ମୁଖ୍ୟରାସ୍ତାରେ ଛାତିଏ ପାଣି, ଘରେ ପଶିଲା ବନ୍ୟାଜଳ: ଦିଗପହଣ୍ଡି NAC ବୁଲି ସ୍ଥିତି ପରଖିଲେ ବିଧାୟକ, ସାହି-ବସ୍ତି ବୁଲି…
ଦିଗପହଣ୍ଡି, ୨୯।୧୦ (ଅଶେଷ ନାଥ ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଗାଣ ପ୍ରବଳ ବର୍ଷା ଯୋଗୁ ଦିଗପହଣ୍ଡି ଏନ୍ଏସି (NAC) ଅଞ୍ଚଳରେ ବ୍ୟାପକ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ସୋମବାର ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ବର୍ଷା ଯୋଗୁ ସମଗ୍ର…

