କାକୁଡି ସହ ଖାଆନ୍ତୁନି ଏହି ୫ ଖାଦ୍ୟ, ନଚେତ ହୋଇପାରେ ବହୁତ ବଡ଼ କ୍ଷତି କାକୁଡି ଏକ ଲାଭଦାୟକ ଫଳ, ଯାହା ଗ୍ରୀଷ୍ମ ଋତୁରେ ଶରୀରକୁ ଥଣ୍ଡା କରିଥାଏ, କିନ୍ତୁ କିଛି ଖାଦ୍ୟ ସହିତ ଏହାକୁ ଖାଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଜାଣନ୍ତୁ, ଏହି ଖାଦ୍ୟ ସହିତ କାକୁଡ଼ି ଖାଇବାଠାରୁ ଦୂରେଇ ରହିବା ଉଚିତ।...