ତିଲକ ବର୍ମାଙ୍କ ପରେ, ଏବେ ଏହି ଖେଳାଳିଙ୍କ ମଜା ଉଡାଇଲେ ଅର୍ଶଦୀପ ସିଂହ; ଭିଡିଓ ଭାଇରାଲ ପରେ ତୀବ୍ର ହେଲାଣି ବିବାଦ
ନୂଆଦିଲ୍ଲୀ,୨୨।୫: ଅର୍ଶଦୀପ ସିଂହ ପୁଣି ଥରେ ବିବାଦରେ ଫସିଥିବା ଦେଖାଯାଉଛି। IPL 2026 ରେ ପଞ୍ଜାବ କିଙ୍ଗସ ପାଇଁ ଖେଳୁଥିବା ଏହି ଭାରତୀୟ ଦ୍ରୁତ ବୋଲର ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟସମ୍ୟାନ ତିଲକ ବର୍ମାଙ୍କୁ ‘ଡାର୍କ’ ବୋଲି କହି କଠୋର ସମାଲୋଚନାର…
‘ବିହାରରେ ୨୫ ହଜାରରେ ମିଳିଯିବେ ଝିଅ’, ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ମନ୍ତ୍ରୀ ରେଖା ଆର୍ଯ୍ୟାଙ୍କ ସ୍ବାମୀ
ଡେରାଡୁନ,୨।୧: ଉତ୍ତରାଖଣ୍ଡର ମହିଳା ସଶକ୍ତିକରଣ ମନ୍ତ୍ରୀ ରେଖା ଆର୍ଯ୍ୟଙ୍କ ସ୍ବାମୀ ଗିରଧାରୀ ଲାଲ ସାହୁଙ୍କ ଏକ ବୟାନ ବର୍ତ୍ତମାନ ଉତ୍ତରାଖଣ୍ଡରେ ରାଜନୈତିକ ଝଡ଼ ସୃଷ୍ଟି କରୁଛି। ଏହି ବୟାନ ଭାରତୀୟ ଜନତା ପାର୍ଟି (ଭାଜପା)ପାଇଁ ଏକ ନୂତନ ରାଜନୈତିକ ସଙ୍କଟ ସୃଷ୍ଟି…
ବିବାଦରେ କରନ୍ଙ୍କ ଫିଲ୍ମ
ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି କିଛି ଦିନ ପୂର୍ବେ ଫିଲ୍ମ ‘ହୋମବାଉଣ୍ଡ’ ୨୦୨୬ ଓସ୍କାର ଲାଗି ଶର୍ଟଲିଷ୍ଟ ହୋଇଥିବା କୁହାଯାଇଥିଲା।…
ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆରମ୍ଭ ହେଲା ବିବାଦ, ଦିଲ୍ଲୀ ପହଞ୍ଚିଲେ ଅଧିକାଂଶ ବିଧାୟକ
ବେଙ୍ଗାଲୁରୁ,୨୦।୧୧: କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଶିବିରର ମନ୍ତ୍ରୀ ଏବଂ ବିଧାୟକମାନେ ଦଳୀୟ ହାଇକମାଣ୍ଡଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି, ଯାହା ରାଜନୈତିକ ଗତିବିଧିକୁ ବୃଦ୍ଧି କରିଛି। ସୂତ୍ର ଅନୁସାରେ ମନ୍ତ୍ରୀ ଏନ. ଚାଲୁଭରୟାସାମୀ, ବିଧାୟକ ଇକବାଲ ହୁସେନ, ଏଚ.ସି. ବାଲକୃଷ୍ଣ,…
ବନ୍ଦେ ଭାରତ ଟ୍ରେନ୍ ଉଦଘାଟନରେ ଛାତ୍ରୀଛାତ୍ର ଗାଇଲେ ଆରଏସଏସ ଗୀତ, ଉଠିଲାଣି ବିବାଦ
ନୂଆଦିଲ୍ଲୀ,୯।୧୧: ରବିବାର ଏର୍ଣ୍ଣାକୁଲମ-ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ ସେବାର ଉଦଘାଟନୀ ଉତ୍ସବରେ ଛାତ୍ରୀମାନଙ୍କ ଦ୍ୱାରା RSS ଗୀତ ଗାଇବା ଅଭିଯୋଗରେ ସୃଷ୍ଟି ହୋଇଥିବା ବିବାଦର ତଦନ୍ତ ପାଇଁ କେରଳ ଶିକ୍ଷା ମନ୍ତ୍ରୀ ଭି. ଶିବନକୁଟ୍ଟି ନିର୍ଦ୍ଦେଶ ଦେଇଛନ୍ତି। ସରକାର ଏହି ଘଟଣାକୁ…
ଏସିଆ କପ ଟ୍ରଫି ବିବାଦ: ମୋହସିନ ନକଭିଙ୍କ ଦ୍ୱୈତ ଭୂମିକା ଉପରେ ବିସିସିଆଇର ଆପତ୍ତି, ମାମଲାକୁ ICC କୁ ନିଆଯିବ
ନୂଆଦିଲ୍ଲୀ,୭।୧୧: ଏସିଆ କପ ୨୦୨୫ ଶେଷ ହେବାର ପ୍ରାୟ ଛଅ ସପ୍ତାହ ବିତିଗଲାଣି, କିନ୍ତୁ ଭାରତୀୟ ଦଳ ଏପର୍ଯ୍ୟନ୍ତ ଟ୍ରଫି ପାଇନାହିଁ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ୨୮ ସେପ୍ଟେମ୍ବରରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଫାଇନାଲରେ ପାକିସ୍ତାନକୁ ପାଞ୍ଚ ୱିକେଟରେ ପରାସ୍ତ…
ମହୁଆ କାହାକୁ କହିଥିଲେ ରିଜେକ୍ଟେଡ ଲଭର? ଜାଣନ୍ତୁ ସେହି କଣ୍ଟ୍ରୋଭର୍ସି, ଯାହା ପାଇଁ ଚାଲି ଯାଇଥିଲା ଏମପି ପଦ, ଏବେ ବିବାହକୁ ନେଇ ଚର୍ଚ୍ଚାରେ…
ନୂଆଦିଲ୍ଲୀ,୫।୬: ତୃଣମୂଳ କଂଗ୍ରେସର ଫାୟାରବ୍ରାଣ୍ଡ ଏମପି ମହୁଆ ମୋଇତ୍ରା ଜର୍ମାନୀରେ ବିଜୁ ଜନତା ଦଳର ବରିଷ୍ଠ ନେତା ଏବଂ ପୂର୍ବତନ ଏମପି ପିନାକୀ ମିଶ୍ରଙ୍କୁ ବିବାହ କରିଛନ୍ତି। ‘ଦି ଟେଲିଗ୍ରାଫ’ର ଏକ ରିପୋର୍ଟରେ ଏହି ଦାବି କରାଯାଇଛି। ଯଦିଓ ଏହି ବିବାହ…
Archives


