ ୧୦% ଟାରିଫ୍‌...

ଇରାନକୁ ଖୋଲା ଧମକ ଦେଲେ ଟ୍ରମ୍ପ: କଥା ନ ମାନିଲେ ହେବ ବୋମାମାଡ଼

ନୂଆଦିଲ୍ଲୀ,୩୦।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ ଯଦି ଇରାନ ଏହାର ପରମାଣୁ କାର୍ଯ୍ୟକ୍ରମ ଉପରେ ଏକ ଚୁକ୍ତିରେ ପହଞ୍ଚିବାକୁ ମନା କରେ, ତେବେ ସେ ଇରାନ ଉପରେ ବୋମା ପକାଇବା ବିଷୟରେ ବିଚାର କରିବେ। ଏକ...

ଟ୍ରମ୍ପଙ୍କ ଆଉ ଏକ ବଡ଼ ନିଷ୍ପତ୍ତି: ୫ ଲକ୍ଷ ଲୋକଙ୍କୁ ତୁରନ୍ତ ଛାଡିବାକୁ ପଡ଼ିବ ଆମେରିକା

ଓ୍ବାଶିଂଟନ୍‌,୨୩।୩: ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଆମେରିକାରେ ପ୍ରବାସ ନୀତି ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। କ୍ୟୁବା, ହାଇତି, ନିକାରାଗୁଆ ଏବଂ ଭେନେଜୁଏଲାରୁ ଆସିଥିବା ୫୩୦,୦୦୦ ପ୍ରବାସୀଙ୍କୁ ଆଇନଗତ ସୁରକ୍ଷା ପ୍ରତ୍ୟାହାର କରିଛି। ଏହି ନିଷ୍ପତ୍ତି ପରେ, ଏହି ପ୍ରବାସୀମାନଙ୍କୁ...

“ବହୁତ ଭଲ ସମ୍ପର୍କ, କିନ୍ତୁ…”: ଭାରତ ଉପରେ ଟ୍ରମ୍ପଙ୍କ ନୂଆ ଟାରିଫ୍ କମେଣ୍ଟ

ୱାଶିଂଟନ, ୨୧ା୩: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ତାଙ୍କର ଭାରତ ସହିତ “ବହୁତ ଭଲ ସମ୍ପର୍କ” ଅଛି, କିନ୍ତୁ ଦେଶ ସହିତ ତାଙ୍କର “ଏକମାତ୍ର ସମସ୍ୟା” ହେଉଛି ଯେ ଏହା “ବିଶ୍ୱର ସର୍ବାଧିକ ଶୁଳ୍କ ଲାଗୁ କରୁଥିବା ରାଷ୍ଟ୍ରଗୁଡ଼ିକ...

Trump on Sunita Williams: ପ୍ରତିଶ୍ରୁତି ଦେଇଥିଲୁ, ପୂରଣ କଲୁ: ସୁନୀତା ୱିଲିୟମ୍ସ ଫେରିବା ପରେ ଆତ୍ମବିଭୋର ହେଲେ ଟ୍ରମ୍ପ

ଫ୍ଲୋରିଡା,୧୯।୩: ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ୨୮୬ ଦିନ ପରେ ମହାକାଶରୁ ଫେରିଛନ୍ତି। ଦୁହେଁ ସ୍ପେସଏକ୍ସର ଡ୍ରାଗନ କ୍ୟାପସୁଲ ମାଧ୍ୟମରେ ଫ୍ଲୋରିଡା ସମୁଦ୍ରରେ ଅବତରଣ କରିଥିଲେ। ସୁନିତା ୱିଲିୟମ୍ସଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri