Tag Archives: digapahandi

ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ: ୩ ଦିନ ପରେ ଗାଁ’ରେ ପହଞ୍ଚିଲା ମୃତଦେହ

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର ଦାଦନ ଶ୍ରମିକ ଏ.ଯୋଗେନ୍ଦ୍ର ପାତ୍ର (୪୫) ଟ୍ରେନରୁ ଖସି ମୃତ୍ୟୁ ବରଣ କରିଛନ୍ତି। ରାଜେନ୍ଦ୍ର ପ୍ରାୟ ୬ ମାସ ପୂର୍ବେ କାମ କରିବାକୁ ମହାରାଷ୍ଟ୍ର ଯାଇଥିଲେ। ସେ ସେଠାକାର…

ଜୁଆ ଆଡ୍ଡାରେ ଚଢାଉ ବେଳେ ଆକ୍ରମଣ, ମାମଲା ରୁଜୁ କଲା ପୋଲିସ       

ଦିଗପହଣ୍ଡି, ୧୯।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ସଦଳବଳେ ଭୀଷ୍ମଗିରି ଇଲାକାରେ ମଙ୍ଗଳବାର ସାନ୍ଧ୍ୟକାଳୀନ ପାଟ୍ରୋଲିଂ ସାରି ଫେରୁଥିବା ବେଳେ ଗ୍ରାମ ନିକଟ ଏକ ଆମ୍ବତୋଟାରେ ଗ୍ରାମର ରାଜା ମହାନ୍ତି, ଶରତ ବେହେରା ଏବଂ ସୁରେନ୍ଦ୍ର…

ଅଭାବନୀୟ ଘଟଣା: ଦାଦନ ଖଟିବାକୁ ଚେନ୍ନାଇ ଯାଉଥିବା ବେଳେ ଟ୍ରେନରୁ ଖସି ଓଡ଼ିଆ ଯୁବକଙ୍କ ମୃତ୍ୟୁ 

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଗୋପାଳପୁର ଗ୍ରାମର ଶ୍ରମିକ ଅଜିତ କୁମାର ଭୁଁୟା (୨୫) କାମ କରିବାକୁ ଟ୍ରେନରେ ଚେନ୍ନାଇ ଯାଉଥିବା ବେଳେ ଆନ୍ଧ୍ର ପ୍ରଦେଶ ପଲାସା ଷ୍ଟେସନ ନିକଟରେ ଟ୍ରେନରୁ ଖସି ମୃତ୍ୟୁବରଣ କରିଥିବା ଜଣାପଡିଛି।…

ଖେମୁଣ୍ଡି ଅଞ୍ଚଳ କାଳଞ୍ଜି ସମାଜ କୁଳଗୃହ ପ୍ରତିଷ୍ଠା ଉତ୍ସବ

ଦିଗପହଣ୍ଡି, ୯।୩(ଅଶେଷ ନାଥ ମିଶ୍ର): ନିଖିଳ ଉତ୍କଳ ଓଡ୍ରଖଣ୍ଡାୟତ କାଳଞ୍ଜି ସମାଜ ଚାଞ୍ଚଡାପଲ୍ଲୀ କୁଳଘର ପ୍ରତିଷ୍ଠା ଉତ୍ସବ ରବିବାର ମହାସମାରୋହରେ ଅନୁଷ୍ଠିତ ହୋଇଥିଲା।ଖେମୁଣ୍ଡି ଅଞ୍ଚଳ ପରିଷଦ ସଭାପତି ରାମନାଥ ବିଷୋୟୀଙ୍କ ତତ୍ୱାବଧାନରେ  ଆୟୋଜିତ କାର୍ଯ୍ୟକ୍ରମରେ ମହୁରୀ, ଆସ୍କା, କଇଁଣ୍ଡି ଅଞ୍ଚଳ ପରିଷଦ…

ବିଦ୍ୟାଳୟର ବାର୍ଷିକୋତ୍ସବ: ‘ଶୃଙ୍ଖଳା ହିଁ ସଫଳତାର ଚାବିକାଠି’

ଦିଗପହଣ୍ଡି,୫ା୩(ଅଶେଷ ନାଥ ମିଶ୍ର)” ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୂଷୁଣ୍ଡା ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ବୁଧବାର ପ୍ରଧାନଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।  ସହକାରୀ ଶିକ୍ଷକ ସୁଧାଂଶୁ ଶେଖର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ  ଦିଗପହଣ୍ଡି ସ୍ଥିତ…

