Tag Archives: Delhi

ହସ୍ପିଟାଲ୍‌ ଭିତରେ ପଶିଲା ପାଣି, ଅପରେସନ୍‌ ବନ୍ଦ

ପାଟନା, ୨୮।୦୬: ଶୁକ୍ରବାର ଦିଲ୍ଲୀରେ ପ୍ରବଳ ବର୍ଷା ହେତୁ ରାଜଧାନୀ ଜଳମଗ୍ନ ହୋଇଛି । ରାସ୍ତାଘାଟ ପାଣିରେ ଭରି ରହିଥିବାରୁ ଗାଡ଼ିଗୁଡ଼ିକ ଯାଇ ନପାରି ରାସ୍ତା ଜମ୍‌ ଭଳି ସମସ୍ୟା ସୃଷ୍ଟି ହୋଇଛି । ଅନ୍ୟପଟେ ହସ୍ପିଟାଲ୍‌ ମଧ୍ୟ ପ୍ରଭାବିତ ହୋଇଛି…

ରାଜଧାନୀକୁ ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଆଲର୍ଟ

ନୂଆଦିଲ୍ଲୀ, ୨୪।୬: ଦେଶର ରାଜଧାନୀରେ ଏକ ସପ୍ତାହ ଧରି ବର୍ଷା ହେବା ନେଇ ଜଣାପଡ଼ିଛି । ଏନେଇ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । ଗତ କିଛିଦିନ ଧରି ଦିଲ୍ଲୀରେ ପ୍ରବଳ ଗରମ ଅନୁଭୂତ ହୋଉଥିଲା । ଯାହାକୁ ନେଇ…

ନିଆଁ ଲିଭା ମେଶିନ୍‌ ପ୍ରସ୍ତୁତକାରୀ କମ୍ପାନୀରେ ନିଆଁ, ୮ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୨।୬: ଗୁରୁଗ୍ରାମର ଦୌଲତାବାଦ ବ୍ୟବସାୟିକ ଅଞ୍ଚଳରେ ଥିବା ନିଆଁ ଲିଭା ମେଶିନ୍‌ ପ୍ରସ୍ତୁତକାରୀ କମ୍ପାନୀରେ ନିଆଁ ଲାଗିଛି । ଏହି କମ୍ପାନୀରେ ଶୁକ୍ରବାର ମଧ୍ୟ ରାତ୍ରିରେ ନିଆଁ ଲାଗିବା କାରଣରୁ ୮ ଜଣ ଶ୍ରମିକଙ୍କର ପ୍ରାଣ ଯାଇଥିବା ବେଳେ ୬…

୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରୁ ମିଳିଲା ୧୪ ମୃତଦେହ

ନୂଆଦିଲ୍ଲୀ, ୧୯।୬: ରାଜଧାନୀ ଦିଲ୍ଲୀର ନୋଇଡ଼ା ଅଞ୍ଚଳରୁ ୧୪ଟି ମୃତଦେହ ମିଳିଛି । ସନ୍ଦିଗ୍ଧ ଅବସ୍ଥାରେ ବିଭିନ୍ନ ସ୍ଥାନରୁ ଏହି ମୃତଦେହଗୁଡ଼ିକ ମିଳିଛି । ଲୁ ଏବଂ ହିଟ୍‌ୱେଭ୍‌ କାରଣରୁ ଏମାନଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । କିନ୍ତୁ ପୋଷ୍ଟମର୍ଟମ…

ଇଣ୍ଡିମେଣ୍ଟର ବଡ଼ ବଡ଼ ନେତାଙ୍କୁ ଚିଠି ଲେଖିଲେ ଶ଼୍ବାତୀ

ନୂଆଦିଲ୍ଲୀ, ୧୮।୬: ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ଏମ୍‌ପି ଶ଼୍ବାତୀ ମାଲୱଲ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆବାସରେ ହୋଇଥିବା ଘଟଣା ପରେ ପୁଣି ସେ ମିଡିଆ ସାମ୍ନାକୁ ଆସିଛନ୍ତି ।…

ଫ୍ଲାଇଟ୍‌ରେ ବୋମା, ବିମାନ ବନ୍ଦରକୁ ଆସିଲା ମେଲ୍‌

ନୂଆଦିଲ୍ଲୀ, ୧୮।୬: ରାଜଧାନୀ ଦିଲ୍ଲୀରୁ ମୁମ଼୍ବାଇ ଯିବାକୁ ଥିବା ଏକ ବିମାନରେ ବୋମା ଥିବା ନେଇ ଧମକ ମିଳିଥିବା ଖବର ସାମ୍ନାକୁ ଆସିଛି । ଜୁନ୍‌ ୧୭ ତାରିଖ ଅର୍ଥାତ ସୋମବାର ସକାଳ ୯.୩୫ ମିନିଟ୍‌ରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ…

ଏୟାରପୋର୍ଟରୁ କଟିଗଲା ବିଜୁଳି, ଗରମରେ ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ, ୧୭।୬: ଦେଶର ରାଜଧାନୀ ଦିଲ୍ଲୀରେ ବିଜୁଳି ସମସ୍ୟା ଲାଗି ରହିଛି । ଏହାର ପ୍ରଭାବ ବିମାନ ବନ୍ଦରରେ ମଧ୍ୟ ଦେଖିବାକୁ ମିଳିଛି । ଦେଶର ଗୁରୁତ଼୍ବପୂର୍ଣ୍ଣ ଆନ୍ତର୍ଜାତିକ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ବିଜୁଳି ଚାଲିଯିବାରୁ ଯାତ୍ରୀମାନେ ପ୍ରବଳ ସମସ୍ୟାର…

ରାଜଧାନୀରେ ଜଳ ସଙ୍କଟ ମାମଲା, ସୁପ୍ରିମ୍‌କୋର୍ଟ କହିଲେ…

ନୂଆଦିଲ୍ଲୀ, ୧୩।୬: ଦିଲ୍ଲୀରେ ଜଳ ସଙ୍କଟ ସମ୍ପର୍କିତ ସରକାରଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ରାଜ୍ୟମାନଙ୍କ ମଧ୍ୟରେ ଯମୁନା ନଦୀ ଜଳ ବଣ୍ଟନ ସହ ଜଡିତ ମାମଲା ଏକ ଜଟିଳ ତଥା ସମ୍ବେଦନଶୀଳ ପ୍ରସଙ୍ଗ। ସୁପ୍ରିମକୋର୍ଟଙ୍କ ପାଖରେ ଏହାର ବଣ୍ଟନ…

ହସ୍ପିଟାଲ୍‌କୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ

ନୂଆଦିଲ୍ଲୀ, ୧୨।୬: ଦେଶର ରାଜଧାନୀ ପରେ ଏବେ ଚଣ୍ଡିଗଡ଼ର ସେକ୍ଟର-୩୨ର ମେଣ୍ଟାଲ ହେଲ୍‌ଥ ହସ୍ପିଟାଲ ଏବଂ ମେଡିକାଲ କଲେଜକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ଏପରି ଖବର ପରେ ହସ୍ପିଟାଲ୍‌ରେ ଧାଆଁ ଦୌଡ଼ ଦେଖିବାକୁ ମିଳିଛି । ହସ୍ପିଟାଲର…

ରାଜଧାନୀରେ ପୁଣି ଦେଖାଦେଲା ଆଉ ଏକ ସମସ୍ୟା

ନୂଆଦିଲ୍ଲୀ, ୧୧।୬: ପାଣି ପାଇଁ ହଇରାଣ ହେଉଥିବା ରାଜଧାନୀ ଦିଲ୍ଲୀ ବାସିନ୍ଦା ଏବେ ଆଉ ଗୋଟିଏ ସମସ୍ୟାରେ ପଡ଼ିଛନ୍ତି । ଦିଲ୍ଲୀର କିଛି ଅଞ୍ଚଳରେ ଏବେ ବିଜୁଳି ସମସ୍ୟା ଦେଖାଦେଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ଅତିଶୀ । ଉତ୍ତର ପ୍ରଦେଶର ମଣ୍ଡୋଲାରେ…

ରାଜଧାନୀର ଏହି ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୮ା୬: ରାଜଧାନୀ ଦିଲ୍ଲୀର ନରେଲା ଇଣ୍ଡଷ୍ଟ୍ରିଆଲ୍‌ ଅଞ୍ଚଳରେ ଶନିବାର ସକାଳୁ ଏକ ଫ୍ଟ୍ୟାକ୍ଟ୍ରିରେ ଭୀଷଣ ନିଆଁ ଲାଗିଛି । ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲ୍‌ରେ…

ପୁଣି ରାଜଧାନୀର ଏକ ହସ୍ପିଟାଲ୍‌ରେ ଲାଗିଲା ଭୟଙ୍କର ନିଆଁ

ନୂଆଦିଲ୍ଲୀ,୫ା୬: ଦେଶର ରାଜଧାନୀରେ ଭୟଙ୍କର ନିଆଁ। ପୁଣିଥରେ ଦିଲ୍ଲୀର ଏକ ହସ୍ପିଟାଲରେ ନିଆଁ ଲାଗିଛି। ଲଜପତ୍‌ ନଗର ଅନ୍ତର୍ଗତ ଏହି ହସ୍ପିଟାଲର ଲିଫ୍ଟରେ ନିଆଁ ଲାଗିଥିବା ବେଳେ ଏହାକୁ ଲିଭାଇବା ପାଇଁ ୧୬ଟି ଅଗ୍ନିଶମ ଗାଡ଼ି ଅପରେସନ୍‌ରେ ଲାଗିଛି। ପ୍ରାଥମିକ ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?