ବାପଘରକୁ ଯିବା ପାଇଁ ସ୍ବାମୀଙ୍କୁ ମାଗିଲେ ଗାଡ଼ିଭଡ଼ା, ନ ଦେବାରୁ ସ୍ତ୍ରୀ ନେଲେ ଚରମ ନିଷ୍ପତ୍ତି
ପାଟଣା,୨୮ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଖଡ଼ିକାପଦା ପଞ୍ଚାୟତ ଗୋହିରା ସାହି ଜଙ୍ଗଲ ନିକଟରେ ଥିବା ମହୁଲ ଗଛରୁ ରବିବାର ସକାଳୁ ପାଟଣା ପୋଲିସ ଜଣେ ୧୯ ବର୍ଷୀୟା ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ମୃତକ...
୨ ଥର ମରି ବଞ୍ଚିଛନ୍ତି ଏହି ମହିଳା, ଏମିତି କଥା କହିଲେ ଯାହା ଜାଣିଲେ ହେବେ ଆଶ୍ଚର୍ଯ୍ୟ
ମୃତ୍ୟୁ ପରେ କିଏ ବଞ୍ଚେ? ଏହା କେବଳ ଫିଲ୍ମର କାହାଣୀରେ ଘଟିଥାଏ। ମାତ୍ର ବାସ୍ତବ ଜୀବନରେ ଜଣେ ମହିଳାଙ୍କ କ୍ଷେତ୍ରରେ ଏହା ଘଟିଛି। ତାହା ପୁଣି ଥରେ ନୁହଁ ୨ ଥର। ସେ ମରି କି ବଞ୍ଚିଛନ୍ତି। ଏକଥା ଆମେ...
ଏମିତି ବି ଆସେ ମୃତ୍ୟୁ: ଆକାଶରୁ ଖସିଲା… ଦାନ୍ତ ଘଷୁଘଷୁ ଚାଲିଗଲା ଜୀବନ
ବଲାଙ୍ଗୀର,୧ା୮(ସୁନୀଲ ମହାନ୍ତି): ମୃତ୍ୟୁ କେତେବେଳେ କାହାକୁ କେଉଁ ରୂପରେ ଆସିବ ତାହା କେହି କହିପାରିବେନି। ଦାନ୍ତ ଘଷୁଘଷୁ ଆକାଶରୁ ପଡ଼ିଲା ମୃତ୍ୟୁର ଫାଶ ଆଉ ତା’ପରେ ଚାଲିଗଲା ଜଣେ ବୃଦ୍ଧଙ୍କ ଜୀବନ। ଏପରି ଏକ ଅଭାବନୀୟ ଘଟଣା ଘଟିଛି, ବଲାଙ୍ଗୀର...
ହୋଲିରେ ଅଘଟଣ: ରଙ୍ଗ ଖେଳି ଗାଧୋଇବା ବେଳେ ନଦୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା
ଭବାନୀପାଟଣା,୧୫ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଶନିବାର ହୋଲି ପର୍ବରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସହର ନିକଟିସ୍ଥ ହାତୀ ନଦୀକୁ ଗାଧୋଇବାକୁ ଯାଇଥିବା ଜଣେ ଯୁବକ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ମୃତ ଯୁବକଙ୍କ...
ଅକାଳରେ ଝଡ଼ିଗଲେ ଦୁଇ ଭଉଣୀ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ
କେନ୍ଦୁଝର,୧୩ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପାଟଣା ବ୍ଲକ ବୁଢ଼ୀକାପୁଡ଼ି ପଞ୍ଚାୟତ ଅଧିନସ୍ଥ ପୁରନ୍ଦରପୁର ଗାଁରେ ଦୁଇ ଭଉଣୀଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ଟଙ୍କଧର ମହାରଣାଙ୍କର ମୃତ ଦୁଇ ନାବାଳିକା ଝିଅ ହେଲେ ଇତିଶ୍ରୀ (୪) ଏବଂ ଲିପି (୨)। ୨...
ହୋଟେଲ ପାର୍କିଂରେ ଥିବା କାର୍ରୁ ମିଳିଲା ଲୋକପ୍ରିୟ ଅଭିନେତାଙ୍କ ମୃତଦେହ, ପ୍ରଶଂସକ ସ୍ତବ୍ଧ
ମାଲାୟାଲମ ସିନେମାଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଲୋକପ୍ରିୟ ଅଭିନେତା ବିନୋଦ ଥୋମସଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଏକ ହୋଟେଲ ପାର୍କିଂରେ ଥିବା କାର୍ରୁ ତାଙ୍କ ମୃତଦେହ ଜବତ କରାଯାଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର...
ପରଲୋକରେ ଦକ୍ଷିଣ ଭାରତୀୟ ସିନେମାର ଖ୍ୟାତନାମା ଅଭିନେତା-କମେଡିଆନ୍
ହାଇଦ୍ରାବାଦ: ପରଲୋକରେ ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତା ତଥା କମେଡିଆନ୍ ମଲ୍ଲମପଲ୍ଲୀ ଚନ୍ଦ୍ର ମୋହନ। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଚନ୍ଦ୍ର ମୋହନ ଦୀର୍ଘଦିନ ଧରି ହୃଦ୍ରୋଗରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ହେଲେ...
ଟ୍ରେନ୍ଲାଇନରେ କଟି ମହିଳା କର୍ମଚାରୀ ମୃତ
ଯାଜପୁର ଅଫିସ, ୨୫।୫: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ନିଳାଚଳ ଇସ୍ପାତ ନିଗମ ପରିସରରେ ରେଳଲାଇନରେ କଟି ଶନିବାର ପୂର୍ବାହ୍ନ ୯ଟାରେ ଏସ୍ଏମ୍ଏସ୍ ବିଭାଗରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ କବାଟବନ୍ଧ ଅଞ୍ଚଳର ଅନଙ୍ଗମଞ୍ଜରୀ...
ଅଂଶୁଘାତରେ ବୃଦ୍ଧାଙ୍କ ଜୀବନଗଲା
ହାଟଡ଼ିହୀ, ୨୨।୫(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଜମ୍ଭରା ଶାଳବଣୀ ସାହିର ଜଣେ ବୃଦ୍ଧାଙ୍କର ବୁଧବାର ଅଂଶୁଘାତରେ ମୃତ୍ୟୁ ଘଟିଛି। ସେ ହେଲେ ହଳଧର ନାୟକଙ୍କ ସ୍ତ୍ରୀ ସୁକାନ୍ତି(୬୫)। ସୁକାନ୍ତି ନିଜ ବଗିଚାରେ କାମ କରୁଥିବା ବେଳେ ହଠାତ୍ ଚେତାଶୂନ୍ୟ...
Archives


