ଟ୍ରମ୍ପ ସରକାରଙ୍କ ବଡ଼ ଘୋଷଣା: ଚାଇନାକୁ ସମର୍ଥନ କଲେ…
ଓ୍ବାଶିଂଟନ,୫।୯: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଗୁରୁବାର ଦିନ ଘୋଷଣା କରିଛନ୍ତି ଯେ କିଛି କେନ୍ଦ୍ରୀୟ ଆମେରିକୀୟ ନାଗରିକଙ୍କ ଉପରେ ନୂତନ ଭିଜା କଟକଣା ଲାଗୁ କରାଯାଉଛି। ସେମାନଙ୍କ ଉପରେ ଚାଇନା କମ୍ୟୁନିଷ୍ଟ ପାର୍ଟି (ସିସିପି) ପାଇଁ ଜାଣିଶୁଣି କାମ…
ଭାରତରେ ବଡ଼ ନିବେଶ କରିଛି ଏହି କମ୍ପାନୀ, ଟ୍ରମ୍ପ ପଚାରିଲେ -ଆମେରିକାରେ କେତେ ନିବେଶ କରିବେ?
ନୂଆଦିଲ୍ଲୀ,୫।୯: ହ୍ୱାଇଟ ହାଉସରେ ଆୟୋଜିତ ଏକ ରାତ୍ରିଭୋଜରେ ସିଲିକନ ଭ୍ୟାଲିର ଶୀର୍ଷ ଟେକ୍ନୋଲୋଜି ଲିଡରଙ୍କୁ ନେଇ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସିଧାସଳଖ ପ୍ରଶ୍ନ ପଚାରିଛନ୍ତି: ଆମେରିକାର ବୃହତ ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ଦେଶରେ କେତେ ନିବେଶ କରୁଛନ୍ତି? ଆପଲ, ଗୁଗଲ,…
ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିଗତ ସମ୍ପର୍କ ‘ଏବେ ନାହିଁ’, ବିଶ୍ୱ ନେତାଙ୍କୁ ଚେତାବନୀ
ନ୍ୟୁୟର୍କ/ୱାଶିଂଟନ,୫।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବ୍ୟକ୍ତିଗତ ସମ୍ପର୍କ ବହୁତ ଭଲ ଥିଲା, କିନ୍ତୁ “ଏବେ ତାହା ନାହିଁ,” ବୋଲି ଆମେରିକାର ପୂର୍ବତନ ଜାତୀୟ ସୁରକ୍ଷା ଉପଦେଷ୍ଟା ଜନ ବୋଲ୍ଟନ କହିଛନ୍ତି। ସେ ଚେତାବନୀ…
ଭାରତ ଟାରିଫ୍ରେ ଆମକୁ ହତ୍ୟା କରୁଛି: ପୁଣି ଧମକାଇଲେ ଟ୍ରମ୍ପ
ନୂଆଦିଲ୍ଲୀ,୩।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ଭାରତକୁ ବାରମ୍ବାର ବାଣିଜ୍ୟ ଚୁକ୍ତି ପାଇଁ ଧମକାଇବା ନୀତି ଉପରେ ଜୋର ଦେଉଛନ୍ତି। ସେ ଭାରତକୁ ବିଶ୍ୱର “ସବୁଠାରୁ ଅଧିକ ଟାରିଫ୍ଯୁକ୍ତ ଦେଶ” କହିଛନ୍ତି ଏବଂ ନୂଆଦିଲ୍ଲୀ କୌଣସି ଟାରିଫ୍ ଲାଗୁ ନ କରିବାର…
ଚାଇନାରେ ହୋଇଗଲା ବଡ଼ ଖେଳ: ଟ୍ରମ୍ପଙ୍କ ପିଠି ପଛରେ ବଡ଼ ଡିଲ୍ କଲେ ପୁଟିନ୍ -ଜିନପିଙ୍ଗ, ଆମେରିକା କାବା
ନୂଆଦିଲ୍ଲୀ, ୩।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ରୁଷିଆ ଉପରେ ବାରମ୍ବାର ପ୍ରତିବନ୍ଧକ ଧମକ ମଧ୍ୟରେ, ଭ୍ଲାଦିମିର ପୁଟିନ୍ ଏବଂ ସି ଜିନପିଙ୍ଗଙ୍କ ମଧ୍ୟରେ ଏକ ବଡ଼ ଚୁକ୍ତି ହୋଇଛି। SCO ସମ୍ମିଳନୀ ପରେ, ରୁଷିଆ ମଙ୍ଗୋଲିଆ ଦେଇ ଚାଇନାକୁ…
ଭାରତ ସହିତ ସମ୍ପର୍କ “ଏକପାଖିଆ ବିପର୍ଯ୍ୟୟ”; ପ୍ରଧାନମନ୍ତ୍ରୀ ଜିନପିଙ୍ଗ, ପୁଟିନଙ୍କୁ ଭେଟିବା ପରେ ରାଗିଗଲେ ଟ୍ରମ୍ପ
ନୂଆଦିଲ୍ଲୀ,୧।୯: ଚାଇନାର ତିଆନଜିନରେ ଅନୁଷ୍ଠିତ ଶଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀର ପାର୍ଶ୍ୱରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍କ ବୈଠକ ପରେ ମାତ୍ର କିଛି ଘଣ୍ଟା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…
