Tag Archives: cricket

ସପ୍ତାହେ ମଧ୍ୟରେ ଦ୍ୱିତୀୟ ସନ୍ନ୍ୟାସ: ଏବେ ଦକ୍ଷିଣ ଆଫ୍ରିକାର ଏହି ବ୍ୟାଟ୍ସମ୍ୟାନ୍‌ କଲେ ଅବସର ଘୋଷଣା

କେପ୍‌ଟାଉନ୍‌,୯।୧: ଦକ୍ଷିଣ ଆଫ୍ରିକା ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ହେନେରିକ୍‌ କ୍ଲାସେନ୍‌ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ନେଇ ଘୋଷଣା କରିଛନ୍ତି। ୨୦୧୯ରେ ଭାରତ ବିପକ୍ଷରେ ଏହି ୩୨ ବର୍ଷୀୟ କ୍ରିକେଟର ନିଜର ଟେଷ୍ଟ ଡେବ୍ୟୁ କରିଥିଲେ। ନିଜର ସଂକ୍ଷିପ୍ତ କ୍ୟାରିୟରରେ ସେ...

ଟି୨୦ ବିଶ୍ୱକପ୍‌ରେ ରୋହିତ- କୋହଲିଙ୍କୁ ଖେଳାଇବା ଉଚିତ, ସମର୍ଥନ ଜଣାଇ ଗାଭାସ୍କର କହିଲେ କାରଣ…

ନୂଆଦିଲ୍ଲୀ,୬।୧: ଜୁନ୍‌ରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଖେଳିବାକୁ ସମର୍ଥନ କରିଛନ୍ତି ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର। ଉଭୟ ଦଳ ପାଇଁ କେବଳ ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ ନୁହନ୍ତି ବରଂ ଭଲ ଫିଲ୍ଡର ମଧ୍ୟ।...

ICC T20 World Cup 2024 Schedule: ଟି୨୦ ବିଶ୍ୱକପ୍‌ ଲାଗି କାର୍ଯ୍ୟସୂଚୀ ଘୋଷଣା, ଜୁନ ୯ରେ ମହାମୁକାବିଲା…

ନୂଆଦିଲ୍ଲୀ, ୫ା୧: ଆଇସିସି ଟି୨୦ ବିଶ୍ୱକପ୍‌ ୨୦୨୪ର କାର୍ଯ୍ୟସୂଚୀ ଶୁକ୍ରବାର ଘୋଷଣା କରାଯାଇଛି। ଓ୍ବେଷ୍ଟଇଣ୍ଡିଜ ଓ ୟୁଏସ୍‌ଏ ମିଳିତ ଭାବେ ଆୟୋଜନରେ ହେବାକୁ ଥିବା ଏହି ଟୁର୍ନାମେଣ୍ଟ ଜୁନ୍‌ ୧ରେ ଆରମ୍ଭ ହେବ। ଜୁନ୍‌ ୫ରେ ନ୍ୟୁୟର୍କଠାରେ ଆୟର୍ଲାଣ୍ଡ ବିପକ୍ଷରେ...

ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇଲେ ସୂର୍ଯ୍ୟକୁମାର

କେପଟାଉନ୍‌,୨୨।୧୨: ଦକ୍ଷିଣ ଆଫ୍ରିକା ଗସ୍ତରେ ଆହତ ହୋଇଛନ୍ତି ଭାରତୀୟ ଟିମ୍‌ର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ। ଫଳରେ ସେ ଆସନ୍ତା କିଛି ସପ୍ତାହ ଯାଏ କ୍ରିକେଟରୁ ଦୂରରେ ରହିବେ। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଟି୨୦ ମୁକାବିଲାରେ ସୂର୍ଯ୍ୟକୁମାର...

କାହିଁକି ବଦଳିଲେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ? ଦଳର କ୍ରିକେଟ ମୁଖ୍ୟ କହିଲେ କାରଣ…

ନୂଆଦିଲ୍ଲୀ,୨୦।୧୨: ନିକଟରେ ପ୍ରଶଂସକଙ୍କୁ ଚମକାଇ ମୁମ୍ବାଇ ଇଣ୍ଡିଆନ୍ସ ଏହାର ଅଧିନାୟକ ପରିର୍ତ୍ତନ କରିଥିଲା। ରୋହିତ ଶର୍ମାଙ୍କ ସ୍ଥାନରେ ଦଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଯୁକ୍ତ କରିଛି। ଏହାକୁ ନେଇ ଚର୍ଚ୍ଚା ଥମୁ ନ ଥିବା ବେଳେ ଏଭଳି ନିଷ୍ପତ୍ତି ପଛର କାରଣ...

ରୋହିତଙ୍କ ସ୍ଥାନରେ କାହିଁକି ପାଣ୍ଡ୍ୟାଙ୍କୁ ଦିଆଗଲା ଅଧିନାୟକ ପଦ: ଏହା ପଛର କାରଣ କହିଲେ ଏବି ଡି ଭିଲିୟର୍ସ

ନୂଆଦିଲ୍ଲୀ,୧୭।୧୨: ୨୦୨୪ ଇଣ୍ଡିଆନ ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ଜର୍ସିରେ ରୋହିତ ଶର୍ମାଙ୍କ ଶେଷ ସିଜନ ହୋଇପାରେ। କାରଣ ଫ୍ରାଞ୍ଚାଇଜ ରୋହିତଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଅଧିନାୟକ ଭାବରେ ନିଯୁକ୍ତ କରିଛି। ଏହି ଖବର ଆସିବା ପରଠାରୁ ସୋସିଆଲ...

ଏକଦା ବିରାଟଙ୍କ ସହ କରାଯାଉଥିଲା ତୁଳନା: ସୁଯୋଗ ନ ମିଳିବାରୁ ରାଗରେ ସନ୍ନ୍ୟାସ ଘୋଷଣା କଲେ ଏହି କ୍ରିକେଟର, ଦେଲେ ଧମକ

ଇସଲାମାବାଦ,୧୫।୧୨: ପାକିସ୍ତାନ କ୍ରିକେଟ ଟିମ୍‌ରେ ନୂଆ ବିବାଦ ଦେଖାଦେଇଛି। ଏକ ସମୟରେ ଭାରତର ବିରାଟ କୋହଲିଙ୍କ ସହ ତୁଳନା କରାଯାଉଥିବା ଅହମ୍ମଦ ଶେହଜାଦଙ୍କୁ କୌଣସି କ୍ରେତା ନ ମିଳିବାରୁ ସେ ପାକିସ୍ତାନର ଟି-୨୦ ସୁପର ଲିଗ୍‌ରୁ ସନ୍ନ୍ୟାସ ନେଇଛନ୍ତି। ଏନେଇ...

ଦଳରୁ ବାଦ୍‌ ପଡ଼ିବା ପରେ ଖୁସି ବ୍ୟକ୍ତ କଲେ ଇଂଲଣ୍ଡର ଏହି ବୋଲର୍‌: କହିଲେ -‘ମୋତେ ଚୟନ ନ କରିବା ନିଷ୍ପତ୍ତି ଠିକ୍‌’

ନୂଆଦିଲ୍ଲୀ,୧୨।୧୨: ଇଂଲଣ୍ଡ କ୍ରିକେଟ ଟିମ୍‌ ସୋମବାର ଭାରତ ଗସ୍ତ ଲାଗି ଦଳ ଘୋଷଣା କରିଛି। ଏହି ଟିମ୍‌ରେ ଇଂଲଣ୍ଡ ଅନୁଭବୀ ଅଲରାଉଣ୍ଡର କ୍ରିସ୍‌ ଓ୍ବକ୍ସଙ୍କୁ ସ୍ଥାନ ମିଳିନାହିଁ। ଫଳରେ ସେ ଭାରତ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରୁ...

ଗମ୍ଭୀରଙ୍କ ଉପରେ ଅଭିଯୋଗ କରି ନିଜେ ଫସିଲେ ଶ୍ରୀସନ୍ଥ, ମିଳିଲା ନୋଟିସ

ନୂଆଦିଲ୍ଲୀ,୮।୧୨: ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଏବଂ ଏସ୍‌. ଶ୍ରୀସନ୍ଥଙ୍କ ମଧ୍ୟରେ ଉପୁଜିଥିବା ବିବାଦ ନୂଆମୋଡ ନେଇଛି। ଉଭୟ ଖେଳାଳି ୨୦୦୭ ଟି୨୦ ବିଶ୍ୱକପ୍‌ ଏବଂ ୨୦୧୧ ଦିନିକିଆ କ୍ରିକେଟ ଜିତିଥିବା ଟିମ୍‌ ଇଣ୍ଡିଆର ସଦସ୍ୟ ଥିଲେ। ଏବେ...

ଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାଜୟ ଦୁର୍ଭାଗ୍ୟଜନକ: ପିଟରସେନ

ଜମ୍ମୁ,୨୯।୧୧: ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ଭାରତର ପରାଜୟକୁ ଦୁର୍ଭାଗ୍ୟର କଥା ବୋଲି କହିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସେନ। ସେହିଭଳି ନିଜ ଟିମ୍‌ର ପ୍ରଦର୍ଶନକୁ ସେ ନୈରାଶ୍ୟଜନକ ବୋଲି କହିବାକୁ ପଛାଇ ନାହାନ୍ତି। ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ଖେଳିବାକୁ...

‘ଶାମି ଜଣେ ଭଲ ବୋଲର୍‌ ସତ, ହେଲେ ସେତିକି ଭଲ ସ୍ବାମୀ ଏବଂ ବାପା ହୋଇଥାନ୍ତେ କି…’

ନୂଆଦିଲ୍ଲୀ,୧୮।୧୧: ବିଶ୍ୱକପ୍‌ ୨୦୨୩ରେ ଭାରତୀୟ ବୋଲର ମହମ୍ମଦ ଶାମି ଜବରଦସ୍ତ ଫର୍ମରେ ଅଛନ୍ତି। ଏଯାବତ ସେ ୨୩ ଉଇକେଟ ନେଇସାରିଛନ୍ତି। ଗୋଟିଏ ପଟେ ସେ ଅନେକ ରେକର୍ଡ ନିଜ ନାମରେ କରୁଥିବା ବେଳେ ଅପରପକ୍ଷେ ସ୍ତ୍ରୀ ହସିନ ଜହାଁ ତାଙ୍କୁ...

ଏକଦା ୨୪ ମହଲାରୁ ଡେଇଁ ଆତ୍ମହତ୍ୟା କରିଦେବେ ବୋଲି ଚିନ୍ତାରେ ରହୁଥିଲେ ପରିବାର, ଏବେ ପାଲଟିଲେ ଦେଶର ସବୁଠୁ ବଡ଼ ‘ହିରୋ’

ନୂଆଦିଲ୍ଲୀ,୧୬।୧୧: ବିଶ୍ୱକପ୍‌ ସେମିଫାଇନାଲରେ ଇତିହାସ ରଚିଛନ୍ତି ଭାରତୀୟ ତାରକା ବୋଲର ମହମ୍ମଦ ଶାମି। ବ୍ୟକ୍ତିଗତ ଜୀବନ ଏବଂ କ୍ରିକେଟର ଭାବେ କ୍ରମାଗତ ଭାବେ ସଂଘର୍ଷମୟ ପରିସ୍ଥିତିର ସାମ୍ନା କରିଥିବା ଶାମି ଏବେ ଅନେକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଦିନ ଥିଲା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri