ଫାଇନାଲ ହେଲା ଡିଲ୍? ପରମାଣୁ ଅସ୍ତ୍ର ନିର୍ମାଣ କରିବ ନାହିଁ ଇରାନ; ତେଲ କଟକଣା ବି ପ୍ରତ୍ୟାହାର ତେହରାନ,୧୪।୬: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା ସମ୍ପର୍କରେ ବିଭିନ୍ନ ବିବରଣୀ ସାମ୍ନାକୁ ଆସିଛି। ଜଣେ ବରିଷ୍ଠ ଇରାନୀ ଅଧିକାରୀ ଏକ ସମ୍ବାଦ ସଂସ୍ଥାକୁ କହିଛନ୍ତି ଯେ ଆମେରିକା ସହିତ ଏକ ଚୁକ୍ତି ପାଇଁ ବୁଝାମଣାପତ୍ର (ଏମଓୟୁ)ର ଚୂଡ଼ାନ୍ତ…