ଭାରତ ଆସିବେନି ଟ୍ରମ୍ପ୍
ନ୍ୟୁୟର୍କ,୩୧ା୮: ବର୍ଷ ଶେଷ ଭାଗରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ୍ ସମିଟ୍ରେ ଯୋଗଦେବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନୂଆଦିଲ୍ଲୀ ଗସ୍ତରେ ଆସିବାର ଯୋଜନା ନାହିଁ। ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ଶନିବାର ସନ୍ଧ୍ୟାରେ ଏଭଳି ଖବର ପ୍ରକାଶ ପାଇଛି।…
ଭାରତକୁ ସମର୍ଥନ କଲା ପାକିସ୍ତାନ! ଟ୍ରମ୍ପଙ୍କୁ ନେଇ କହିଦେଲା ବଡ଼କଥା…
ଇସଲାମବାଦ,୩୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ବିଶ୍ୱ ରାଜନୀତିରେ ଏକ ନୂତନ ମେଣ୍ଟ ସୃଷ୍ଟି ହେବା ଆରମ୍ଭ ହୋଇଛି। ଆତଙ୍କବାଦୀଙ୍କ ପାଇଁ ଆଶ୍ରୟସ୍ଥଳୀ ପାକିସ୍ତାନ ନୂତନ ମେଣ୍ଟରେ କୌଣସି ସ୍ଥାନରେ…
ଜାପାନରେ ମୋଦି ଖେଳିଲେ ବଡ଼ ଗେମ୍! ଟ୍ରମ୍ପ ଶୁଣିଲେ…
ନୂଆଦିଲ୍ଲୀ, ୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାପାନ ଗସ୍ତ ସମୟରେ ଜାରି ହୋଇଥିବା ମିଳିତ ବିବୃତ୍ତିରେ ଚଳିତ ବର୍ଷ ଶେଷରେ ଭାରତରେ ହେବାକୁ ଥିବା କ୍ୱାଡ ଲିଡର୍ସ ସମ୍ମିଳନୀର ଆନୁଷ୍ଠାନିକ ଘୋଷଣା କରାଯାଇଥିଲା। ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକା ସହିତ କ୍ୱାଡର…
ଜାପାନରୁ ଟ୍ରମ୍ପଙ୍କୁ ବଡ଼ ବାର୍ତ୍ତା ପଠାଇଲେ ମୋଦି, ଚାଇନାକୁ ନେଇ କହିଲେ…
ନୂଆଦିଲ୍ଲୀ, ୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କହିଛନ୍ତି ଯେ ବିଶ୍ୱ ଅର୍ଥନୈତିକ ବ୍ୟବସ୍ଥାରେ ସ୍ଥିରତା ଆଣିବା ପାଇଁ ଭାରତ ଏବଂ ଚାଇନା ଏକାଠି କାମ କରିବା ଗୁରୁତ୍ୱପୂର୍ଣ୍ଣ। ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ ପାରସ୍ପରିକ ସମ୍ମାନ, ସ୍ବାର୍ଥ…
ଟାରିଫ୍ ଉପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା, କୋର୍ଟ ଦେଲେ ବଡ଼ ଚ୍ୟାଲେଞ୍ଜ
ଓ୍ବାଶିଂଟନ,୩୦।୮: ଶନିବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋର୍ଟର ନିଷ୍ପତ୍ତିକୁ କଡ଼ା ବିରୋଧ କରିଛନ୍ତି। ଯାହା ତାଙ୍କର ଅଧିକାଂଶ ଟାରିଫ୍ ନୀତିକୁ ଅବୈଧ ଘୋଷଣା କରାଯାଇଛି। ଟ୍ରମ୍ପ କହିଛନ୍ତି ଯେ ତାଙ୍କର ଟାରିଫ୍ ନୀତି ଅକ୍ଷୁର୍ଣ୍ଣ ରହିଛି ଏବଂ ସେ ଏହି…
ମୋଦିଙ୍କ ଜାପାନ ଗସ୍ତ ମଧ୍ୟରେ କୋଟି କୋଟି ଟଙ୍କା କ୍ଷତି ସହିଲା ଆମେରିକା! ହାତରୁ ଗଲା ବଡ଼ ଡିଲ୍
ଓ୍ବାଶିଂଟନ୍,୨୯।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଯୁଦ୍ଧ ବିଶ୍ୱ ଅର୍ଥନୀତିରେ ହଇଚଇ ସୃଷ୍ଟି କରିଛି। ଭାରତ ଉପରେ ୫୦% ଟାରିଫ୍ ଲାଗୁ କରିବା ପଦକ୍ଷେପକୁ ବିଶ୍ୱବ୍ୟାପୀ ସମାଲୋଚନା କରାଯାଉଥିବା ବେଳେ, ଏବେ ଜାପାନ ମଧ୍ୟ ଆମେରିକାରେ $୫୫୦ ବିଲିୟନର ଏକ…
Archives


