ମଙ୍ଗୋଲିଆକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ରୁଷିଆର ଘୋଷଣା, ଚାଇନା ରାଗି ନିଆଁବାଣ, କାରଣ…
ମସ୍କୋ,୫ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଙ୍ଗୋଲିଆ ଗସ୍ତରେ ଯାଇଥିବାରୁ ଅନେକ ଚର୍ଚ୍ଚା ହେଉଛି। କାରଣ ପୁଟିନଙ୍କୁ ଗିରଫ କରିବା ପାଇଁ ଅନ୍ତର୍ଜାତୀୟ କ୍ରାଇମ କୋର୍ଟ (ଆଇସିସି) ମଙ୍ଗୋଲିଆ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର…
‘ଚାଇନା ନାଗରିକ ତୁରନ୍ତ ପାକିସ୍ତାନ ଛାଡ଼ନ୍ତୁ, ନଚେତ୍ ଯେଉଁଠି ଦେଖିବୁ ସେଠି ସିଧାସଳଖ ହତ୍ୟା କରିବୁ’
ଇସଲାମାବାଦ୍,୨୯ା୮: ପାକିସ୍ତାନ ଭିତରେ ଦୁଇଦିନ ମଧ୍ୟରେ ବାଲୁଚ ଲିବରେଶନ ଆର୍ମି ଦ୍ୱାରା ସୃଷ୍ଟି ହୋଇଥିବା ବିଦ୍ରୋହ ପାକିସ୍ତାନୀ ସେନାର ଅବସ୍ଥାକୁ ଆହୁରି ଖରାପ କରିଦେଇଛି। ବାଲୁଚ ଲିବରେଶନ ଆର୍ମି (ବିଏଲ୍ଏ) ବର୍ତ୍ତମାନ ପାକିସ୍ତାନ ଭିତରେ ରହୁଥିବା ଚାଇନା ନାଗରିକମାନଙ୍କୁ ପାକିସ୍ତାନ ଛାଡ଼ିବାକୁ…
ଚାଇନା ବୈଜ୍ଞାନିକଙ୍କୁ ଜହ୍ନ ମାଟିରୁ ମିଳିଲା ପାଣି, ‘ଚନ୍ଦ୍ରଯାନ-୧’ କରିଥିବା ଦାବି ହେଲା ସତ…
ନୂଆଦିଲ୍ଲୀ,୨୪।୭: ପୃଥିବୀ ପରେ ମଣିଷ ମହାକାଶରେ ଜଳ ସନ୍ଧାନ କରୁଛି। ମଣିଷର ଏହି ଆବିଷ୍କାର ଚନ୍ଦ୍ରରେ ପହଞ୍ଚିଛି,ଯେଉଁଥିଲାଗି ଅନେକ ମିଶନ ପଠାଯାଉଛି। ଭାରତ, ଆମେରିକା ଏବଂ ରୁଷିଆ ପରେ ଚାଇନା ମଧ୍ୟ ଚନ୍ଦ୍ର ପୃଷ୍ଠରେ ଅନେକ ମିଶନକୁ ଅବତରଣ କରିଛି। ବର୍ତ୍ତମାନ…
ବନ୍ୟାରେ ଭାସିଗଲା ବ୍ରିଜ୍, ୧୧ ଲୋକଙ୍କ ମୃତ୍ୟୁ, ୩୦ ନିଖୋଜ
ବେଜିଂ, ୨୦ା୭: ଚାଇନାର ଶାନକ୍ସି ପ୍ରଦେଶରେ ଅଚାନକ ବନ୍ୟା ଆସିଯିବାରୁ ଏକ ବଡ଼ ଦୁର୍ଘଟଣା ଘଟିଛି । ଏକ ରାଜପଥର ବ୍ରିଜ ଆଂଶିକ ଭୁଶୁଡି ପଡିବାରୁ ପାଖିପାଖି ୧୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୦ ରୁ ଅଧିକ ଲୋକ ନିଖୋଜ…
ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଷ୍ଟ୍ରୋକ୍, ସୋସିଆଲ ମିଡିଆରେ…
ବେଜିଂ,୧୭।୭: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଷ୍ଟ୍ରୋକ୍ ଆସିଥିବା ଖବର ସାମ୍ନାକୁ ଆସିଛି। ଚାଇନା ସୋସିଆଲ ମିଡିଆରେ ଏହାକୁ ନେଇ ବେଶ ଚର୍ଚ୍ଚା ହେଉଛି। ତେବେ ସିସିପିର ବୈଠକ ସମୟରେ ରାଷ୍ଟ୍ରପତିଙ୍କୁ ଷ୍ଟ୍ରୋକ୍ ଆସିଥିବା କୁହାଯାଉଛି। ହେଲେ ଏ ସମ୍ପର୍କରେ ଆଧିକାରୀକ…
ଡ୍ରାଗନ୍ର ବଡ଼ ଚାଲ୍…ଭାରତକୁ ‘ଟୁ ଆଣ୍ଡ ହାଫ୍ ଫ୍ରଣ୍ଟ ଓ୍ବାର୍’ରେ ଫସାଇ ରଖିବାକୁ ଚାହୁଁଛି ଚାଇନା
ନୂଆଦିଲ୍ଲୀ,୧୬।୭: ବର୍ଷ ବର୍ଷ ଧରି ଚାଇନା ଆତଙ୍କବାଦୀଙ୍କୁ ସମର୍ଥନ କରିଆସୁଛି। ଏହାର ଅନେକ ଉଦାହରଣ ଦୁନିଆର ବଡ ମଞ୍ଚରେ ମଧ୍ୟ ଦେଖିବାକୁ ମିଳେ। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଯେତେବେଳେ ଆତଙ୍କବାଦୀ ସଂଗଠନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ବିଷୟରେ କଥା…
ଚନ୍ଦ୍ରରୁ ମାଟି ଆଣିଲା ଚାଇନା
ବେଜିଂ, ୨୬।୬: ଚାଇନାର ଚାଙ୍ଗ’ଇ-୬ ମହାକାଶ ଯାନ ପ୍ରଥମଥର ପାଇଁ ଚନ୍ଦ୍ରପୃଷ୍ଠରୁ ୨ କିଲୋଗ୍ରାମର ମାଟି ଓ ପଥରର ନମୁନା ଏକତ୍ର କରି ମଙ୍ଗଳବାର ପୃଥିବୀକୁ ଫେରି ଉତ୍ତର ଚାଇନାରେ ଅବତରଣ କରିଛି। ପୃଥିବୀକୁ ଅଣାଯାଇଥିବା ଏହି ନମୁନାଗୁଡ଼ିକରେ ୨୫ ଲକ୍ଷ…
କଶ୍ମୀରକୁ ନେଇ ପାକିସ୍ତାନ-ଚଇନା ଭାଇ ଭାଇ, ଭାରତ ବିରୋଧରେ…
ନୂଆଦିଲ୍ଲୀ, ୯ା୬: ପାକିସ୍ତାନ ସହିତ ଏବେ ଚଇନା ହାତ ମିଶାଇ ଭାରତ ବିରୋଧୀ କାର୍ଯ୍ୟପାଇଁ ପ୍ରସ୍ତୁତ ହେଉଛି। ଦକ୍ଷିଣ ଏସିଆରେ ଶନିବାର ଦୁଇ ଦେଶ କଶ୍ମୀରକୁ ନେଇ ଥିବା ସମସ୍ୟାର ଏକତରଫା ସମାଧାନକୁ ବିରୋଧ କରିବା ନେଇ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।…
