ଭାରତୀୟ ଇଞ୍ଜିନିୟର୍ସଙ୍କୁ ଚାଇନାର ଅଫର୍, କହିଲା- ଚାଇନା ଆସ
ନୂଆଦିଲ୍ଲୀ/ବେଜିଂ,୨୩।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦% ଟାରିଫ ପରେ H-୧B ଭିଜାକୁ ନେଇ ନୂଆ ନିୟମ ଲଗାଇ ଆଉ ଏକ ବଡ଼ ଝଟ୍କା ଦେଇଛନ୍ତି। ଫଳରେ ଅନେକ ଭାରତୀୟଙ୍କ ଆମେରିକା ଯିବାର ସ୍ବପ୍ନ ମଉଳି ଯାଇଛି। ଏହି…
୧୦୦ ପ୍ରତିଶତ ଟାରିଫକୁ ନେଇ ଆମରିକାକୁ କଡ଼ା ଜବାବ ଦେଲା ଚାଇନା
ବେଜିଂ,୧୪।୯: ଆମେରିକା ରାଷ୍ଟ୍ରପତିଙ୍କ ଶୁଳ୍କ ନିଷ୍ପତ୍ତି ବିଶ୍ୱର ପ୍ରାୟ ପ୍ରତ୍ୟେକ ଦେଶକୁ ପ୍ରଭାବିତ କରିଛି। ସାମ୍ପ୍ରତିକ ସମୟରେ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ସେ କହିଛନ୍ତି ଯେ ରୁଷିଆରୁ ତେଲ କିଣିବା ଯୋଗୁ ଭାରତ ଉପରେ…
ଭାରତ ପରେ ଏବେ ଚାଇନା ଉପରେ ନଜର ପକାଇଲେଣି ଟ୍ରମ୍ପ, ନାଟୋ ଦେଶକୁ କହିଲେ…
ଓ୍ବାଶିଂଟନ,୧୩।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ଉପରେ ୫୦ ରୁ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ନାଟୋକୁ ଅପିଲ କରିଛନ୍ତି। ସେ ବିଶ୍ୱାସ କରନ୍ତି ଯେ ଏହା ରୁଷିଆ ଉପରେ ଚାଇନାର ଆର୍ଥିକ ନିୟନ୍ତ୍ରଣକୁ ଦୁର୍ବଳ କରିବ ଏବଂ…
ଜିନ୍ପିଙ୍ଗଙ୍କ ସହ ହାତ ମିଳାଇଲେ ନାହିଁ ଏହି ଦେଶର ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ, ଜାଣନ୍ତୁ କାହିଁକି କଲେ ଏପରି…
ବେଜିଂ,୩ା୯: ଚାଇନାର ତିଆଞ୍ଜିନ୍ରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ସମୟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଥିଲା। ମାଲେସିଆର ପ୍ରଧାନମନ୍ତ୍ରୀ ଅନଓ୍ବର ଇବ୍ରାହିମଙ୍କ ସ୍ତ୍ରୀ ଓ୍ବାନ ଅଜିଜା ଓ୍ବାନ ଇସମାଇଲ ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗଙ୍କ ସହ…
ଚାଇନାରେ SCOର ଅର୍ଥ ବୁଝାଇଲେ ମୋଦି
ତିଆନଜିନ,୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାର ତିଆନଜିନରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀରେ ଭାରତର ଚିନ୍ତାଧାରା ଏବଂ ନୀତି ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଭାରତର ଚିନ୍ତାଧାରା ଏବଂ ନୀତି S-ସିକ୍ୟୁରିଟି(ସୁରକ୍ଷା), C-କନେକ୍ଟିଭିଟି(ସଂଯୋଗ) ଏବଂ O-ଅପର୍ଚ୍ୟୁନିଟି(ସୁଯୋଗ) ଉପରେ…
ମୋଦି-ଜିନପିଙ୍ଗ ବୈଠକରେ ପାକିସ୍ତାନ ସୀମାପାର ଆତଙ୍କବାଦୀ ଉପରେ ଚର୍ଚ୍ଚା, ଭାରତକୁ ସମର୍ଥନ କଲା ଚାଇନା
ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବୈଠକରେ ପାକିସ୍ତାନର ସୀମାପାର ଆତଙ୍କବାଦ ବିଷୟରେ ଚର୍ଚ୍ଚା ହୋଇଛି। ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ଚାଇନା ଆତଙ୍କବାଦ ବିରୋଧରେ ଭାରତକୁ ସମର୍ଥନ ପ୍ରକାଶ କରିଛି। ଅମେରିକାର ଟ୍ରମ୍ପ୍…
ଚାଇନାକୁ ଧମକାଇଲାଣି ଆମେରିକା, ଡ୍ରାଗନ ଭାରତର ନିକଟତର ହେବାରୁ ବଢୁଛି ଚିନ୍ତା?
ଓ୍ବାଶିଂଟନ,୨୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି, କିନ୍ତୁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। କିନ୍ତୁ, ବର୍ତ୍ତମାନ ଏହାର ସମୟସୀମା ଶେଷ ହେବାକୁ ଯାଉଛି। ଏହାର ଠିକ ପୂର୍ବରୁ, ଟ୍ରମ୍ପ ଚାଇନାକୁ ଧମକ…
ଆମେରିକାକୁ ବାଏ-ବାଏ… ଭାରତ କରିଦେଲା ବଡ ଖେଳ, ଏବେ କେବଳ ବିଶ୍ୱସ୍ତ ବନ୍ଧୁମାନଙ୍କ ସହିତ କରୁଛି କାରବାର
ନୂଆଦିଲ୍ଲୀ,୨୫ା୮: ଭାରତ ଓ ଜାପାନ ମଧ୍ୟରେ ଅନୁଷ୍ଠିତ ‘ଇଣ୍ଡିଆ-ଜାପାନ ଏନର୍ଜି ଡାଏଲଗ’ରେ କାର୍ବନ କ୍ୟାପଚର, ଗ୍ରୀନ କେମିକାଲ, ବାୟୋଫ୍ୟୁଲ, କ୍ଲିନ ହାଇଡ୍ରୋଜେନ ଓ ଅତ୍ୟାଧୁନିକ ଜଳବିଦ୍ୟୁତ ପ୍ରଯୁକ୍ତିରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଚୁକ୍ତି ହୋଇଛି। ଏହା ଏକ ପ୍ରାଥମିକ…
India China Relations: ଭାରତୀୟ ଉତ୍ପାଦ ପାଇଁ ବଜାର ଖୋଲିଲା ଚାଇନା, ଟ୍ରମ୍ପଙ୍କ ଟାରିଫ ମାଡ଼ ଭିତରେ ଚାଇନାର ବଡ଼ ବାଜି
ବେଜିଂ/ନୂଆଦିଲ୍ଲୀ,୨୧।୮: ରୁଷିଆ ପରେ ଏବେ ଚାଇନା ଭାରତ ସହିତ ବ୍ୟବସାୟିକ ସମ୍ପର୍କରେ ଏକ ବଡ଼ ବାଜି ଲଗାଇଛି। ଦିଲ୍ଲୀରେ ଚାଇନା ରାଷ୍ଟ୍ରଦୂତ ଶୁ ଫିହୋଙ୍ଗ ଗୁରୁବାର କହିଛନ୍ତି, ଆମେ ଆମର ବଜାରରେ ସମସ୍ତ ଭାରତୀୟ ଉତ୍ପାଦକୁ ସ୍ବାଗତ କରୁଛୁ। ଅର୍ଥାତ, ଚାଇନା…
୨୦୨୭ ସୁଦ୍ଧା ଏହି ଦେଶକୁ କବ୍ଜା କରିଦେବ ଚାଇନା: ଆମେରିକାର ଚାଞ୍ଚଲ୍ୟକର ଖୁଲାସା
ଓ୍ବାଶିଂଟନ୍,୨୧।୮: ଆମେରିକାର ରଣନୀତିକବାହିନୀ କମାଣ୍ଡର ଜେନେରାଲ ଆଣ୍ଟୋନି କଟନ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସେ ଆମେରିକା କଂଗ୍ରେସକୁ କହିଛନ୍ତି,ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କ ସେନାକୁ ୨୦୨୭ ସୁଦ୍ଧା ତାଇୱାନ ଦଖଲ କରିବାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି…
ଭାରତ-ଚାଇନା ବାଣିଜ୍ୟକୁ ନେପାଳର ବିରୋଧ ପ୍ରତ୍ୟାଖ୍ୟାନ: ଭାରତ ସରକାର
ନୂଆଦିଲ୍ଲୀ,୨୦ା୮: ଭାରତ ସରକାର ବୁଧବାର ଲିପୁଲେଖ ପାସ ଦେଇ ଭାରତ-ଚାଇନା ବାଣିଜ୍ୟ ପୁନରାରମ୍ଭକୁ ନେପାଳର ବିରୋଧକୁ ଅଯୌକ୍ତିକ, ଅଗ୍ରାହ୍ୟ ଓ ଐତିହାସିକ ତଥ୍ୟହୀନ ବୋଲି ପ୍ରତ୍ୟାଖ୍ୟାନ କରିଛନ୍ତି। ନେପାଳ ସରକାର ପୂର୍ବରୁ ଏକ ବିବୃତିରେ ଦାବି କରିଥିଲେ ଯେ, ଲିପୁଲେଖ ପାସର…
ଭାରତ-ଚାଇନା ସମ୍ପର୍କରେ ବଡ଼ ସଫଳତା: ସୀମା ବିବାଦ ସମାଧାନ ପାଇଁ ଖୁବଶୀଘ୍ର ନିଆଯିବ ପଦକ୍ଷେପ
ନୂଆଦିଲ୍ଲୀ,୧୯।୮: ଭାରତ ଓ ଚାଇନା ମଧ୍ୟରେ ସମ୍ପର୍କରେ ଏକ ବଡ଼ ସଫଳତା ହାସଲ ହୋଇଛି। ଉଭୟ ଦେଶ ସୀମା ବିବାଦର ସମାଧାନ ପାଇଁ ଏକତ୍ରିତ ଭାବେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ସୀମା ନିର୍ଦ୍ଧାରଣ ପାଇଁ ଶୀଘ୍ର ସମାଧାନ ଖୋଜିବା…
Archives


