ଭାରତ ଉପରେ ପଡିଲାଣି ଇରାନ ଯୁଦ୍ଧର ପ୍ରଭାବ! ସାଧାରଣ ଲୋକଙ୍କ ବଢିଲାଣି ଚିନ୍ତା ନୂଆଦିଲ୍ଲୀ,୫।୩: ଇରାନ ଉପରେ ଇସ୍ରାଏଲ ଏବଂ ଆମେରିକୀୟ ଆକ୍ରମଣ ଏବଂ ତେହେରାନର ପ୍ରତିଶୋଧମୂଳକ କାର୍ଯ୍ୟ କେବଳ ମଧ୍ୟପ୍ରାଚ୍ୟର ବାତାବରଣକୁ ଉଷ୍ମ କରିନାହିଁ। ଏହା ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ଭାରତ ମଧ୍ୟ ଏହାର ବ୍ୟତିକ୍ରମ ନୁହେଁ। ବିଶ୍ୱାୟନର ଏହି ଯୁଗରେ, ସମସ୍ତ…