ଲୋକ ସଭା ନିର୍ବାଚନ ଉପରେ ଚାଇନାର ନଜର, ମୋଦି ପ୍ରଧାନମନ୍ତ୍ରୀ ହେଲେ…
ବେଜିଂ/ନୂଆଦିଲ୍ଲୀ,୩ା୬: ଲୋକ ସଭା ନିର୍ବାଚନର ଅଧିକାଂଶ ଏକ୍ଜିଟ୍ ପୋଲ୍ରେ ‘ମୋଦି ସରକାର ପୁଣି ଥରେ’ ପୂର୍ବାନୁମାନ କରାଯାଇଛି। ଯଦି ଏକ୍ଜିଟ୍ ପୋଲକୁ ବିଶ୍ୱାସ କରାଯାଏ, ତେବେ ତୃତୀୟଥର ପାଇଁ ଭାରତରେ ମୋଦି ସରକାରଙ୍କ ସମସ୍ତ ସମ୍ଭାବନା ରହିଛି। ଅନେକ ଏକ୍ଜିଟ୍ ପୋଲ୍ରେ…
ଜାଣିପାରିଲେନି ଆମେରିକା ଏବଂ ବ୍ରିଟେନ; ବିଶାଳ ଗୋଇନ୍ଦା ସୈନ୍ୟ ଗଠନ କରିଦେଲା ଚାଇନା
ନୂଆଦିଲ୍ଲୀ,୩୧।୫: ଚାଇନା ଗତ କିଛି ଦଶନ୍ଧି ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଯଥେଷ୍ଠ ଅଗ୍ରଗତି କରିଛି। ବାଣିଜ୍ୟ କ୍ଷେତରୁ ଆରମ୍ଭ କରି ସୁରକ୍ଷା ପର୍ଯ୍ୟନ୍ତ ଚାଇନା ଆତ୍ମନିର୍ଭର ହେବା ସହିତ ଆମେରିକା ପରି ମହାଶକ୍ତିକୁ ଟକ୍କର ଦେଉଛି। ଏହାରି ମଧ୍ୟରେ ଚାଇନାର ବିଶାଳ…
ଗଭୀର ହେଉଛି ଋଷ-ଚାଇନା ସମ୍ପର୍କ, ବିଭିନ୍ନ ଚୁକ୍ତିନାମାରେ କଲେ ସ୍ଵାକ୍ଷର
ବେଜିଂ,୧୬ା୫: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉଭୟର ଦେଶର ୭୫ ବର୍ଷ ସମ୍ପର୍କ ପୂର୍ତ୍ତି ଅବସରରେ ବ୍ୟାପକ ରଣନୀତିକ ଭାଗିଦାରୀକୁ ଗଭୀର କରିବା ଉପରେ ମିଳିତ ବିବୃତ୍ତି ଜାରି କରିଛନ୍ତି। ଯାହାଦ୍ୱାରା ଦୁଇ ଦେଶ…
ଚନ୍ଦ୍ର ଅଭିମୁଖେ ଚାଇନାର ଚାଙ୍ଗ’ଇ-୬: ଦକ୍ଷିଣ ମେରୁରୁ ଶିଳା ଆଣିବ
ନୂଆଦିଲ୍ଲୀ,୩ା୫: ଚନ୍ଦ୍ରର ଦକ୍ଷିଣ ମେରୁରୁ ଶିଳା ଓ ମୃତ୍ତିକା ସଂଗ୍ରହ କରି ଆଣିବା ପାଇଁ ଚାଇନା ଏହାର ମହାକାଶ ଯାନ ଚାଙ୍ଗ’ଇ-୬କୁ ଶୁକ୍ରବାର ଲଞ୍ଚ୍ କରିଛି। ଓ୍ବେନ୍ଚାଙ୍ଗ ସାଟେଲାଇଟ୍ ଲଞ୍ଚ୍ ସେଣ୍ଟରରୁ ଲଙ୍ଗ ମାର୍ଚ୍ଚ-୫ ରକେଟ ସହାୟତାରେ ଏହି ମହାକାଶ ଯାନକୁ…
Archives