ପଞ୍ଚାୟତ ସ୍ତରୀୟ ସୁଭଦ୍ରା ସଚେତନତା ଶୋଭାଯାତ୍ରା 

ଦିଗପହଣ୍ଡି,୫ା୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ବ୍ଳକ ଅଧିନସ୍ଥ ୨୫ ଟି ପଞ୍ଚାୟତରେ ସୁଭଦ୍ରା ଯୋଜନାର ସଫଳତା ନେଇ ବୁଧବାର ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ମହିଳା ଓ ଶିଶୁ ବିକାଶ…

ଦିଗପହଣ୍ଡିରେ ନୂତନ ତହସିଲଦାରଙ୍କ ଦାୟିତ୍ୱ ଗ୍ରହଣ 

ଦିଗପହଣ୍ଡି,୩ା୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ତହସିଲଦାର ଭାବେ ସନ୍ତୋଷ କୁମାର ସାହୁ ସୋମବାର ଅପରାହ୍ନରେ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡ଼ିଛି । ପୂର୍ବରୁ ଏଠାରେ ଥିବା ତହସିଲଦାର ଅନିତା କୁମାରୀ ସାହୁଙ୍କ ବୌଦ୍ଧ ତହସିଲ କାର୍ଯ୍ୟାଳୟକୁ ବଦଳି ହୋଇଯାଇଛି ।  ରାଜ୍ୟ…

କର୍କଟ ରୋଗ ନିରାକରଣ ସଚେତନତା 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗୁରୁବାର  କର୍କଟ ରୋଗ ନିରାକରଣ ସଚେତନତା ଏବଂ ରୋଗୀ ଚିହ୍ନଟ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ପ୍ରତିନିଧି ପଲ୍ଲବୀ ଗୌଡ଼  ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କଟକ ସ୍ଥିତ…

ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ: ‘ବିଷ ମଣିଷ’ ନାଟକ ମଞ୍ଚସ୍ଥ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ  ମଦନମୋହନପୁର ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ  ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ବ୍ଲକ ସହଗୋଷ୍ଠୀ ଶିକ୍ଷାଧିକାରୀ ବିଶ୍ରବା ପାଇକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ…

ବିଶ୍ଵଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପୂର୍ଣ୍ଣାହୁତି, ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ  

ଦିଗପହଣ୍ଡି,୧୨।୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ କଇଠଡା ପଞ୍ଚାୟତ କମଳାପୁର ଗ୍ରାମ ସ୍ଥିତ ଶ୍ରୀ କାଶୀ ବିଶ୍ୱନାଥ ଶୈବପୀଠ ପରିସରରେ ଗତ ୫ ତାରିଖ ଠାରୁ ଚାଲିଥିବା ବିଶ୍ଵଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ବୁଧବାର ଅପରାହ୍ନ ରେ ପୂର୍ଣ୍ଣାହୁତି ହୋଇଛି। ପୂର୍ଣ୍ଣାହୁତି…

ବ୍ଲକ ସ୍ତରୀୟ ଆଇନ ସଚେତନତା ସଭା, ମହିଳା ସୁରକ୍ଷା ଆଇନ, ଅଧିକାର ଉପରେ ଆଲୋଚନା

ଦିଗପହଣ୍ଡି,୧୨।୨(ଅଶେଷ ନାଥ ମିଶ୍ର): ରାଜ୍ୟ ମହିଳା କମିଶନଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଗଞ୍ଜାମ ଜିଲା ସମାଜ ମଙ୍ଗଳ କାର୍ଯ୍ଯାଳୟ ସହଯୋଗରେ ଦିଗପହଣ୍ଡି ପୁଞ୍ଜିକୟାଁ ଛକ ସ୍ଥିତ ନନ୍ଦିଘୋଷ କଲ୍ଯାଣ ମଣ୍ଡପରେ ଦିଗପହଣ୍ଡି ବ୍ଲକ ସ୍ତରୀୟ ଆଇନ ସଚେତନତା ସଭା ବୁଧବାର ଅନୁଷ୍ଠିତ…

ସମ୍ପତ୍ତି ପାଇଁ ବିବାଦ: ମୃତ୍ୟୁର ୧୪ ଘଣ୍ଟା ପରେ କରାଗଲା ଅନ୍ତିମ ସଂସ୍କାର                   

ଦିଗପହଣ୍ଡି, ୯ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସମ୍ପତ୍ତି ପାଇଁ ବିବାଦ କାରଣରୁ ଗ୍ରାମର ନିଃ ସନ୍ତାନ ମହିଳା ଏସ. ସାକିଲି ରେଡ୍ଡୀ ମୃତ୍ୟୁବରଣ କରିବା ପରେ ମରଶରୀରକୁ ସଂସ୍କାର କରାନଯାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri