Tag Archives: Dharitri Fursat

‘ଯଦି ମୋ’ ଭାଇକୁ ମାର ତେବେ…’ ; ସାନ ଭାଇ ପାଇଁ ମା’ ସହ ଝଗଡ଼ା କରୁଛି କୁନିଝିଅ, Video ଦେଖିଲେ ଆଖିରେ ଆସିବ ଲୁହ

କଥାରେ ଅଛି ‘ବଚ୍ଚେ ମନ୍‌କେ ସଚ୍ଚେ’। ଅର୍ଥାତ ଛୋଟ ପିଲାଙ୍କ ମନ ଛନ୍ଦ କପଟରୁ ବହୁ ଊର୍ଦ୍ଧ୍ୱରେ ଥାଏ। ବିଶେଷକରି ଭାଇ ଭଉଣୀଙ୍କ ମଧ୍ୟରେ ପିଲାଟି ଦିନରୁ ନିଆରା ସମ୍ପର୍କ ଥାଏ। କିଏ କିଏ ମାର୍‌ପିଟ୍‌ ତ କେହି କେହି ସ୍ନେହର…

ମହିଳାଙ୍କ ପେଟରୁ ବାହାରିଲା ୨ କେ.ଜି.ର ଚୁଟି

ବରେଲି: ଉତ୍ତରପ୍ରଦେଶର ବରେଲି ଜିଲା କରଗୈନା ଅଞ୍ଚଳରେ ରହୁଥିବା ଜଣେ ୩୧ ବର୍ଷିୟା ମହିଳା ଲମ୍ବା ସମୟ ଧରି ପେଟ ଯନ୍ତ୍ରଣାରେ ପୀଡ଼ିତ ଥିଲେ। ସେ ତାଙ୍କର ଚିକିତ୍ସା କରାଇବା ପାଇଁ ବରେଲିର ମହାରାଣା ପ୍ରତାପ ଜିଲା ଚିକିତ୍ସାଳୟରେ ପହଞ୍ଚିଥିଲେ। ପେଟର…

ଅଣ୍ଡା ବିକି କୋଟିପତି

ବେଙ୍ଗାଲୁରୁ: ସାଧାରଣତଃ କୁକୁଡ଼ା ଫାର୍ମଗୁଡ଼ିକରେ ବଡ଼ ବଡ଼ ପିଞ୍ଜରା ମଧ୍ୟରେ ବହୁ ଶହ କୁକୁଡ଼ାଙ୍କୁ ବନ୍ଦ କରି ରଖାଯାଇଥାଏ। ତେବେ ଏହି ପାରମ୍ପରିକ ପଦ୍ଧତି ପରିବର୍ତ୍ତେ ଏକ ନୂତନ ଢଙ୍ଗରେ କୁକୁଡ଼ା ଚାଷ କରି ମଞ୍ଜୁନାଥ ମାରାପନ୍‌ ଏବଂ ଅଶୋକ କନ୍ନନ୍‌…

ବୁଲଡୋଜର-ଜେସିବି ମଧ୍ୟରେ ତଫାତ ଜାଣନ୍ତି କି? ଉତ୍ତର ନା ହୋଇଥିଲେ ଜାଣି ନିଅନ୍ତୁ…

ଆପଣ ନିଶ୍ଚିତ ଭାବେ ମାଟି ଖୋଳୁଥିବା ବେଳେ ଜେସିବି ନଚେତ ବୁଲଡୋଜରକୁ ଦେଖିଥିବେ। ହେଲେ କ’ଣ ଆପଣ ଉଭୟଙ୍କ ମଧ୍ୟରେ ଫରକ କ’ଣ ଜାଣନ୍ତି କି? ଯଦି ଆପଣ ଜାଣି ନାହାନ୍ତି ତେବେ ଆଜି ସେ ବିଷୟରେ ଜଣାଇବୁ। ବୁଲଡୋଜର ଏକ…

କୋଲକାତା ଲଜ୍ଜା: ସନ୍ଦୀପ ଘୋଷ୍‌ଙ୍କୁ ନିଲମ୍ବନ କଲା ଆଇଏମ୍‌ଏ

କୋଲକାତା,୨୮ା୮: କୋଲକାତା ଆର୍‌ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ବୁଧବାର ତାଙ୍କ ସଦସ୍ୟତା ପଦରୁ ନିଲମ୍ବନ କରିଛି ଆଇଏମ୍‌ଏ। ରାଷ୍ଟ୍ରୀୟ ସଭାପତି ଡ. ଆର୍‌.ଭି ଅଶୋକନଙ୍କ ଦ୍ୱାରା ଗଠିତ ଅନୁଶାସନ କମିଟି, ଆଇଏମ୍‌ଏ ଏଚ୍‌କ୍ୟୁଏସ୍‌ର ସର୍ବସମ୍ମତି କ୍ରମେ…

ସ୍ବାମୀ ପ୍ରେମିକାଙ୍କ ସହ ଘରେ ଥିବା ବେଳେ ପୋଲିସ ନେଇ ପହଞ୍ଚିଗଲେ ସ୍ତ୍ରୀ, ପରେ ଯାହା ହେଲା ଦେଖିଲେ…

ବର୍ତ୍ତମାନ ସମୟରେ ବିବାହ ପରେ ଅନୈତିକ ସମ୍ପର୍କ ରଖିବା ମାମଲା ବୃଦ୍ଧି ପାଇବାରେ ଲାଗିଛି। ସେମାନଙ୍କ ମଧ୍ୟରୁ କିଛି ଧରାପଡ଼ୁଥିବାର ଭିଡିଓ ସାମ୍ନାକୁ ଆସିଥାଏ। ଏହି କ୍ରମରେ ଏବେ ଜଣେ ସ୍ବାମୀଙ୍କ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ପତ୍ନୀଜଣଙ୍କ ସ୍ବାମୀଙ୍କୁ ଅନ୍ୟ…

ଅନଲାଇନ୍‌ରେ ମଗାଇଥିଲେ ସାମଗ୍ରୀ, ପାର୍ସଲରୁ ବାହାରିଲା ବିଷଧର ନାଗ; ଭିଡିଓ ଦେଖିଲେ…

‘ଆମାଜନ’ରେ ମଗାଇଥିଲେ ସାମଗ୍ରୀ। ହେଲେ ପାର୍ସଲ ଖୋଲିବା ବେଳକୁ ଉଡିଗଲା ହୋସ। କାରଣ ସେଥିରୁ ଅନ୍ୟ ସାମଗ୍ରୀ ନୁହେଁ ବରଂ ଏକ ଜିଅନ୍ତା ସାପ ବାହାରିଥିଲା। ଏଭଳି ଏକ ଚକିତ କଲା ଭଳି ଘଟଣା ବାଙ୍ଗାଲୁରୁରୁ ଆସିଛି। ଏଠାରେ ଏକ ପରିବାର…

ପ୍ରଥମ ଥର ପାଇଁ ମା’ଙ୍କୁ ଏଟିଏମ୍‌ରୁ ଟଙ୍କା ବାହାର କରିବା ଶିଖାଇଲେ ଝିଅ, ଦୃଶ୍ୟ ଦେଖି ଆଖିରେ ଆସୁଛି ଲୁହ-Video

ଆଜିକାଲିର ସମାଜକୁ ଦେଖିଲେ ଏଭଳି କହିବା ଠିକ ହେବ ଯେ ଆମମାନଙ୍କର ମା’ ହେଉଛନ୍ତି ଅନ୍ତିମ ଜେନେରେଶନ୍‌, ଯାହାଙ୍କୁ ମୋବାଇଲ ଏବଂ ଅନ୍ୟ ଆଧୁନିକ ଉପକରଣ ଚଳାଇ ଆସେନା। ଏହାର ଅନେକ ଭିଡିଓ ଏବଂ ପ୍ରମାଣ ଆପଣ ଦେଖିପାରନ୍ତି। ଆଜି ଆମେ…

ଆଖି ବୁଜିଲା କାବୋସୁ,ମେମେ ଜଗତରେ ପକାଇଥିଲା ଚହଳ

ସୋସିଆଲ ମିଡିଆରେ ଲୋକପ୍ରିୟ ଜାପାନୀ କୁକୁର ‘କାବୋସୁ’ର ମୃତ୍ୟୁ ହୋଇଛି। ତାକୁ ୧୯ ବର୍ଷ ହୋଇଥିଲା। ଏକ ବ୍ଲଗ୍‌ ପୋଷ୍ଟରେ ତାର ମୃତ୍ୟୁକୁ ନେଇ ମାଲିକ ସୂଚନା ଦେଇଛନ୍ତି। କାବୋସୁକୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ମେ’ ୨୬ରେ ବିଦାୟୀ ସମାରୋହ ଆୟୋଜନ…

ଜୁନ୍‌ ୩ରେ ଆକାଶରେ ଧାଡ଼ିବାନ୍ଧିବେ ୬ ଗ୍ରହ, ଭୋରରେ ଦେଖିହେବ ଏହି ବିରଳ ଜାଗତିକ ଦୃଶ୍ୟ

ଜୁନ୍‌ ୩ରେ ସୌରଜଗତର ୬ ଗ୍ରହ ଗୋଟିଏ ଧାଡ଼ିରେ ଦୃଶ୍ୟ ହେବେ। ସେଦିନ ଭୋର ସମୟର ଆକାଶରେ ଏହି ବିରଳ ଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ଜ୍ୟୋତିର୍ବିଜ୍ଞାନୀମାନଙ୍କ କହିବା ଅନୁଯାୟୀ ଏକସଙ୍ଗେ ବୁଧ, ମଙ୍ଗଳ, ବୃହସ୍ପତି, ଶନି,…

ପୋଲିସ କୁକୁରଙ୍କୁ ଏଭଳି ଦିଆଯାଏ କଡ଼ା ଟ୍ରେନିଂ,Video ଦେଖିଲେ ହେବେ ଚକିତ…

ପୋଲିସ ଏବଂ ଯବାନମାନଙ୍କ ଟ୍ରେନିଂ ବହୁତ କଷ୍ଟକର। ଫିଲ୍ମରେ ସାଧାରଣତଃ ଏହି ଟ୍ରେନିଂର କିଛି ଦୃଶ୍ୟ ଦେଖାଯାଇଥାଏ, ଯେଉଁଥିରେ ଦଉଡ଼ି ଲଗାଇ ଝୁଲିବାଠାରୁ ବନ୍ଧୁକ ଚଳାଇବାର ଦୃଶ୍ୟ ରହିଥାଏ। ହେଲେ କ’ଣ ଆପଣ କେବେ ପୋଲିସ ଏବଂ ସେନାରେ କାମ କରୁଥିବା…

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା ରହିଛି। ଜାଣି ଆଶ୍ଚର୍ଯ୍ୟ ହେବେ ଅନେକ ଥର ଠେକୁଆ ନିଜ ପିଲାଙ୍କୁ ଖାଇ ଯାଏ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri