ଭାରତ-ଜିମ଼୍ବାୱେ ମ୍ୟାଚ୍ରେ ଜୟସ଼୍ବାଲ ଏବଂ ଶୁଭମନ ଗିଲ୍ଙ୍କ ୪ ରେକର୍ଡ
ନୂଆଦିଲ୍ଲୀ, ୧୪।୦୭: ଭାରତ-ଜିମ଼୍ବାୱେ ସିରିଜ୍ର ଚତୁର୍ଥ ମ୍ୟାଚ୍ରେ ଭାରତ ବିଜୟ ହାସଲ କରିବା ସହିତ ସିରିଜ୍ କବ୍ଜା କରିଛି । ଜଶସ଼୍ବୀ ଜୟସ଼୍ବାଲଙ୍କ ଅପରାଜିତ ୯୩ ରନ୍ ଏବଂ ଶୁଭମନ୍ ଗିଲଙ୍କ ଅପରାଜିତ ୫୮ ରନ୍ ଆକ୍ରମଣାତ୍ମକ ପାଳି ଭାରତକୁ ୧୦…
ଭାରତୀୟ କ୍ରିକେଟ୍ ଖେଳାଳି ରିଙ୍କୁ ସିଂଙ୍କ ସହ ଏ ଝିଅ କିଏ ? ଭିଡିଓ ଭାଇରାଲ୍
ନୂଆଦିଲ୍ଲୀ , ୧୩।୦୭: ଭାରତୀୟ ଟିମ୍ର ନୂଆ ଫିନିସର୍ ରିଙ୍କୁ ସିଂଙ୍କ ଏକ ଭିଡିଓ ଏବେ ଭାଇରାଲ୍ ହୋଇଛି । ଯେଉଁଥିରେ ଭାରତର ଏହି ଖେଳାଳିଙ୍କ ସହ ଜଣେ ଝିଅ ନଜର ଆସୁଛନ୍ତି । ରିଙ୍କୁ ବର୍ତ୍ତମାନ ଟିମ୍ ଇଣ୍ଡିଆ ସହ…
ସାମିଙ୍କୁ ନେଇ ଗମ୍ଭୀରଙ୍କ କଣ ରହିଛି ପ୍ଲାନ୍, ଆଗକୁ…
ମୁମ଼୍ବାଇ, ୧୩।୦୭: ଭାରତୀୟ କ୍ରିକେଟ୍ ଟିମ୍ର ମୁଖ୍ୟ କୋଚ୍ ପଦରୁ ରାହୁଲ ଦ୍ରାବିଡ଼ ଅବସର ନେବା ପରେ ଏବେ ନୂଆ କୋଚ୍ ଭାବେ ଗୌତମ ଗମ୍ଭୀର କାର୍ଯ୍ୟ ଆରମ୍ଭ କରିଛନ୍ତି । ଗମ୍ଭୀରଙ୍କ ଆଗରେ ଏବେ ଅନେକ ଚ୍ୟାଲେଞ୍ଜ ରହିଛି ।…
ଟି-୨୦ ବିଶ଼୍ବକପ୍ ଆୟୋଜନକୁ ନେଇ ଉଠିଲା ପ୍ରଶ୍ନ, ଇସ୍ତଫା ଦେଲେ ଦୁଇ ବରିଷ୍ଠ ଅଧିକାରୀ
ନୂଆଦିଲ୍ଲୀ, ୧୩।୦୭: ଆଇସିସି ଟି-୨୦ ବିଶ଼୍ବକପ୍ ୨୦୨୪ର ଆୟୋଜନକୁ ନେଇ ଟୁର୍ଣ୍ଣାମେଣ୍ଟ ଚାଲିଥିବା ସମୟରେ ଅନେକ ଲୋକ ପ୍ରଶ୍ନ ଉଠାଇଥିଲେ । ଏନେଇ ବସିବାକୁ ଥିବା ଆଇସିସି ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି । ଶ୍ରୀଲଙ୍କାରେ ବସିବାକୁ ଥିବା ଏହି…
ବଡ଼ ବିଜୟ ପରେ ବି ଭାରତକୁ ଟପି ପାରିଲାନି ଇଂଲଣ୍ଡ
ନୂଆଦିଲ୍ଲୀ, ୧୨।୦୭: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସିରିଜ୍ରେ ଇଂଲଣ୍ଡ ବୃହତ୍ ବ୍ୟବଧାନରେ ବଡ଼ ବିଜୟ ହାସଲ କରିଛି । କିନ୍ତୁ ଦଳ ଏବେବି ବିଶ଼୍ବ ଟେଷ୍ଟ ଚାମ୍ପିୟନ୍ ପଏଣ୍ଟ ଟେବୁଲ୍ର ତଳେ ରହିଛି । ଅନ୍ୟପଟେ ଭାରତୀୟ କ୍ରିକେଟ୍ ଟିମ୍…
ଆଣ୍ଡରସନ୍ଙ୍କ ବିଦାୟ, କ୍ରିକେଟ୍ ବୋର୍ଡ ଲେଖିଲା ଇମୋସନାଲ୍ କ୍ୟାପ୍ସନ୍
ନୂଆଦିଲ୍ଲୀ, ୧୨।୦୭: ଇଂଲଣ୍ଡର ମହାନ୍ କ୍ରିକେଟ୍ ଖେଳାଳି ତଥା ପେସ୍ ବୋଲର ଜେମ୍ସ ଆଣ୍ଡରସନ୍ ଶୁକ୍ରବାର ନିଜ କ୍ୟାରିୟର୍ର ଶେଷ ମ୍ୟାଚ୍ ଖେଳିଛନ୍ତି । କ୍ୟାରିୟର୍ର ୧୮୮ ତମ ଟେଷ୍ଟ ଟୁର୍ଣ୍ଣାମେଣ୍ଟ ଖେଳି ସେ ୪ ୱିକେଟ୍ ନେବାକୁ ସକ୍ଷମ ହୋଇଥିଲେ…
ପାଣ୍ଡ୍ୟାଙ୍କୁ ନେଇ ବଡ଼ ଖବର, ହୋଇପାରନ୍ତି ଅଧିନାୟକ
ନୂଆଦିଲ୍ଲୀ, ୦୮।୦୭: ଟି-୨୦ ବିଶ଼୍ବକପ୍ ବିଜୟ ପରେ ଭାରତୀୟ କ୍ରିକେଟ୍ ଟିମ୍ରେ ପରିବର୍ତ୍ତନ କରାଯିବା ନେଇ ସମ୍ଭାବନା ରହିଛି । ରୋହିତ ଶର୍ମା, ବିରାଟ କୋହଲି ଏବଂ ରବିନ୍ଦ୍ର ଜାଡ଼େଜା ଟି-୨୦ ଫର୍ମାଟ୍କୁ ଅଲ୍ବିଦା କହିଛନ୍ତି । ଏଥିରୁ ସ୍ପଷ୍ଟଯେ ଆଗକୁ…
ଭାରତୀୟ ଖେଳାଳିଙ୍କୁ ଆକ୍ରମଣ କରିବାକୁ ମାଡ଼ି ଆସିଲା ସିଂହ, ତାପରେ…
ନୂଆଦିଲ୍ଲୀ,୦୯।୭: ଅନ୍ତର୍ଜାତୀୟ ଟି-୨୦ ସିରିଜ୍ ପାଇଁ ଜିମ଼୍ବାୱେ ଗସ୍ତରେ ରହିଛି ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚ୍ ଜିମ଼୍ବାୱେ ଠାରୁ ହାରିବା ପରେ ଦ଼୍ବିତୀୟ ମ୍ୟାଚ୍ରେ ଜବରଦସ୍ତ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଏହି ବିଜୟ ପରେ ବ୍ରେକ୍…
ବିଶ଼୍ବକପ୍ ଜିତିଲେ କ୍ରିକେଟ୍ ଟିମ୍କୁ ମିଳେ କୋଟି କୋଟି ଟଙ୍କା
ନୂଆଦିଲ୍ଲୀ,୦୯।୭: ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୦୨୪ ଟି-୨୦ ବିଶ଼୍ବକପ୍ ଜିତି ଇତିହାସ ରଚିଛି । ଟିମ୍ ବ୍ଲୁ ରୋହିତ ଶର୍ମାଙ୍କ ନେତୃତ଼୍ବରେ ୧୧ ବର୍ଷର ଅପେକ୍ଷାର ଅନ୍ତ ଘଟାଇଛନ୍ତି। ୨୦୧୩ ମସିହାରେ ଭାରତୀୟ ଟିମ୍ ଶେଷଥର ପାଇଁ ଆଇସିସି…
ରୋହିତ ଓ କୋହଲିଙ୍କୁ ନେଇ ବଡ଼ ଘୋଷଣା କରିପାରେ ବିସିସିଆଇ, ଇଏ ହେବେ କ୍ୟାପ୍ଟେନ୍
ନୂଆଦିଲ୍ଲୀ, ୦୮।୦୭: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା, ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ପେସ୍ ବୋଲର ଜସପ୍ରୀତ୍ ବୁମ୍ରାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଏହି ଖେଳାଳିଙ୍କୁ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ୱାନ୍ଡେ ସିରିଜ୍ରୁ…
ଅଭିଷେକଙ୍କ ଶତକକୁ ନେଇ ଗୁରୁ ଯୁବରାଜ ସିଂ କହିଲେ ଆଗକୁ ଆହୁରି ଅଛି…
ନୂଆଦିଲ୍ଲୀ, ୦୮।୦୭: ଅଭିଷେକ ଶର୍ମା ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ର ଡେବ୍ୟୁ ମ୍ୟାଚ୍ରେ ଫ୍ଲପ୍ ହୋଇଥିଲେ । ସେ ଜିମ଼୍ବାୱେ ବିପକ୍ଷରେ ପ୍ରଥମ-୨୦ ମ୍ୟାଚ୍ରେ ଓପନର୍ ଭାବେ ମଇଦାନକୁ ଓହ୍ଲାଇଥିବା ବେଳେ ଶୂନ ରନ୍ରେ ଆଉଟ୍ ହୋଇ ପାଭିଲିୟନ୍ ଫେରିଥିଲେ । କିନ୍ତୁ…
ଇଣ୍ଡିଆ-ଜିମ଼୍ବାୱେ ମ୍ୟାଚ୍: ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲେ ଶୁଭମନ୍ ଗିଲ୍
ହରାରେ, ୭।୭: ଭାରତୀୟ ଟିମ୍ ଏବଂ ଜିମ଼୍ବାୱେ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ଆଜି ଦ଼୍ବିତୀୟ ଦିନ । ଏହି ମ୍ୟାଚ୍ ହରାରେ ସ୍ପୋଟର୍ସ କ୍ଲବ୍ ଷ୍ଟାଡିୟମ୍ରେ ଖେଳାଯାଉଛି । ଭାରତୀୟ ଟିମ୍ ଟସ୍ ଜିତି ପ୍ରଥମେ…
Archives


