Tag Archives: cricket

ଶ୍ରୀଲଙ୍କାରେ ଏ କ’ଣ ହେଲା? ସିରିଜ ଆରମ୍ଭ ପୂର୍ବରୁ ସର୍ବସମ୍ମୁଖରେ ଭାବବିହ୍ବଳ ହେଲେ ଗମ୍ଭୀର,Video

ନୂଆଦିଲ୍ଲୀ,୨୭।୭: ଟିମ୍‌ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତର ଆରମ୍ଭ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ମୁକାବିଲାରୁ ହେବାକୁ ଯାଉଛି। ଗମ୍ଭୀର ଏହି ସିରିଜ ସହ ହେଡ୍‌ କୋଚ୍‌ ଭାବେ ଇନିଂସ ଆରମ୍ଭ କରିବେ। ଗମ୍ଭୀର ରାହୁଲ ଦ୍ରାବିଡଙ୍କ ସ୍ଥାନ ନେଇଛନ୍ତି। ଗତ...

ଭବିଷ୍ୟତରେ ଟିମ୍‌ ଇଣ୍ଡିଆର ୩ ଫର୍ମାଟର ଅଧିନାୟକ ହେବେ ଗିଲ! ଟି୨୦- ଦିନିକିଆ ପରେ ଏବେ…

ନୂଆଦିଲ୍ଲୀ,୨୬।୭: ଭାରତୀୟ କ୍ରିକେଟ ଟିମ୍‌ର ୨୪ ବର୍ଷୀୟ ଓପନର ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଦିନିକିଆ ଏବଂ ଟି୨୦ରେ ଭାରତର ଉପଅଧିନାୟକ ନିଯୁକ୍ତ କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଏହି ସିରିଜ ଲାଗି ଟି୨୦ ଅଧିନାୟକ ଏବଂ...

କ୍ୟାପ୍ଟେନ୍‌ଙ୍କ ଆଗରେ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ହେଲେ ନମ଼୍ବର ୧

ନୂଆଦିଲ୍ଲୀ, ୨୬।୦୭: ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ରେ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ଭାବେ ବ୍ୟଟ୍ସମ୍ୟାନ୍‌ ହରମନ୍‌ପ୍ରୀତ କୌରଙ୍କ ନାମରେ ରେକର୍ଡ ରହିଥିଲା । ହେଲେ ବର୍ତ୍ତମାନ ଏହି ରେକର୍ଡ ଭାଙ୍ଗିଛି । ସ୍ମୃତି...

ବାଂଲାଦେଶକୁ ହରାଇ ଫାଇନାଲ୍‌ରେ ପ୍ରବେଶ କଲା ଭାରତ, ପାକିସ୍ତାନ ସହ ହୋଇପାରେ ବଡ଼ ମୁକାବିଲା

ନୂଆଦିଲ୍ଲୀ,୨୬।୦୭: ବାଂଲାଦେଶକୁ ୧୦ ୱିକେଟ୍‌ରେ ହରାଇ ଭାରତୀୟ ଟିମ୍‌ ମହିଳା ଏସିଆ କପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି । ଫାଇନାଲ୍‌ରେ ଇଣ୍ଡିଆ ଟିମ୍‌ ପାକିସ୍ତାନକୁ ଭେଟିପାରେ । ସେମିଫାଇନାଲରେ ପାକିସ୍ତାନୀ ଦଳ ଆୟୋଜକ ଶ୍ରୀଲଙ୍କାକୁ ଭେଟିବ । ବାଂଲାଦେଶର ୮୧ ରନର...

ଜାରି ହେଲା ଆଇସିସି ଟେଷ୍ଟ ରାଙ୍କିଙ୍ଗ୍‌, ତଳକୁ ଖସିଲେ ରୋହିତ

ନୂଆଦିଲ୍ଲୀ,୨୪।୦୭: ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳା ଯାଇଥିବା ଦ଼୍ବିତୀୟ ଟେଷ୍ଟ ମ୍ୟାଚ୍‌ ପରେ ଆଇସିସି ପକ୍ଷରୁ ଟେଷ୍ଟ ମାନ୍ୟତା ଜାରି କରାଯାଇଛି । ଇଂଲଣ୍ଡର ପୂର୍ବତନ କ୍ୟାପ୍ଟେନ୍‌ ଜୋ ରୁଟ୍‌ ଏକ ନମ଼୍ବର ସ୍ଥାନରେ ରହିପାରନ୍ତି ବୋଲି ପୂର୍ବରୁ...

ଛକା ପରେ ଛକା ବର୍ଷା, ନୂଆ ରେକର୍ଡ କଲେ ଏହି ଖେଳାଳି

ନୂଆଦିଲ୍ଲୀ, ୨୨।୦୭: ଶ୍ରୀଲଙ୍କାରେ ବର୍ତ୍ତମାନ ଏସିଆ କପ୍‌ (ମହିଳା) ଜାରି ରହିଛି । ୮ଟି ଟିମ୍‌ ଏଥିରେ ଭାଗ ନେଇଥିବା ବେଳେ ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ ମଧ୍ୟ ଏଥିରେ ସାମିଲ୍‌ ରହିଛନ୍ତି । ହରମନ୍‌ପ୍ରୀତ୍‌ଙ୍କ ଅଧିନାୟକତ଼୍ବରେ ଭାରତୀୟ ଦଳ...

ଏସିଆ କପ୍‌ରେ ଭାରତୀୟ ଟିମ୍‌କୁ ଲାଗିଲା ବଡ଼ ଝଟ୍‌କା, ବାଦ୍‌ ପଡ଼ିଲେ ଏହି ଖେଳାଳି

ନୂଆଦିଲ୍ଲୀ, ୨୧।୭: ଶ୍ରୀଲଙ୍କାରେ ଖେଳା ଯାଉଥିବା ଟି-୨୦ ଏସିଆ କପ୍‌ରେ ଭାରତୀୟ ମହିଳା ଟିମ୍‌କୁ ବଡ଼ ଝଟ୍‌କା ଲାଗିଛି । ହରମାନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ କରିଛି । ପାକିସ୍ତାନ ବିପକ୍ଷ...

ଗମ୍ଭୀରଙ୍କ ସହକାରୀ ହୋଇପାରନ୍ତି ନାୟାର, ଡୋସ୍‌ଚେଟ

ନୂଆଦିଲ୍ଲୀ,  ୨୧।୭ (ପି.ଟି.): ଜୁଲାଇ ୨୭ରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ହ୍ବାଇଟ୍‌ ବଲ୍‌ ସିରିଜ ପାଇଁ ଅଭିଷେକ ନାୟାର ଓ ର଼୍ୟାନ ଟେନ୍‌ ଡୋସ୍‌ଚେଟ୍‌ଙ୍କୁ ନବ ନିଯୁକ୍ତ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସହକାରୀ କୋଚ୍‌ ଭାବେ ନିଯୁକ୍ତି...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଛାଡ଼ିବା ପରେ ସର୍ବିଆରେ ଏପରି କରୁଛନ୍ତି ନତାଶା

ନୂଆଦିଲ୍ଲୀ, ୨୦ା୭: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୂର୍ବତନ ପତ୍ନୀ ନତାଶା ଷ୍ଟାନ୍‌କୋଭିକ ଏବେ ସର୍ବିଆରେ ରହୁଛନ୍ତି । ପାଣ୍ଡ୍ୟାଙ୍କ ସହ ବିଚ୍ଛେଦ ଘୋଷଣା କରିବାର ଗୋଟିଏ ଦିନ ପୂର୍ବରୁ ସେ ସର୍ବିଆ ଚାଲିଯାଇଥିଲେ । ସେଠାରେ ପହଞ୍ଚି ସେ...

ସାନିଆଙ୍କ ସହ ବିବାହକୁ ନେଇ ମୁହଁ ଖୋଲିଲେ ସାମି, କହିଲେ…

ନୂଆଦିଲ୍ଲୀ, ୨୦ା୭: ଭାରତୀୟ କ୍ରେକେଟ୍‌ ଟିମ୍‌ର ଦ୍ରୁତ ବୋଲର ମହମ୍ମଦ ସାମି ଏବଂ ଟେନିସ୍‌ ତାରକା ସାନିଆ ମିର୍ଜାଙ୍କ ବିବାହକୁ ନେଇ ନିକଟରେ ଚର୍ଚ୍ଚା ଜୋର ହେଉଥିଲା । ହେଲେ ଏହି ଖବରକୁ ନେଇ ସାମ଼୍ବାଦିକ ତଥା ୟୁଟ୍ୟୁବର ଶୁଭଙ୍କରଙ୍କୁ...

ଧୋନିଙ୍କୁ ନେଇ ପ୍ରଶ୍ନ ପଚାରିଲେ ପାକିସ୍ତାନ ନାଗରିକ, କଡ଼ା ଜବାବ ଦେଲେ ହରଭଜନ

ନୂଆଦିଲ୍ଲୀ, ୨୦ା୭: ପାକିସ୍ତାନର ଅନେକ କ୍ରୀଡ଼ା ସାମ୍ବାଦିକ ଏବଂ କ୍ରୀଡା ଇନ୍‌ଫ୍ଲ୍ୟୁଏନ୍ସରମାନେ ପ୍ରାୟତଃ ଏପରି କାର୍ଯ୍ୟ କରନ୍ତି, ଯାହା ଦ଼୍ବାରା ଖେଳାଳିଙ୍କ ସହିତ ନିଜ ଦେଶକୁ ସମାଲୋଚନାର ସାମ୍ନା କରିବାକୁ ପଡ଼େ । ସେହିଭଳି, ଏଥର ପାକିସ୍ତାନର କ୍ରୀଡ଼ା ପ୍ରଚାରକ...

ନୂଆ ରେକର୍ଡ କରିପାରନ୍ତି କୋହଲି, ହାତରେ ବଡ଼ ସୁଯୋଗ

ନୂଆଦିଲ୍ଲୀ, ୨୦ା୭: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ କ୍ୟାପ୍ଟେନ ବିରାଟ କୋହଲି ମୈଦାନକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି । ଟି-୨୦ ବିଶ଼୍ବକପ୍‌ ୨୦୨୪ ଟାଇଟଲ ଜିତିବା ପରେ କୋହଲି କିଛି ଦିନ ପାଇଁ ବିରତି ନେଇଥିଲେ । ଏହି ସମୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri