ଦିନେ କଳାଧନ ପାଇଁ ଭାଷଣ ଦେଉଥିଲେ, ଏବେ ଆୟକର ପଞ୍ଝାରେ ପଡିଲେ ଧୀରଜ ସାହୁ ନୂଆଦିଲ୍ଲୀ,୧୦।୧୨: କଂଗ୍ରେସର ପୂର୍ବତନ ରାଜ୍ୟ ସଭା ସଦସ୍ୟ ଧୀରଜ ସାହୁଙ୍କ ମଦ ଭାଟି ସହିତ ଘର ଏବଂ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ଆୟକର ବିଭାଗର ଚଢ଼ାଉ ପରେ ଶହ ଶହ କୋଟି ଟଙ୍କା ଜବତ ହେବା ଘଟଣା ସମଗ୍ର ଦେଶରେ...