Tag Archives: china

ଭାରତରେ ବିରଳ ମୃତ୍ତିକା ଉତ୍ପାଦନ ବଢ଼ାଇବାକୁ ସରକାରଙ୍କ ବଡ଼ ପଦକ୍ଷେପ: ୭୦୦୦ କୋଟି ଟଙ୍କାର ପ୍ରୋତ୍ସାହନ ଯୋଜନା!

ନୂଆଦିଲ୍ଲୀ, ୨।୧୧: ଚାଇନାର ପ୍ରଭାବକୁ ହ୍ରାସ କରି ଦେଶରେ ବିରଳ ମୃତ୍ତିକା (Rare Earth) ଚୁମ୍ବକ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବା ପାଇଁ ଭାରତ ସରକାର ଏକ ବଡ଼ ଯୋଜନା କରୁଛନ୍ତି। ରିପୋର୍ଟ ଅନୁଯାୟୀ, ସରକାର ଏହି ପ୍ରୋତ୍ସାହନ କାର୍ଯ୍ୟକ୍ରମର ଆକାରକୁ…

ଚାଇନାକୁ ନେଇ ସାରା ବିଶ୍ୱକୁ ଧମକ ଦେଲେ ଟ୍ରମ୍ପ, କହିଲେ ଏତେବଡ଼ କଥା ସମସ୍ତେ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୩।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଯେପରି ଚାଇନା ଆମେରିକା ପାଇଁ ବିପଦ ସୃଷ୍ଟି କରେ, ସେହିପରି ଆମେରିକା ମଧ୍ୟ ଚାଇନା ପାଇଁ ବିପଦ ସୃଷ୍ଟି କରେ। ଟ୍ରମ୍ପ…

ଚାଇନାକୁ ଧମକ ଦେଲେ ଆମେରିକୀୟ ଅର୍ଥ ସଚିବ, କହିଲେ ଏମିତି କାମ କଲେ …

ଓ୍ବାଶିଂଟନ,୧।୧୧: ଆମେରିକାର ଅର୍ଥ ସଚିବ ସ୍କଟ ବେସାଣ୍ଟ କହିଛନ୍ତି ଯେ ବିରଳ ପୃଥିବୀ ଖଣିଜ ପଦାର୍ଥ ଉପରେ ଚାଇନାର ରପ୍ତାନି କଟକଣା ଏକ ‘ଭୁଲ’ ବୋଲି ପ୍ରମାଣିତ ହୋଇଛି। ଏହି ପଦକ୍ଷେପଗୁଡ଼ିକ ବିଶ୍ୱକୁ ଦେଖାଇଛି ଯେ ବେଜିଂ କିପରି ଚାପ ସୃଷ୍ଟି…

ଚାଇନା ଉପରେ ୧୫୫% ଟାରିଫ୍ ଲଗାଇ ଏପରି କହିଲେ ଟ୍ରମ୍ପ

ନୂଆଦିଲ୍ଲୀ,୨୨।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ନଭେମ୍ବର ୧ ତାରିଖରୁ ୧୫୫% ପର୍ଯ୍ୟନ୍ତ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଚାଇନା ବହୁ ବର୍ଷ ଧରି ଏକତରଫା ଭାବେ ଆମେରିକା ସହ…

ଆମେରିକା-ଅଷ୍ଟ୍ରେଲିଆ ମଧ୍ୟରେ ହେଲା ବଡ଼ ଏଗ୍ରିମେଣ୍ଟ, ଛାନିଆ ହେଲାଣି ଚାଇନା!

