Court

କୋର୍ଟରେ ମାମଲା ଲଢୁଥିବାବେଳେ ଅସୁସ୍ଥ ହୋଇପଡ଼ିଲେ ଓକିଲ, ସାଥୀ ଓକିଲଙ୍କୁ ମାମଲା ଆଗକୁ ନେବାକୁ କହି…

ଦାରିଙ୍ଗବାଡ଼ି,୧୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ କର୍ତ୍ତବ୍ୟରତ ବରିଷ୍ଠ ଓକିଲ କୋର୍ଟରେ ମାମଲା ଲଢ଼ୁଥିବାବେଳେ ହଠାତ୍‌ ଅସୁସ୍ଥ…

2 months ago

ବୃଦ୍ଧ କାଳେ ଯୌନ ପୀପାସୁ ହେଲା କାଳ, ନାବାଳିକାଙ୍କୁ ବଳାତ୍କାର କରି…

କଟକ,୧୩ା୫(ପ୍ରଭୁକଲ୍ୟାଣ ପାଲ୍‌): ବୃଦ୍ଧ କାଳେ ଯୌନ ପୀପାସୁ ହେବା କାଳ। ଚକୋଲେଟ୍‌ ଦେଇ କରିଥିଲେ ନୃଶଂସତା। ନାବାଳିକାଙ୍କୁ ବଳାତ୍କାର ମାମଲାରେ ୬୧ ବର୍ଷୀୟ ଆସମୀକୁ ସଜା ଶୁଣାଇଲେ…

5 months ago

ପେଟ୍ରୋଲ ଟାଙ୍କିରେ ତେଲ ପକାଇ ଚମ୍ପଟ ମାରିଥିଲେ ଦୁଇ ଅଭିଯୁକ୍ତ, କୋର୍ଟରେ ହେଲେ ହାଜର, ଗାଡ଼ି ନମ୍ବର ପ୍ଲେଟ୍‌ ବାରମ୍ବାର ବଦଳାଇ କରୁଥିଲେ…

ହାଟଡିହୀ/ଛେନାପଦୀ/ଆନନ୍ଦପୁର,୨୫ା୪(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଧୀନ ହାଟଡିହୀଠାରେ ଥିବା ପେଟ୍ରୋଲ ଟାଙ୍କିରୁ ପ୍ରାୟ ୧୫ ହଜାର ଟଙ୍କାର ପେଟ୍ରୋଲ ନେଇ…

6 months ago

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

7 months ago

ସାଙ୍ଗମାନଙ୍କ ସହ ଖେଳୁଥିଲାବେଳେ ନାବାଳିକାଙ୍କୁ ବଳାତ୍କାର, ଆସାମୀଙ୍କୁ ଅଦାଲତ ଶୁଣାଇଲେ ଏହି ରାୟ…

କଟକ,୬ା୩(ପ୍ରଭୁକଲ୍ୟାଣ ପାଲ): ନାବାଳିକା ବଳାତ୍କାର ମାମଲାରେ ଆସାମୀକୁ ଶୁକ୍ରବାର ସଜା ଶୁଣାଇଛନ୍ତି କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ। ଆସାମୀ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ…

8 months ago

ନିଜେ ନିଜେ କାହିଁକି କୋର୍ଟ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ? ୭ ବର୍ଷ ପୁରୁଣା ମାମଲା ସହିତ ରହିଛି ସମ୍ପର୍କ

ହାଇଦ୍ରାବାଦ,୧।୩: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ହାଇଦ୍ରାବାଦର ନାମପାଲିରେ ଥିବା ସ୍ବତନ୍ତ୍ର ଲୋକ ପ୍ରତିନିଧି କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇଥିଲେ। ଏହି ହାଜର ୨୦୧୯…

8 months ago

ଦ୍ୱିତୀୟ ସ୍ତ୍ରୀଙ୍କୁ ଏସିଡ ମାଡ଼କରି ମାରିଥିଲେ ସ୍ବାମୀ: କୋର୍ଟ ଶୁଣାଇଲେ ଏମିତି ରାୟ 

ବାଲେଶ୍ବର,୧୩।୨(ବାଞ୍ଛାନିଧି ଦେ): ୨୦୨୩ରେ  ବାଲେଶ୍ୱର ସହଦେବଖୁଣ୍ଟା ଥାନା ଭୀମପୁରା ଅଞ୍ଚଳର ମହିଳା ବନିତା ସିଂଙ୍କୁ ଏସିଡ୍‌ ପକାଇ ହତ୍ୟା  ମାମଲାର  ଶୁକ୍ରବାର ରାୟ ପ୍ରକାଶ ପାଇଛି ।…

8 months ago

ନାବାଳିକା ଭଉଣୀକୁ ବ୍ଲାକମେଲ କରି ବଳାତ୍କାର କରିବା ପରେ କରିଥିଲେ ମିଛ ବିବାହ, ଏବେ କୋର୍ଟ ଦେଲେ ଏମିତି ରାୟ

ଅମରାବତୀ,୧୦।୨: ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ଯୁବକ ପ୍ରତାରଣା ଏବଂ ବ୍ଲାକମେଲ ମାଧ୍ୟମରେ ତାଙ୍କ ନିଜ ନାବାଳିକା ଭଉଣୀକୁ ବାରମ୍ବାର ବଳାତ୍କାର…

8 months ago

ଭୂତ ଛଡ଼ାଉ ଛଡ଼ାଉ ଯୁବତୀ ମୃତ, କୋର୍ଟ ଶୁଣାଇଲେ ୩ ବର୍ଷ କାରାଦଣ୍ଡ

ବେଜିଂ,୩।୧: ଚାଇନାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଦକ୍ଷିଣ ଚାଇନାର ଏକ କୋର୍ଟ ଜଣେ ମହିଳାଙ୍କୁ ଜେଲ ଦଣ୍ଡାଦେଶ ଦେଇଛନ୍ତି। ସେ ତାଙ୍କ ଝିଅକୁ…

10 months ago

ନିର୍ମାଣାଧୀନ କୋର୍ଟ ବୁଲି ଦେଖିଲେ ଗଞ୍ଜାମ ଜିଲା ଜଜ୍‌

ଦିଗପହଣ୍ଡି,୧୫ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦୌରା ଜଜ୍‌ ଅଶାନ୍ତ କୁମାର ଦାସ ଶନିବାର ଅପରାହ୍ନରେ ଦିଗପହଣ୍ଡି-ପୁଡ଼ାମାରୀ ରାସ୍ତାରେ ନିର୍ମାଣାଧୀନ ଦିଗପହଣ୍ଡି କୋର୍ଟ କୋଠା ପରିଦର୍ଶନ କରିଛନ୍ତି।…

11 months ago

ଗୁରୁ ନାଁରେ କଳଙ୍କ: ଯୌନ ନିର୍ଯାତନା ଦେବାରୁ ଆତ୍ମହତ୍ୟା କରିଥିଲେ ଛାତ୍ରୀ, କୋର୍ଟ ଚାଲାଣ ହେଲେ ଶିକ୍ଷକ

ଗୋଲାମୁଣ୍ଡା,୮ା୯(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ଅଧୀନ ବନ୍ଧଗାଁରେ ଗତ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା। ସ୍ଥାନୀୟ ଜଣେ…

1 year ago

ମହିଳା ସଂଘର ଟଙ୍କା ଆତ୍ମସାତ୍‌ ମାମଲା: ପିଅନଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ

ପୁରୁଷୋତ୍ତମପୁର,୧ା୮(ସିମାଞ୍ଚଳ ମିଶ୍ର): ମହିଳା ସଂଘର ଜମାଟଙ୍କାକୁ ଆତ୍ମସାତ୍‌ କରିଥିବା ନେଇ ରୁଜୁ ହୋଇଥିବା ମାମଲାର ଶୁଣାଣି କରି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତର…

2 years ago