CJP ପ୍ରତିନିଧିଙ୍କ ସହ ସାକ୍ଷାତ ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ନଡ୍ଡା, କହିଲେ… ନୂଆଦିଲ୍ଲୀ,୨୧।୭: ପେପର ଲିକ ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ସୋସିଆଲ ମିଡିଆରେ ଉଭା ହୋଇଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିନିଧିମାନେ ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିଥିଲେ। ନଡ୍ଡା ଏବେ…