ଓ୍ବାଶିଂଟନ,୨୧।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ ଦ୍ୱିପାକ୍ଷିକ ବୈଠକ ପରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ଚୁକ୍ତିନାମାରେ ସ୍ବାକ୍ଷର କରିଛନ୍ତି। ସୋମବାର ହ୍ବାଇଟ ହାଉସରେ ହୋଇଥିବା ୮.୫ ବିଲିୟନ ଡଲାରର ଚୁକ୍ତିନାମା ଆମେରିକାକୁ ଅଷ୍ଟ୍ରେଲିଆର ବିରଳ ପୃଥିବୀ…

ଭାରତ ବିରୋଧରେ ବିଶ୍ୱ ବାଣିଜ୍ୟ ସଂଗଠନ ନିକଟରେ ଅଭିଯୋଗ କଲା ଚାଇନା

ନୂଆଦିଲ୍ଲୀ,୨୦।୧୦: ଚାଇନା ଭାରତର ଇଲେକ୍ଟ୍ରିକ୍ ଯାନ (ଇଭି) ଓ ବ୍ୟାଟେରୀ ପାଇଁ ଦିଆଯାଉଥିବା ସବସିଡି ବିରୋଧରେ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ରେ ଅଭିଯୋଗ କରିଛି। ଚାଇନା ବାଣିଜ୍ୟ ମନ୍ତ୍ରଣାଳୟ କହିଛି, ଭାରତର ଏହି ଯୋଜନା ଡବ୍ଲ୍ୟୁଟିଓ ନିୟମ ଉଲ୍ଲଙ୍ଘନ କରୁଛି। ଏହା…

ଚାଇନ ଉପରେ ଲାଗିଥିବା ୧୦୦ ପ୍ରତିଶତ ଟାରିଫକୁ କମ କରିବ ଆମେରିକା? ଟ୍ରମ୍ପ ରଖିଲେ ଏମିତି ସର୍ତ୍ତ

ଓ୍ବାଶିଂଟନ/ବେଜିଂ,୨୦।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର (୧୯ ଅକ୍ଟୋବର, ୨୦୨୫) ସୂଚିତ କରିଛନ୍ତି ଯେ ଯଦି ଚାଇନା ଆମେରିକାର ସପକ୍ଷରେ ସକାରାତ୍ମକ ପଦକ୍ଷେପ ଗ୍ରହଣ କରେ ତେବେ ତାଙ୍କ ପ୍ରଶାସନ ଏହାର ଶୁଳ୍କ ନୀତିର ପୁନର୍ବିଚାର କରିପାରେ। ଟ୍ରମ୍ପ ପ୍ରଶାସନ…

ଦୀପାବଳି ଆଲୋକରେ ଚମକୁଛି ଚାଇନା ଅର୍ଥନୀତି, ଦମ୍ ଦେଖାଇପାରୁନି ‘ମେକ୍‌ ଇନ୍‌ ଇଣ୍ଡିଆ’

ନୂଆଦିଲ୍ଲୀ,୧୯।୧୦: ଦୀପାବଳିରେ ବ୍ୟବହୃତ ଏଲଇଡି ଲାଇଟ୍ ଓ କନେକ୍ଟର ଭାରତର ଉତ୍ପାଦନ ବ୍ୟବସ୍ଥାରେ ଏକ ବଡ଼ ସମସ୍ୟା ବିଷୟରେ ଆଲୋକପାତ କରୁଛି। ଏହା ‘ମେକ୍‌ ଇନ୍‌ ଇଣ୍ଡିଆ’ ଓ ‘ସ୍ୱଦେଶୀ’ ଅଭିଯାନ ଉପରେ ପ୍ରଶ୍ନ ଉଠାଉଛି। ଦେଶର ବିଭିନ୍ନ ବଡ଼ ଇଲେକ୍ଟ୍ରିକାଲ…

ଚାଇନାର ବିଶାଳ ଡ୍ୟାମ ଯୋଜନାକୁ ଟକ୍କର ଦେବ ଭାରତର ୭୭ ବିଲିୟନ ଡଲାରର ଜଳବିଦ୍ୟୁତ ଯୋଜନା

ନୂଆଦିଲ୍ଲୀ,୧୩।୧୦: ବିଦ୍ୟୁତ ଆବଶ୍ୟକତା ବୃଦ୍ଧି ପାଇଁ ଭାରତ ବ୍ରହ୍ମପୁତ୍ର ନଦୀ ଅବବାହିକାରେ ୭୬ ଗିଗାୱାଟରୁ ଅଧିକ ଜଳବିଦ୍ୟୁତ ଉତ୍ପାଦନ ପାଇଁ ୬.୪ ଲକ୍ଷ କୋଟି ଟଙ୍କା (୭୭ ବିଲିୟନ ଡଲାର)ର ଯୋଜନା ପ୍ରସ୍ତୁତ କରିଛି। କେନ୍ଦ୍ରୀୟ ବିଦ୍ୟୁତ କର୍ତ୍ତୃପକ୍ଷ (ସିଇଏ) ସୋମବାର…

ଚାଇନାକୁ ଟାର୍ଗେଟ କରି ପୋଷ୍ଟ କଲେ ଟ୍ରମ୍ପ, ପ୍ରତି ଶବ୍ଦ ପିଛା ୪ ବିଲିୟନ ଡଲାର ହରାଇଲା ଆମେରିକା

ନୂଆଦିଲ୍ଲୀ,୧୨।୧୦: ଅମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ସୋସିଆଲ୍ ମିଡିଆରେ ଚାଇନାକୁ ନିଶାନା କରି ଏକ ପୋଷ୍ଟରୁ ଅମେରିକୀୟ ଶେୟାର ବଜାରରେ ୨ ଟ୍ରିଲିୟନ୍ ଡଲାର (ପ୍ରାୟ ୧୬୮ ଲକ୍ଷ କୋଟି ଟଙ୍କା) ବୁଡ଼ିଯାଇଛି। ଶୁକ୍ରବାର ବଜାର ନୂତନ ରେକର୍ଡ୍ କରିବାରେ ଥିଲା,…

ଚାଇନାର ପୂର୍ବତନ କୃଷିମନ୍ତ୍ରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ବେଜିଂ,୨୯ା୯(ପି.ଟି.): ଚାଇନାର ପୂର୍ବତନ କୃଷି ଓ ଗ୍ରାମାଞ୍ଚଳ ବ୍ୟାପାର ମନ୍ତ୍ରୀ ଟାଙ୍ଗ ରେଞ୍ଜିଆନ୍‌ଙ୍କୁ ଦୁର୍ନୀତି ମାମଲାରେ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି। ତେବେ ଏହି ଦଣ୍ଡାଦେଶ ୨ ବର୍ଷ ପାଇଁ ସ୍ଥଗିତ ରହିବ ବୋଲି ଅଦାଲତ କହିଛନ୍ତି। ୩୮ ନିୟୁତ ଡଲାର ଲାଞ୍ଚ…

ୟୁକ୍ରେନ ଯୁଦ୍ଧ ପାଇଁ ରୁଷିଆକୁ ପାଣ୍ଠି ଯୋଗାଉଛନ୍ତି ଭାରତ-ଚାଇନା: ଟ୍ରମ୍ପ

ନ୍ୟୁୟର୍କ,୨୩।୯: ଅମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ୮୦ତମ ଜାତିସଂଘ ସାଧାରଣ ପରିଷଦରେ ଭାଷଣ ଦେଇ ଭାରତ ଓ ଚାଇନାକୁ ରୁଷିଆ ଯୁକ୍ରେନ୍‌ ଆକ୍ରମଣର ‘ପ୍ରାଥମିକ ଅନୁଦାନକାରୀ’ ବୋଲି ଅଭିଯୋଗ କରିଛନ୍ତି। ରୁଷୀୟ ତୈଳ-ଗ୍ୟାସ୍‌ ଆମଦାନି ଯୋଗୁଁ ମସ୍କୋର ଯୁଦ୍ଧକୁ ସମର୍ଥନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri