ସକାଳୁ ସକାଳୁ ପାକିସ୍ତାନର ନିଦ ହଜିଲା, ପଡୋଶୀ ଦେଶର ବେଷ୍ଟ ଫ୍ରେଣ୍ଡ ସହ ହାତ ମିଳାଇଲା ଭାରତ!
ନୂଆଦିଲ୍ଲୀ/ବେଜିଂ,୧୪।୭: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ତିନି ଦିନିଆ ଚାଇନା ଗସ୍ତରେ ଅଛନ୍ତି। ସେ ସୋମବାର ଚାଇନାର ଉପରାଷ୍ଟ୍ରପତି ହାନ ଝେଙ୍ଗଙ୍କୁ ଭେଟିଥିଲେ। ଏସ. ଜୟଶଙ୍କର ମଧ୍ୟ ଏହି ସମ୍ପର୍କରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି। ସେ…
ଚାଇନାକୁ ଲାଗିବ ଜବରଦସ୍ତ ଝଟକା! ଲଦାଖ ପହଞ୍ଚିଲେ ଦଲାଇ ଲାମା
ନୂଆଦିଲ୍ଲୀ/ବେଜିଂ,୧୨।୭: ଦଲାଇ ଲାମାଙ୍କ ଉତ୍ତରାଧିକାରୀ ବିବାଦରେ ରାଗି ଥିବା ଚାଇନା, ଲଦାଖରେ ହୋଇଥିବା ଏକ ନୂଆ ଘଟଣାକୁ ନେଇ ପୁଣି ରାଗିଯାଇପାରେ। ଦଲାଇ ଲାମା ଏକ ମାସ ଧରି ଲଦାଖରେ ରହିବା ପାଇଁ ହିମାଚଳ ପ୍ରଦେଶର ଧର୍ମଶାଳାରୁ ଭାରତୀୟ ବାୟୁସେନାର ଏକ…
ଚାଇନା-ପାକିସ୍ତାନର ଉଡିବ ହୋସ୍, ଭାରତ ନିର୍ମାଣ କରୁଛି ଏମିତି ରକେଟ ଧରି ପାରିବନି କୌଣସି ଏୟାର ଡିଫେନ୍ସ ସିଷ୍ଟମ!
ନୂଆଦିଲ୍ଲୀ,୧୦।୭: ଭାରତ ନିରନ୍ତର ତାର ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବାରେ ଲାଗିପଡିଛିି। ଏବେ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ତାର ପରବର୍ତ୍ତୀ ପିଢ଼ିର ଗାଇଡେଡ ରକେଟ ସିଷ୍ଟମ Pinaka IV ବିକଶିତ କରୁଛି। DRDO ୩୦୦ କିଲୋମିଟର ପର୍ଯ୍ୟନ୍ତ…
ଜିନପିଙ୍ଗ, ଶହବାଜ, ୟୁନୁସ ବଢାଇବେ ଭାରତର ଟେନସନ! CDS କହିଲେ ଯହି ଏମାନେ ଏକାଠି ହେବେ ତେବେ…
ନୂଆଦିଲ୍ଲୀ,୧୦।୭: ଭାରତର ପ୍ରତିରକ୍ଷା ମୁଖ୍ୟ (CDS) ଜେନେରାଲ ଅନିଲ ଚୌହାନ ଭାରତର ଆଭ୍ୟନ୍ତରୀଣ ସ୍ଥିରତା ଏବଂ ସୁରକ୍ଷା ପରିବେଶ ପାଇଁ ଚାଇନା, ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ବଢ଼ୁଥିବା ପାରସ୍ପରିକ ସହଯୋଗ ବିଷୟରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଏହି…
ଅପରେଶନ ସିନ୍ଦୂରକୁ ନେଇ ପାକିସ୍ତାନକୁ ଖୋଲାଖୋଲି ବେଇଜ୍ଜତ କଲା ଚାଇନା, ମିତ୍ର ଏବେ ପାଲଟିଲେ ପରମ ଶତ୍ରୁ!
ବେଜିଂ,୮।୭: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ଚାରି ଦିନିଆ ସାମରିକ ସଂଘର୍ଷ, ‘ଅପରେଶନ ସିନ୍ଦୂର’ ସମ୍ପର୍କରେ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। ଏହି ଅପରେଶନରେ ପାକିସ୍ତାନକୁ ଚାଇନାଠାରୁ ସାହାଯ୍ୟ ମିଳିଛି। ବିଶେଷ କଥା ହେଉଛି ଯେ ଚାଇନା ନିଜେ…
ଅପରେଶନ ସିନ୍ଦୁର: ପାକିସ୍ତାନକୁ ଗୁପ୍ତ ସହାୟତା ଦେଇ ଭାରତକୁ ଅସହାୟ କରିଦେଇଥିଲା ଚାଇନା, ବ୍ୟଥା ପ୍ରକାଶ କରୁଛନ୍ତି ବରିଷ୍ଠ ସେନା ଅଧିକାରୀ
ନୂଆଦିଲ୍ଲୀ,୮।୭: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ମେ’ ୭ରୁ ୧୦ ଯାଏ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା। ‘ଅପରେଶନ ସିନ୍ଦୂର’କୁ ଦୁଇ ମାସ ପୂରିଯାଇଥିଲେ ମଧ୍ୟ ଭାରତୀୟ ସାମରିକ ଅଧିକାରୀଙ୍କ ମନର ବ୍ୟଥା ବାରମ୍ବାର ବୟାନ ଆକାରରେ ଆସୁଛି।…
ଚାଇନାକୁ ଲାଗିଲା ଆଉ ଏକ ଝଟକା, ଦଲାଇ ଲାମାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, ଚାଇନା କହିଲା…
ନୂଆଦିଲ୍ଲୀ/ବେଜିଂ,୭।୭: ଚାଇନାକୁ ପୁଣିଥରେ ବଡ଼ ଝଟକା ଲାଗିଛି। ସୋମବାର ଚାଇନା କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ତାଙ୍କ ୯୦ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ଏବଂ ଉତ୍ସବରେ ଭାରତୀୟ ଅଧିକାରୀଙ୍କ ଉପସ୍ଥିତିକୁ ନେଇ ଭାରତ ନିକଟରେ…
ଦଲାଇ ଲାମାଙ୍କ ଉତ୍ତରାଧିକାରୀ ପ୍ରସଙ୍ଗକୁ ନେଇ ଚାଇନାକୁ କଡ଼ା ଚେତାବନୀ ଦେଲେ ତିବ୍ଦତର ନିର୍ବାସିତ ରାଷ୍ଟ୍ରପତି
ବେଜିଂ,୪।୭: ତିବ୍ଦତୀୟ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନକୁ ନେଇ ବିବାଦ ଶେଷ ହେଉନାହିଁ। ଚାଇନା ଜିଦ ଧରିଛି ଯେ ଭବିଷ୍ୟତର ଉତ୍ତରାଧିକାରୀ ପାଇଁ ତିବ୍ଦତକୁ ଏହାର ଅନୁମୋଦନ ନେବାକୁ ପଡିବ। ଚାଇନା କହିଛି ଯେ ଦଲାଇ ଲାମା ଏବଂ…
ସୀମାରେ ‘ଭୂତ’ ଖଞ୍ଜିଛି ଚାଇନା, ଟେନ୍ସନ୍ରେ ଭାରତ: ଜାଣନ୍ତୁ ଡ୍ରାଗନର ବିପଜ୍ଜନକ ପ୍ଲାନ୍ ବିଷୟରେ…
ବେଜିଂ,୪।୭: ଚାଇନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବହୁତ ଆଗକୁ ବଢ଼ିଛି। ସେନାକୁ ମଜଭୁତ କରିବା ପାଇଁ ମଧ୍ୟ ପ୍ରଯୁକ୍ତିବିଦ୍ୟାର ଆଶ୍ରୟ ନେଇଛି। ସାଧାରଣତଃ ଚାଇନା ଯେକୌଣସି ଦେଶ ସହିତ ସିଧାସଳଖ ଯୁଦ୍ଧ କରିବାରୁ ଆଗଭର ହୁଏ ନାହିଁ, କିନ୍ତୁ ସେ ପ୍ରକ୍ସି ଯୁଦ୍ଧ…
ତୃତୀୟ ବିଶ୍ୱଯୁଦ୍ଧ ପାଇଁ କସରତ: ଲୁଚାଛପାରେ ଚାଇନା କରୁଛି ବଡ଼ ପ୍ଲାନ୍
ବେଜିଂ,୩।୭: ଭାରତର ପଡ଼ୋଶୀ ଦେଶ ଚାଇନା ଦେଶର ରାଜଧାନୀ ବେଜିଂରୁ ୨୦ ମାଇଲ ଦକ୍ଷିଣ-ପଶ୍ଚିମରେ ଏକ ବିଶାଳ ଏବଂ ଗୁପ୍ତ ସାମରିକ ସହର ନିର୍ମାଣ କରୁଛି। ଏହା ପେଣ୍ଟାଗନଠାରୁ ଦଶ ଗୁଣ ବଡ଼ ବୋଲି କୁହାଯାଏ। ଏହି ସେନା କ୍ୟାମ୍ପସ ସମ୍ବନ୍ଧୀୟ…
ପାକିସ୍ତାନ-ଚାଇନାର ହୋସ୍ ଉଡାଇବେ ମୋଦି ସରକାର, ପ୍ରସ୍ତୁତ ହେଲାଣି ଆକ୍ସନ ପ୍ଲାନ
ନୂଆଦିଲ୍ଲୀ/ଇସଲାମାବାଦ,୧।୭: ଅପରେଶନ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ କଡ଼ା ଜବାବ ଦେବା ପରେ, ଭାରତ ପୁଣି ଥରେ ଆକ୍ସନ ମୋଡରେ ଅଛି। ହଁ, ମୋଦି ସରକାର ଏହାର ଶତ୍ରୁମାନଙ୍କ ଉପରେ ସିଧାସଳଖ ନଜର ରଖିବା ଏବଂ ସେମାନଙ୍କ କାର୍ଯ୍ୟକଳାପର ମୂଲ୍ୟାଙ୍କନ କରିବା ପାଇଁ…
ସାର୍କର ବିକଳ୍ପ ଗଢ଼ୁଛନ୍ତି ଚାଇନା, ପାକିସ୍ତାନ
ନୂଆଦିଲ୍ଲୀ,୧।୭: ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ (ସାର୍କ)ରେ ଭାରତ ପ୍ରମୁଖ ସଦସ୍ୟ ରହିଛି। ଏଥିରେ ଭାରତର ପ୍ରାଧାନ୍ୟ ରହିଥିବାରୁ ଏହାକୁ ଟକ୍କର ଦେବା ପାଇଁ ଏକ ବିକଳ୍ପ ସଂଗଠନ ଗଢ଼ିବା ପାଇଁ ଚାଇନା ଏବଂ ପାକିସ୍ତାନ ଯୋଜନା ଚଳାଇଛନ୍ତି। ବାଂଲାଦେଶ ସେମାନଙ୍କ…
Archives


